ଅନ୍ତର୍ଜାତୀୟ

ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର ଦୁଇଟି ବଡ଼ ଫାର୍ମରେ ନେଉଳକୁ କରୋନା ହୋଇଥିବା ଜଣାପଡିଛି। ଫଳରେ ଆମେରିକାର କୃଷି…

୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ…

ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରେସ୍‌ ସଚିବ ନିଯୁକ୍ତ କଲେ କମଲା ହାରିସ୍‌

ଓ୍ବାଶିଂଟନ, ୧୮।୮(ପି.ଟି.): ସିନେଟର ତଥା ଆମେରିକା ଡେମୋକ୍ରାଟ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ତାଙ୍କର ପ୍ରେସ୍‌ ସଚିବ ନିଯୁକ୍ତ କରିଛନ୍ତି। ୩୨ ବର୍ଷୀୟା ସାବ୍ରିନା ସିଂ ତାଙ୍କୁ ପ୍ରଚାର କାର୍ଯ୍ୟରେ ସହାୟତା କରିବେ। ସାବ୍ରିନା ପୂର୍ବରୁ…

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ ସହିତ ଏକାଠି କାର୍ଯ୍ୟ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସୋମବାର କହିଛି। ଦେଶର ସାର୍ବଭୌମତ୍ୱ…

ଆମେରିକା ନିର୍ବାଚନ ସଭାରେ ପଢାଯାଉଛି ବେଦ, ମହାଭାରତ ଶ୍ଳୋକ !

ଓ୍ବାଶିଂଟନ,୧୭।୮: ଆଗକୁ ପାଖେଇ ଆସୁଛି ଆମେରିକା ନିର୍ବାଚନ। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀର ଆରମ୍ଭ ଅନ୍‌ଲାଇନ୍‌ ସର୍ବଧର୍ମ ପ୍ରାର୍ଥନା ସଭା ସହ ଆରମ୍ଭ ହୋଇଛି। ଏଥିରେ ବେଦ ଓ ମହାଭାରତ ଶ୍ଲୋକ ତଥା ଶିଖ ଧର୍ମର ଅରଦାସ ପାଠ କରାଯାଇଛି। ଟେକ୍ସାସରେ…

ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ ପର୍ଯ୍ୟାୟ କ୍ରମେ ଚାଲୁଛନ୍ତି। ମାତ୍ର ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ମହିଳାଙ୍କ…

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ ସମ୍ପଦ ନିୟାମକ ସଂସ୍ଥା(ଆଇପିଆର୍‌) ପକ୍ଷରୁ ପାଟେଣ୍ଟ୍‌ ମଞ୍ଜୁରୀ ମିଳିଛି। ଅଗଷ୍ଟ ୧୧ରେ ଏହି ମଞ୍ଜୁରୀ…

ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ। କରୋନା ପୁଣି ଫେରିବ ବୋଲି ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ରିପୋର୍ଟ ଭିତ୍ତିକ ଖବର…

ଏହି ବିଭାଗ ଡାକ୍ତରଙ୍କୁ କରୋନା ଭୟ ଅଧିକ, ଗାଇଡ୍‌ଲାଇନ୍‌ ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଓ୍ବାଶିଟନ୍‌,୧୭ା୮: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଡାକ୍ତରମାନେ ରାତିଦିନ ଏକ କରି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ରୋଗୀଙ୍କ ସେବା କରୁ କରୁ ଅନେକ ଡାକ୍ତର ମଧ୍ୟ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି।…

ଫେରୁଛି କରୋନା: ଗତ ୨୪ ଘଣ୍ଟାରେ ଚାଇନାରେ ପୁଣି ୨୨ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୧୭।୮: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ମହାମାରୀ ଚାଇନାରେ ପାଖାପାଖି ୪ ମାସ ତାଣ୍ଡବ ରଚିବା ପରେ କମି ଯାଇଥିବା କହିଥିଲେ ସେଠାକାର ସରକାର। ଏବେ ପୁଣିଥରେ…

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୮ ମାସ ହେବ ସୋନିଆଙ୍କ ପିଛା…

ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ

ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍‌ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?