ଅନ୍ତର୍ଜାତୀୟ

ନିଜ ଇଜ୍ଜତ ନିଜେ ପକାଇଲେ ମୁନିର: ଭାରତ ବିଷ ଓଗାଳୁଥିଲେ, କହୁ କହୁ କହିଦେଲେ…

ଇସଲାମାବାଦ୍‌,୧୧।୮:ପାକିସ୍ତାନୀ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତ କରିଛନ୍ତି। ଏଠାରେ ସେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ। ସେ ଏପରି ମଧ୍ୟ ଦାବି କରିଥିଲେ, ଯଦି ତାଙ୍କ ଦେଶର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ…

ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା: ଅଭୂତପୂର୍ବ ଉତ୍ତେଜନା

ତେଲ୍‌ଆଭିଭ/ଗାଜା ସିଟି,୧୧ା୮:ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଗତ ୨୨ ମାସ ମଧ୍ୟରେ ଗାଜା ଷ୍ଟ୍ରିପ୍‌ର ପ୍ରାୟ ୭୫ ଭାଗ ଦଖଲ କରିସାରିଲାଣି। ଅବଶିଷ୍ଟ ୨୫% ଅଞ୍ଚଳ ଅକ୍ତିଆର କରି ସମ୍ପୂର୍ଣ୍ଣ ଗାଜା ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଉଦ୍ୟମ…

ଟ୍ରମ୍ପ-ପୁଟିନଙ୍କ ସାକ୍ଷାତ ପୂର୍ବରୁ ଚାରିଆଡ଼େ ହଲଚଲ: ସାରା ବିଶ୍ୱର ବଦଳିଯିବ ନକ୍ସା

ଓ୍ବାଶିଂଟନ୍‌,୧୧।୮: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ଏକ ବିନାଶକାରୀ ଦିଗକୁ ମୁହାଁଇବାକୁ ଯାଉଛି ଏବଂ ଏହାର କାରଣ ହେବ…

ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ…

ଆମେ ବୁଡ଼ିଲେ, ଅଧା ବିଶ୍ୱକୁ ବୁଡାଇଦେବୁ: ଭାରତକୁ ଚେତାବନୀ ଦେଲେ ମୁନିର

ଇସଲାମାବାଦ୍‌,୧୧।୮: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଆମେ ସମଗ୍ର ଅଞ୍ଚଳକୁ ପରମାଣୁ ଯୁଦ୍ଧକୁ ଠେଲି ଦେବେ।…

ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ

ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍‌ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍‌ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍‌ ନିର୍ମାଣ…

ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ,…

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…

ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ

ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ହଠାତ ବିସ୍ଫୋରଣ ଯୋଗୁ ଟ୍ରେନର ପାଞ୍ଚଟି ବଗି…

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍‌ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…

ହଠାତ୍‌ ପାକିସ୍ତାନରେ ଚହଳ, ଭାରତ କଲା…

ନୂଆଦିଲ୍ଲୀ,୧୦।୮: ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ 127 କୋଟି ଟଙ୍କାର କ୍ଷତି…

ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ

ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରଣନୈତିକ ପ୍ରୟାସକୁ ଦୁର୍ବଳ କରିଦେଇଛି। ସେ କହିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri