ଅନ୍ତର୍ଜାତୀୟ

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରି ନ ଥାଏ। ମେଟାବୋଲିଜିମ୍‌ ପ୍ରକିୟା ଧିମା ହେବା ଯୋଗୁ…

ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି ସଂସଦ ଭିତରେ ନିଜ ପ୍ରେମୀକାଙ୍କୁ ପ୍ରେମ ନିବେଦନ କରିବା କଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

ଏୟାର ଲିପ୍ଟ ସମୟରେ ଘୁରିଲା ମହିଳାଙ୍କ ଷ୍ଟ୍ରେଚର: ଅବସ୍ଥା ଗୁରୁତର

ଓ୍ବାଶିଂଟନ,୩୦।୧୧: ସାଧାରଣତଃ ବିପଦରେ ପଡିଥିବା ବେଳେ ବା କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଏୟାର ଲିପ୍ଟ କରାଯାଏ। ଯେଉଁଥିରେ ପୀଡିତଙ୍କର ବଞ୍ଚିବାର ଆଶା ବଢି ଯାଇଥାଏ। ହେଲେ ନିକଟରେ ଆମେରିକାର ଏରିଜୋନାରେ ଜଣେ ମହିଳାଙ୍କୁ ଏମିତି…

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର…

ଜଳବାୟୁ ପରିବର୍ତ୍ତନ:ଛାତ୍ରୀଛାତ୍ର ଭିଡ଼ିଲେ ଅଣ୍ଟା; ସରକାରଙ୍କ ଆଗରେ ରଖିଲେ ଦାବି

ନୂଆଦିଲ୍ଲୀ/ସିଡ୍‌ନୀ,୩୦।୧୧: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହି ମର୍ମରେ ସୁଇଡେନ୍‌ର ୧୬ ବର୍ଷ ବୟସ୍କା ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଆହ୍ବାନରେ ପୃଥିବୀର ବିଭିନ୍ନ ଅଞ୍ଚଳର ସ୍କୁଲ କଲେଜର ଛାତ୍ରୀଛାତ୍ର ଏକଜୁଟ…

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ, ପେରୁ ଓ ବଲିଭିଆରେ ଥିବା ଆମାଜନ)ରେ ଲାଗିଥିବା ନିଆଁ ଲିଭୁନାହିଁ। ଏଥିଯୋଗୁ ଆଣ୍ଡିଜ୍‌ ଓ…

ଏଡସ୍‌ ମହାମାରୀ: ଆରୋଗ୍ୟ ନ ହେଲେ ବି ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ।  ସଚେତନତା ଦ୍ୱାରା କିଭଳି ଏହାର ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ ତାହା…

୧୦୦୦ଫୁଟ୍‌ ଉପରୁ ଖସି ଗୋବ୍ରାଇଟ୍‌ଙ୍କ ପରଲୋକ

ଓ୍ବାଶିଂଟନ, ୩୦।୧୧: ଉତ୍ତର ମେକ୍ସିକୋର ଏକ ୧୦୦୦ ଫୁଟ୍‌ ଉଚ୍ଚ ଶିଳା ଉପରୁ ଖସିପଡ଼ି ଆମେରିକାର ପ୍ରଖ୍ୟାତ ପର୍ବତାରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ଙ୍କ ପରଲୋକ ହୋଇଛି। ୩୧ ବର୍ଷୀୟ ଗୋବ୍ରାଇଟ୍‌ ଓ ତାଙ୍କ ସହଯାତ୍ରୀ ଆଇଡାନ୍‌ ଜାକୋବ୍‌ସନ୍‌ (୨୬) ନୁଏଭୋ ଲେଓନ୍‌ ରାଜ୍ୟର…

ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପୋଲିସ କହିଛି। ଲଣ୍ଡନର ପ୍ରସିଦ୍ଧ ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଅପରାହ୍ନ ୨ଟାରେ…

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାକୁ ଦଶନ୍ଧିର ସବୁଠୁ ଭୟାବହ ଭୂକମ୍ପ ବୋଲି…

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ ପ୍ରତିବର୍ଷ ୪.୦୫ ଟନ୍‌ ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗତ ହେଉଛି। ଏହି ଗ୍ୟାସ୍‌ ପୃଥିବୀର…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ବର୍ଷ ବୟସରେ ପରଲୋକ

ଟୋକିଓ,୨୯।୧୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ସକାଳେ ଟୋକିଓର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ୧୯୮୨-୧୯୮୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri