ଗୁରୁତର ସଙ୍କଟରେ ଆମେରିକାର ଖବରକାଗଜ ଶିଳ୍ପ
ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍ ସଂକ୍ରମଣ ଖବର ସାଉଁଟିବାକୁ ପ୍ରବଳ ଆଗ୍ରହ ଦେଖାଉଥିବା ଆମେରିକା ସାମ୍ବାଦିକଙ୍କ ପାଇଁ ଏବେ ବିପଦ ଘନେଇ ଆସିଛି। ଏହା ଖବରକାଗଜ ଶିଳ୍ପ ପ୍ରତି ଏକ ବଡ଼ ବିଡ଼ମ୍ବନା ବୋଲି କୁହାଗଲାଣି। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠିକାପାଠକଙ୍କ ନିକଟରେ ଖବରଦାତାଙ୍କ…
ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧୦।୪: କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସୁସ୍ଥ ହେବା ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ଅଣାଯାଇଛି। ଏନେଇ ସରକାରୀ ମୁଖପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୋରିସ୍…
ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କରେ ବାସ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆମେରିକାରେ ୧୬…
ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍
ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍ଡାଉନ। ଏହି ଭାଇରସ୍ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା ଶିଳ୍ପ, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସେବାକ୍ଷେତ୍ର ଅଚଳ ହୋଇପଡ଼ିଛି। ଏହା ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ…
ଘରେ ପହଞ୍ଚୁଛି ଆଲ୍କୋହଲ
ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍ଶାନ୍, ସବୁକିଛି ଠପ୍। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି ଉପସାଗରୀୟ ଦ୍ୱୀପପୁଞ୍ଜ ସଂଯୁକ୍ତ ଆରବ ଏମିରେଟସ୍ସ (ୟୁଏଇ)। ଏହି କ୍ଷତିର ଭରଣା ଏବେ ଅସମ୍ଭବ…
ଡବ୍ଲ୍ୟୁଏଚ୍ଓ ମୁଣ୍ଡରେ ଦୋଷ ଲଦିଲେ ଟ୍ରମ୍ପ୍
ଓ୍ବାଶିଂଟନ,୧୦।୪: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)କୁ ଦୋଷ ଦେଇଛନ୍ତି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଚାଇନା ପକ୍ଷ ନେଇ କରୋନା ମହାମାରୀର ରାଜନୀତୀକରଣ କଲେ ବୋଲି ଟ୍ରମ୍ପ୍ ଅଭିଯୋଗ କରିଛନ୍ତି।…
୨୦୯ ଦେଶ କଲବଲ
ଓ୍ବାଶିଂଟନ,୯।୪: ବିଶ୍ୱ ସ୍ଥିତି ଏବେ ଅସମ୍ଭାଳ ହୋଇପଡ଼ିଛି। ୨୦୯ ଦେଶରେ କରୋନା ଭୂତାଣୁର ରାଜୁତି ଚାଲିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୫ ଲକ୍ଷ ୫୦ ହଜାର ଛୁଇଁଲାଣି। ଗୁରୁବାର ୩୨ ହଜାର ଲୋକ କରୋନା…
କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ
ଲଣ୍ଡନ,୧୦।୪: କରୋନା ଭାଇରସ୍ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଥିବାରୁ ଆଗାମୀ ଦିନରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଯାଇପାରନ୍ତି…
କରୋନା ସଂକ୍ରମିତଙ୍କ ଚିକିତ୍ସା ଫଳରେ ଏଠି ଅବହେଳିତ ହେଉଛନ୍ତି କ୍ୟାନସର ରୋଗୀ !
ଲଣ୍ଡନ,୯।୪: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେତେ ଗୁଡିଏ ଦେଶରେ ଏହି ମହାମାରୀର ସଂକ୍ରମଣ ଫଳରେ ଦିନକୁ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏହି ଦେଶମାନଙ୍କ ମଧ୍ୟରୁ ବ୍ରିଟେନ ଅନ୍ୟତମ। ଏଠାରେ…
ନ୍ୟୁୟର୍କରେ କରୋନାର ମୃତ୍ୟୁତାଣ୍ଡବ: ୧୧ ଭାରତୀୟ ମୃତ; ୧୬ ପଜିଟିଭ୍
ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କରେ ବାସ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆମେରିକାରେ ୧୬…
ବ୍ରିଟେନ ସୋସିଆଲ୍ ମିଡ଼ିଆରେ ଗୁଜବ: ୫-ଜି ମୋବାଇଲ୍ ଜ୍ଞାନକୌଶଳ ଯୋଗୁ ବ୍ୟାପୁଛି କରୋନା !
ଲଣ୍ଡନ,୯।୪: କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାକାର ସୋସିଆଲ୍ ମିଡ଼ିଆରେ ୫-ଜି ମୋବାଇଲ୍ ଜ୍ଞାନକୌଶଳ ଯୋଗୁ କରୋନା ବ୍ୟାପୁଥିବା ନେଇ ବହୁ ଭ୍ରମାତ୍ମକ ପୋଷ୍ଟ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ…
ଗୋଟିଏ ଦିନରେ ଆମେରିକାରେ ୧,୯୭୩ ଜଣଙ୍କ ମୃତ୍ୟୁ; ୩୩ ହଜାର ନୂଆ ସଂକ୍ରମିତ ଚିହ୍ନଟ
ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୩ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା…

