ଅନ୍ତର୍ଜାତୀୟ

ହାତରେ ହାତକଡି, ଗୋଡ଼ରେ ଶିକୁଳି, ୪୦ ଘଣ୍ଟା ଧରି ଭାରତୀୟଙ୍କ ସହ ଏମିତି କରି ସବୁସୀମା ପାର କଲା ଆମେରିକା…

ଓ୍ବାଶିଂଟନ,୬।୨: ଆମେରିକାରୁ ନିର୍ବାସିତ ୧୦୪ ଜଣ ଅବୈଧ ପ୍ରବାସୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର ହୋସିଆରପୁର ଜିଲାର ଟାହଲି ଗାଁର ହରବିନ୍ଦର ସିଂହ। ଡଙ୍କି ରୁଟ ଦେଇ ଯାତ୍ରା କରିବା ସମୟରେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇନଥିଲେ, ତା’ଠାରୁ ଅଧିକ...

ଧାର୍ମିକ ନେତା ଆଗା ଖାନ୍‌ କିଏ?  ଯିଏ ପଛରେ ଛାଡ଼ି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି

ଲିସ୍‌ବନ୍‌, ୬।୨: ବିଲିୟନେୟାର ସମାଜସେବୀ ତଥା ଶିୟା ଇସ୍ମାଇଲ ମୁସଲମାନଙ୍କ ୪୯ତମ ବଂଶାନୁଗତ ଇମାମ ପ୍ରିନ୍ସ କରୀମ ଅଲ୍‌ ହୁସୈନୀ ଆଗା ଖାନ୍‌ଙ୍କର ବୁଧବାର ପରଲୋକ ହୋଇଯାଇଛି। ପର୍ତ୍ତୁଗାଲର ରାଜଧାନୀ ଲିସ୍‌ବନ୍‌ରେ ୮୮ ବର୍ଷ ବୟସରେ ପରିବାର ସଦସ୍ୟଙ୍କ ଗହଣରେ...

ମହିଳା ବର୍ଗର ଖେଳରେ ଏବେ ଟ୍ରାନ୍ସଜେଣ୍ଡରଙ୍କ ‘ନୋ ଏଣ୍ଟ୍ରି’

ଓ୍ବାଶିଂଟନ,୬।୨: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ଆକ୍ସନ ମୁଡ୍‌ରେ ନଜର ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କାର୍ଯ୍ୟକାଳ ଆରମ୍ଭ ହେବା ପରେ ସେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଗୋଟିଏ ଖେଳାଳିଙ୍କ ସହ ଜଡ଼ିତ ରହିଛି। ଟ୍ରମ୍ପ...

Bangladesh Violence: ରାଗିଗଲେ ହାସିନା, ୟୁନୁସ ସରକାରଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ, ବାଂଲାଦେଶରେ ଚହଳ

ଢାକା,୬।୨: ପୁଣି ନିଆଁର ଆଁରେ ବାଂଲାଦେଶ। ଦେଶରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୁଧବାର ବାଂଲାଦେଶର ପ୍ରତିଷ୍ଠାତା ତଥା ଶେଖ ହାସିନାଙ୍କ ବାପା ଶେଖ ମୁଜିବୁର ରହମାନଙ୍କ ଢାକାସ୍ଥିତ ବାସଭବନରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।...

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି କ୍ଷୁଦ୍ର ଗ୍ରହ, ଧକ୍କା ହେଲେ ଅନେକ କ୍ଷୟକ୍ଷତି ଘଟିବା ଆଶଙ୍କା

ଓ୍ବାଶିଂଟନ୍‌, ୬।୨: ଫୁଟବଲ ପଡ଼ିଆ ଆକାରର ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଗତି କରୁଛି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୦୩୨ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା...

Hasina father’s house on fire: ହାସିନାଙ୍କ ବାପଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ, ଆଉ ତା’ ପରେ…

ଢାକା,୬।୨: ପୁଣି ଅଶାନ୍ତ ହେଲା ବାଂଲାଦେଶ। ଶେଖ ହାସିନାଙ୍କ ଭାଷଣକୁ ନେଇ ଦେଶରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ଅନଲାନରେ ବିବାଦୀୟ ଭାଷଣକୁ ନେଇ ହାସିନାଙ୍କୁ ଟାର୍ଗେଟ କରାଯାଇଛି। ଏହାକୁ ନେଇ ଶେଖ ହାସିନାଙ୍କ ବାପା ମୁଜିବୁର ରେହମାନଙ୍କ ଘରେ ନିଆଁ...

Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍‌କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ...

ଗୋଟିଏ ପରେ ଗୋଟିଏ ଜାତିସଂଘ ପରିଷଦରୁ ଅଲଗା ହେଉଛି ଆମେରିକା, ସହାୟତା ରାଶି ଉପରେ ଲାଗିଲା ରୋକ୍‌

ନ୍ୟୁୟର୍କ, ୫।୨: ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରୁ ଆମେରିକା ଅଲଗା ହୋଇଛି। ଏନେଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦସ୍ତଖତ କରିଛନ୍ତି। ଏହି ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପାଲେଷ୍ଟେନୀୟ ଶରଣାର୍ଥୀମାନଙ୍କ ପାଇଁ ଆମେରିକା...

ଅସହ୍ୟ ହେଲାଣି ଆର୍ଥିକ ସଙ୍କଟ, ଭାରତ ସହିତ ସମସ୍ତ ସମସ୍ୟାର ସମାଧାନ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ,୫ା୨: ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ତାଙ୍କ ଦେଶ...

ଶକ୍ତିଶାଳୀ ଦେଶ ଆମେରିକାରେ ଚୋରି ହୋଇଗଲା ଲକ୍ଷେ ଅଣ୍ଡା, ଟେନଶନରେ ଟ୍ରମ୍ପ

ଓ୍ବାଶିଂଟନ୍‌,୫।୨: ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ପରେ ମଧ୍ୟ, ଏଠାକାର ଲୋକମାନେ ଅଣ୍ଡାକୁ ନେଇ ଚିନ୍ତିତ। ଏପରିକି ଅଣ୍ଡା ଚୋରିର ମାମଲା ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଆମେରିକୀୟ ପେନସିଲଭାନିଆ ସହରରେ ଅଣ୍ଡା ଚୋରିର ଏକ...

ପ୍ରବାସୀ ଭାରତୀୟଙ୍କୁ ବିଦା କରିବା ଲାଗି ପାଣି ଭଳିଆ ଟଙ୍କା ଖର୍ଚ୍ଚ କଲେ ଟ୍ରମ୍ପ, ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଖର୍ଚ୍ଚ ଶୁଣି ଆଶ୍ଚର୍ଯ୍ୟ ହେବେ…

ଓ୍ବାଶିଂଟନ୍‌,୫।୨: ଆମେରିକା ୨୦୫ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ C-୧୭ ଆମେରିକୀୟ ସାମରିକ ବିମାନ ବ୍ୟବହାର କରିଥିଲା। ପ୍ରବାସୀମାନେ ବୁଧବାର (ଫେବୃଆରୀ ୫) ଅପରାହ୍ନରେ ପହଞ୍ଚିବେ। ସାମରିକ ବିମାନ ବ୍ୟବହାର କରି ଦେଶାନ୍ତରର ଏହି ପଦକ୍ଷେପ...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରୁ ୧ ଲକ୍ଷ ଅଣ୍ଡା ଚୋରି

ଓ୍ବାଶିଂଟନ,୫।୨: ଆମେରିକା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ସତ୍ତ୍ୱେ ଅଣ୍ଡା ପାଇଁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି। ଏଠାରେ ଅଣ୍ଡା ଚୋରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା ସାମ୍ନାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri