ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ
ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।…
ପରମାଣୁ ଜିଦରେ ଅଟଳ ଇରାନ! ଆମେରିକା-ଇସ୍ରାଏଲ ଆକ୍ରମଣ ଅଟକାଇ ପାରିବେ ନାହିଁ
ନୂଆଦିଲ୍ଲୀ,୨୨।୭: ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଫକ୍ସ ନ୍ୟୁଜ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ…
ଭାରତ ବିରୋଧରେ ମହମ୍ମଦ ୟୁନୁସଙ୍କ ବଡ଼ ଷଡଯନ୍ତ୍ର: ପାକିସ୍ତାନର ବନ୍ଧୁ ସହ ମିଶି…
ଢାକା,୨୨।୭: ବାଂଲାଦେଶ ପାରମ୍ପରିକ ଭାବରେ ଚାଇନା ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା ପରେ, ଏହାର ମନୋଭାବ ଏବେ ପାକିସ୍ତାନର ଘନିଷ୍ଠ ବନ୍ଧୁ ତୁର୍କୀ ଆଡକୁ ମୁହାଁଇଥିବା…
AI ଭିଡ଼ିଓ ଶେୟାର କରି ସବୁ ସୀମା ଟପିଲେ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତିଙ୍କୁ ହାତକଡ଼ି ପିନ୍ଧାଇ ତଳେ ପକାଇଦେଲେ!
ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ତାଙ୍କ ନିଷ୍ପତ୍ତି ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଖବରରେ ଅଛନ୍ତି। ପୂର୍ବରୁ ଟେସଲା ମାଲିକ ଏଲୋନ ମସ୍କଙ୍କ ସହ ତାଙ୍କର ଖୁବ ଯୁକ୍ତିତର୍କ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ…
ଆଖି ସାମ୍ନାରେ ଜଳିଗଲେ ପିଲା, ଶିକ୍ଷକ ବଖାଣିଲେ ବିମାନ ଦୁର୍ଘଟଣାର ଛାତିଥରା କାହାଣୀ
ଢାକା,୨୨।୭: ସୋମବାର (୨୧ ଜୁଲାଇ, ୨୦୨୫) ଅପରାହ୍ନରେ ବାଂଲାଦେଶର ଢାକାରେ ଏକ ବାୟୁସେନା ତାଲିମ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ମାଇଲଷ୍ଟୋନ ସ୍କୁଲ ଏବଂ କଲେଜ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି…
ୟୁରୋପୀୟ ଦେଶ ସହ କଥାବାର୍ତ୍ତା ପୂର୍ବରୁ ଆମେରିକାକୁ କଡ଼ା ବାର୍ତ୍ତା ଦେଲା ଇରାନ
ତେହରାନ,୨୨।୭: ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ଘୋଷଣା କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ଇରାନର ପରମାଣୁ ସ୍ଥାନକୁ କ୍ଷତି ପହଞ୍ଚାଇଛି, କିନ୍ତୁ ଆମେ ପରମାଣୁ କାର୍ଯ୍ୟକ୍ରମ ଜାରି…
ୟୁଏଇରେ ସ୍ତ୍ରୀଙ୍କୁ ହତ୍ୟାକଲେ ଭାରତୀୟ
ଶାରଜା, ୨୨ା୭: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି କେରଳର ଅତୁଲ୍ୟା ଶେଖର। ରବିବାର ଶାରଜାସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ ହୋଇଛି। ଅତୁଲ୍ୟାଙ୍କ ଗଳା ଚିପି ସ୍ବାମୀ ସତୀଶ…
ବାଂଲାଦେଶରେ ବିମାନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ଭିଡିଓ, କେମିତି ହୋଇଥିଲା…
ଢାକା,୨୧।୭: ବାଂଲାଦେଶର ରାଜଧାନୀ ଢାକାରେ ଏକ ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ସୋମବାର ଦିନ ପ୍ରାୟ ୧.୩୦ ସମୟରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ମାଇଲଷ୍ଟୋନ କଲେଜ କୋଠା ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…
କଲେଜ ଉପରେ ପଡ଼ିଲା ବାୟୁସେନା ବିମାନ: ଚାରିଆଡ଼େ ଧୂଆଁମୟ
ଢାକା,୨୧।୭: ବାଂଲାଦେଶ ବାୟୁସେନାର FT-7BGI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଢାକାର ଏକ କଲେଜ କୋଠାରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି, ଏହା ବ୍ୟତୀତ ଅନେକ ଛାତ୍ରଙ୍କ ମୃତ୍ୟୁ…
ଶାନ୍ତି ପାଇଁ ୟୁକ୍ରେନ ଆଗରେ ବଡ଼ ସର୍ତ୍ତ ରଖିଲେ ପୁଟିନ୍: ନ ମାନିଲେ…
ମସ୍କୋ,୨୧ା୭:ୟୁକ୍ରେନ୍ ସହ ଶାନ୍ତି ଆଲୋଚନା ନେଇ ପ୍ରସ୍ତୁତ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଥିବାବେଳେ ଏଥିପାଇଁ ମସ୍କୋ ବଡ଼ ସର୍ତ୍ତ ରଖିଛି। ରୁଷିଆ ଏହାର ମୁଖ୍ୟ ଲକ୍ଷ୍ୟ ହାସଲ କରିବାକୁ ପ୍ରତିବଦ୍ଧ ବୋଲି କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି।…
ଇସ୍କନ…ଭିତରେ ନନଷ୍ଟପ୍ ଖାଇଗଲେ ଚିକେନ୍, ସମଗ୍ର ହିନ୍ଦୁ ସମାଜ ଆଶ୍ଚର୍ଯ୍ୟ
ଲଣ୍ଡନ,୨୦।୭: ଲଣ୍ଡନର ଇସ୍କନ ପରିଚାଳିତ ଗୋବିନ୍ଦା ରେସ୍ଟୁରାନ୍ଟ, ଯାହା ଏକ ଶାଖାହାରୀ ପ୍ରତିଷ୍ଠାନ ଭାବେ ପରିଚିତ, ସେଠାରେ ଜଣେ ଯୁବକଙ୍କ ଦ୍ୱାରা KFC ଚିକେନ ଖାଇବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇ ବିଶ୍ୱବ୍ୟାପୀ ତୀବ୍ର ବିବାଦ ସୃଷ୍ଟି କରିଛି। ଭାଇରାଲ…
ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…
ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର ସଦସ୍ୟ ତଥା ବିଶ୍ୱବ୍ୟାପୀ ‘ସ୍ଲିପିଂ ପ୍ରିନ୍ସ’ ନାମରେ ଜଣାଶୁଣା ଥିଲେ। ୨୦୦୫ ମସିହାରେ ମାତ୍ର…
Archives


