ଅନ୍ତର୍ଜାତୀୟ

୭ କୋଟିର ଦାମିକା ଚେୟାର: ନୋଟ୍‌ରେ ହୋଇଛି ତିଆରି

ମସ୍କୋ,୨।୧୨: ରୁଷିଆରେ ଏକ ଆର୍ଟ ମ୍ୟୁଜିୟମ୍‌ରେ ଦାମିକା ଚେୟାର ରହିଛି। ଚେୟାରଟି ଏକ ଲକ୍ଷ ଡଲାର ନୋଟ୍‌ରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରାରେ ଏହା ଦାମ ୭କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ସୁରକ୍ଷିତ ଭାବେ ଅଢ଼େଇ ଇଞ୍ଚ୍‌ ମୋଟା…

ଆତ୍ମସମର୍ପଣ କଲେ ୩୧ ଆଇଏସ୍‌ ଆତଙ୍କବାଦୀ

କାବୁଲ,୧।୧୨: ପୂର୍ବ ନଙ୍ଗାହାରରେ ଆଫଗାନ ସୁରକ୍ଷାକର୍ମୀଙ୍କ ସାମ୍ନାରେ ୩୧ ଇସଲାମିକ ଷ୍ଟେଟ ଆତଙ୍କବାଦୀ ୬୨ ମହିଳା ଓ ଶିଶୁଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଆଫଗାନିସ୍ତାନ ସରକାର ଶନିବାର ସୂଚନା ଦେଇଛନ୍ତି। ଏମାନେ ନିଜେ ନିଜେ ଅଚିନ ଜିଲାରେ ଆସି ସୁରକ୍ଷାକର୍ମୀଙ୍କ…

ସକାଳୁ ଚା’ ନ ପିଇଲେ କାମ କରୁନି ଘୋଡ଼ା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ !

ଲଣ୍ଡନ,୧।୧୨: କେତେକ ଲୋକ ସକାଳୁ ଚା’ ନ ପିଇଲେ କୌଣସି କାମ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍‌ ପୋଲିସ ବିଭାଗରେ ଥିବା ଘୋଡ଼ା ଜ୍ୟାକ୍‌ର ରହିଛି। ସକାଳୁ କପେ ଚା’ ନ ପିିଇଲେ ସେ କାମ କରିବାକୁ…

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର ବ୍ୟବହାର ହୋଇଛି। ଏସବୁ ୨୦୧୧ ସୁନାମୀରେ ନଷ୍ଟ ହୋଇଥିବା ଜାପାନର ୪୭ ପ୍ରତିଶତ ଜଙ୍ଗଲରୁ…

ଡିସେମ୍ବର ୭ରେ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି

ଇସଲାମାବାଦ୍‌,୧।୧୨: ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କ ବିରୋଧ ଅଣାଯାଇଥିବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି ଡିସେମ୍ବର ୭ରେ ହେବ। ଏହାର ଶୁଣାଣି ଆତଙ୍କବାଦ ବିରୋଧୀ ଅଦାଲତରେ କରାଯିବ। ଏହି ମାମଲାର ପ୍ରତିଦିନ ଶୁଣାଣ କରିବାକୁ ସରକାରୀ…

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ ଅନ୍ୟ ୩ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି।…

ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର ଏକଚ୍ଛତ୍ରବାଦୀ ଶାସକ ଥିବାବେଳେ ରାଜନୈତିକ ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସମ୍ପ୍ରତି ଚାଇନା ଗସ୍ତରେ ଥିବା…

ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଚାପରେ ପଡ଼ି ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମେହଦି ଇସ୍ତଫା ଦେବେ…

ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ଘଟଣାରେ ସେ ଦୋଷୀସାବ୍ୟସ୍ତ ହୋଇ ୭ ବର୍ଷ…

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡସ୍‌ର ଗୋନେନଜନ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ…

ବୋମା ବିସ୍ଫୋରଣରେ କମାଣ୍ଡରଙ୍କ ମୃତ୍ୟୁ

କାବୁଲ,୩୦।୧୧: ଆଫଗାନୀସ୍ତାନରେ ଏକ ବୋମା ବିସ୍ଫୋରଣରେ ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ରାସ୍ତା କଡ଼ରେ ଥିବା ଏକ ବୋମାରେ ସୈନ୍ୟ ବାହିନୀ ଗାଡ଼ି ଧକ୍କା ହେବାରୁ ଏଭଳି ଘଟିଥିବା କୁହାଯାଉଛି। ହେଲମାଣ୍ଡ୍‌ ପ୍ରଦେଶର ମାର୍ଜହା ଜିଲାରେ ଏହା ଘଟିଛି। ମୃତକଙ୍କୁ ବ୍ରିଗେଡ଼ିୟର…

ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ ଓ୍ବତନ.. ଏ ଓ୍ବତନ, ହମକୋ ତେରି କସମ୍‌ ଗୀତ ଗାଇଛନ୍ତି। ଏହି ଗୀତ ବଲିଉଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri