ଅନ୍ତର୍ଜାତୀୟ

ମୃତ୍ୟୁ ସଂଖ୍ୟା ୮୨ ହଜାର ଟପିଲା: ୨୪ ଘଣ୍ଟାରେ ଫ୍ରାନ୍ସ୍‌ରେ ୧,୪୧୭ ଜଣଙ୍କ ଜୀବନ ଗଲା

ଓ୍ବାଶିଂଟନ/ରୋମ୍‌/ବେଜିଂ,୮।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୮୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୪ ଲକ୍ଷ ସଂକ୍ରମିତ ହୋଇଛନ୍ତି। ସେହିପରି ୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪…

୯ରେ ଜାତିସଂଘରେ ଆଲୋଚନା

ଜାତିସଂଘ,୮ା୪: ସାରା ବିଶ୍ୱ ଏବେ ମାରାତ୍ମକ କରୋନା ମହାମାରୀ କବଳିତ ହୋଇଥିବାବେଳେ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଏକ ବୈଠକ ବସୁଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୩ ହଜାରରେ ପହଞ୍ଚତ୍ଥିବାବେଳେ…

ଚାଇନା-ରୁଷିଆ ସୀମା ସିଲ୍‌

ବେଜିଂ,୮ା୪: ଚାଇନା ଓ ରୁଷିଆ ମଧ୍ୟରେ ଥିବା ସ୍ଥଳ ସୀମାକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି। ଚାଇନାର ୫୯ ନାଗରିକଙ୍କଠାରେ କରୋନା ଭାଇରସ୍‌ ଚିହ୍ନଟ ହେବା ପର ଭ୍ଲାଡିଭୋଷ୍ଟକ୍‌ ସୀମାନ୍ତ ସ୍ଥଳ ଓ ନଦୀ ବନ୍ଦର ସୀମାକୁ ଉଭୟ ପଟୁ ବନ୍ଦ କରିଦିଆଯାଇଛି।…

ଦିନକରେ ଗଲା ୫ ହଜାର ଜୀବନ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୮।୪: ସ୍ଥିତି କ୍ରମଶଃ ଜଟିଳରୁ ଜଟିଳତର ହେବାରେ ଲାଗିଛି। ବିଶ୍ୱର ୨୦୯ ଦେଶରେ କରୋନା ଭୂତାଣୁ କାୟାବିସ୍ତାର କରିବା ସହ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଏବେ ୭୯,୫୧୩୩ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯୬…

କରୋନାକୁ ରୋକିବାରେ ଆମେରିକା ଅସମର୍ଥ: ସୈନ୍ୟବାହିନୀର ସହାୟତା ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭।୪: ଆମେରିକାରେ କରୋନା ସଂକ୍ରମଣ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଶେଷରେ ଟ୍ରମ୍ପ୍‌ ସୈନ୍ୟବାହିନୀର ସହାୟତା ଲୋଡ଼ିଛନ୍ତି। ନ୍ୟୁୟର୍କରେ କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ଳାଗି ସୈନ୍ୟ ବାହିନୀର ୧୦୦୦…

ତବଲିଘ୍‌ ଜମାତର ୨୦ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନ୍‌ କଲା ପାକିସ୍ତାନ

ଇସଲାମାବାଦ୍‌,୭।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶରେ ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୯୧୮ରେ ପହଞ୍ଚିଛି। ଏଠାରେ ଇସଲାମିକ୍‌ ମିଶନାରୀ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହୋଇଥିବା ତବଲିଘ୍‌…

କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୩ ଲକ୍ଷ ୪୮ ହଜାର ୪୩୦ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୨ ଲକ୍ଷ ୮୬…

କରୋନା ଭାଇରସ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଟ୍ରମ୍ପ

ଓ୍ବାଶିଂଟନ,୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା। ପ୍ରଥମେ ସେ ସେଲ୍ଫ ଆଇସୋଲେଶନରେ ରହିଥିବା ବେଳେ ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବାରୁ ଡାକ୍ତରୀ ଟିମ୍‌ଙ୍କ ପରାମର୍ଶ କ୍ରମେ ସୋମବାର ତାଙ୍କୁ ଆଇସିୟୁରେ…

ଲକ୍‌ଡାଉନ୍‌ ପରେ ଉହାନ୍‌ ଛାଡ଼ିଥିବା ୫୦ ଲକ୍ଷରୁ ଅଧିକ ଲୋକଙ୍କର ଏପର୍ଯ୍ୟନ୍ତ ମିଳିନି ଖୋଜ୍‌ଖବର !

ବେଜିଂ,୭।୪: କରୋନା ସଂକ୍ରମଣରେ ଚାଇନାରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ଏନେଇ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ସରକାରୀ ରିପୋର୍ଟରେ ଏହା ୩ ହଜାର ୨ ଶହରୁ ଅଧିକ ବୋଲି ଦର୍ଶାଯାଇଛି। ତେବେ ବେସରକାରୀ ରିପୋର୍ଟରେ ଏହା ବହୁ…

ଚାଇନାର ୪ ଭୁଲ୍‌: କରୋନା ସମ୍ପର୍କରେ ପୂର୍ବରୁ ମିଳିଥିଲେ ସୂଚନା ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ ହୋଇଥାନ୍ତା କମ୍‌

ଓ୍ବାଶିଂଟନ,୭।୪: ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ ଅସଫଳ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀର ପ୍ରାୟ ୯୯ ପ୍ରତିଶତ ଲୋକ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି। ଚାଇନାର ୪ଟି…

କରୋନା ସଂକ୍ରମଣ: ବ୍ରିଟେନରେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ଲଣ୍ଡନ,୭।୪: ବ୍ରିଟେନରେ କାର୍ଯ୍ୟରତ ଜଣେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡାକ୍ତର ରାଥୋଡ ୧୯୭୭ରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ମେଡିକାଲ ଡିଗ୍ରୀ ପାଇବା ପରେ ବ୍ରିଟେନ ଚାଲିଯାଇଥିଲେ। ସେଠାରେ ସେ ନ୍ୟାଶନାଲ…

କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ ଏହାକୁ ନ ଛୁଇଁବା ପାଇଁ ହଂକଂର ବିଶେଷଜ୍ଞମାନେ କହିଛନ୍ତି। ଏନେଇ ଏକ ରିପୋର୍ଟ ଲାସେଣ୍ଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?