ଅନ୍ତର୍ଜାତୀୟ

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୩,୪୦୫ରେ ଯାହା ଚାଇନାଠାରୁ ଅଧିକ। ଚାଇନାରେ ଏବେ ମୃତକଙ୍କ…

କରୋନା ନେଲାଣି ୯ ହଜାର ଜୀବନ

ପ୍ୟାରିସ୍‌/ବେଜିଂ, ୨୦।୩: ସାରା ବିଶ୍ୱରେ କରୋନା ଭୂତାଣୁ ୯ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏବେ ମୃତ୍ୟୁସଂଖ୍ୟା ୯,୦୨୦ରେ ପହଞ୍ଚିଛି। ୟୁରୋପରେ ୪,୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏସିଆରେ ୩,୪୧୬ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେବେ ଗତ ୨୪…

ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ…

କରୋନା ଭାଇରସ୍‌ ଯୋଗୁ ପୋଲାଣ୍ଡ ସୀମା ବନ୍ଦ

ଓ୍ବାରସା,୧୮।୩: ସାରା ବିଶ୍ୱରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶରେ କେତେକ କଟକଣା ଜାରି କରାଯାଇଥିବା ବେଳେ ଏବେ ସରକାର ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ…

ଚିନ୍ତାରେ ଡାକ୍ତର: ସୁସ୍ଥ ହେବା ପରେ ବି ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ !

ରୋମ,୧୯।୩: ଚାଇନା ପରେ ଏବେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୭୧୩। ସେହିପରି ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ପାର କରିଗଲାଣି। ଏହାକୁ ଦେଖି ଏବେ…

ଆମେରିକାର ୨ ସାଂସଦ କରୋନା ଭାଇରସରେ ପୀଡ଼ିତ

ଓ୍ବାଶିଂଟନ,୧୯।୩: ଆମେରିକା କଂଗ୍ରେସର ମାରିଓ ଡିଆଜ ବାଲାର୍ଟ ଓ ବେନ୍‌ ମ୍ୟାକଆଦମ୍ସ ନାମକୁ ୨ଜଣ ସାଂସଦ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେମାନେ କରୋନା ପଜିଟିଭ। ଗତ ଶନିବାର ସେମାନେ କରୋନାର ଲକ୍ଷଣ ଜାଣିପାରିବା ପରେ ଏହାର ଟେଷ୍ଟ କରାଇଥିଲେ।…

ଆମେରିକାରେ କରୋନା ମୁକାବିଲା: ୮୫% ବ୍ୟବହାର କରୁଛନ୍ତି ସାନିଟାଇଜର; ୫୦%ଙ୍କର ପ୍ରାର୍ଥନା ଉପରେ ବିଶ୍ୱାସ !

ଓ୍ବାଶିଂଟନ,୧୯।୩: କରୋନା ସଂକ୍ରମଣ ଆତଙ୍କରେ ଆମେରିକା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ତେବେ ବି ସରକାରଙ୍କ ସହିତ ଲୋକେ ମିଳିତ ଭାବେ ଏହାର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି। ତେବେ ଏଠାରେ କେବଳ ୭ ପ୍ରତିଶତ ଲୋକ ମାସ୍କ୍‌ ବ୍ୟବହାର କରୁଥିବା…

୧୦ ହଜାର କଏଦୀଙ୍କ ଦଣ୍ଡ କୋହଳ କରିବ ଇରାନ

ତେହେରାନ,୧୯।୩: କରୋନା ଭାଇରସରେ ସର୍ବାଧିକ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଇରାନର ସ୍ଥାନ ଆସୁଛି ତୃତୀୟରେ। ଏଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୩୬୧ ହୋଇଥିବା ବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨ଶହ ନୂଆ…

କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ ଏମିତି ଏକ ଅଫର ଦେଇଛି ଫେସ୍‌ବୁକ୍‌ । ଘରେ କାମ କରିବାରେ ଯେଉଁ କର୍ମଚାରୀମାନେ…

ଇଟାଲିରେ ଥମୁନି କରୋନା: ଇରାନରେ ସୁଧାରର ଆଶା

ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଇରାନରେ ସଂକ୍ରମିତଙ୍କ ସଂଖ୍ୟା…

ଫ୍ଲାଇଙ୍ଗ୍‌ କିସ୍‌ରେ ଆନିଭର୍ସାରି

ଓ୍ବାଶିଂଟନ: ବିଭିନ୍ନ ଦେଶରେ କରୋନା ଭାଇରସ୍‌ ସ୍ତ୍ରୀ ସ୍ବାମୀଙ୍କୁ ଅଲଗା କରିବାର ମୁଖ୍ୟ କାରଣ ହୋଇଛ। ଏହି କାରଣରୁ ଏକ ଭିନ୍ନ ଢଙ୍ଗରେ ଏବେ ବିବାହ ବାର୍ଷିକୀ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର କୋଟୋଲ୍ୟାଣ୍ଡ କାଉଣ୍ଟିର ଏକ ବୃଦ୍ଧ ଦମ୍ପତି।…

ଚାଇନାରେ ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ଘଟିନି କୌଣସି ସଂକ୍ରମଣ

ବେଜିଂ, ୧୯।୩: କରୋନା ସଂକ୍ରମଣ ଚାଇନାରେ ଏବେ ଦୁର୍ବଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ସଂକ୍ରମଣ ଘଟଣା ଘଟି ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ବିଦେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୩୪ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?