ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ
ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ଏହାର…
ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ
ଇସଲାମାବାଦ୍,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିବା ଜଣାପଡ଼ିବା ପରେ ପୋଲିସ…
ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ
ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍ ପୋମ୍ପିଓ ଏଭଳି କହିଛନ୍ତି। ଚାଇନାର ସୈନ୍ୟ କ୍ଷମତା…
ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍
ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ଏକ…
ଅପରେଶନ୍ ସମୁଦ୍ର ସେତୁ: ଆଇଏନ୍ଏସ୍ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ
କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ବିଦେଶୀମାନେ ଅଟକି ରହିଛନ୍ତି। ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା…
କ୍ରୋଧର ନିଆଁରେ ଆମେରିକା
ଓ୍ବାଶିଂଟନ,୧ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୋୟଡ୍ଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚପାଇରଖି ମାରିଦେବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ପ୍ରଦର୍ଶନ ତେଜିବାରେ ଲାଗିଛି। ପୋଲିସ ବର୍ବରତା ବିରୋଧରେ ଆମେରିକାର ମିନିଆପଲିସ ସହରରେ ଆରମ୍ଭ ହୋଇଥିତ୍ବା ବିକ୍ଷୋଭ ପ୍ରଥମେ ହିଂସା ଓ…
ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ୮.୬ କୋଟି ପିଲା
ନୂଆଦିଲ୍ଲୀ,୧ା୬:ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ଘୋର ଆର୍ଥିକ ଅବନତି ଘଟିଛି। ଏହାର ପ୍ରଭାବରେ ୨୦୨୦ ଶେଷ ସୁଦ୍ଧା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର ଗରିବ ପରିବାରରେ ରହୁଥିବା ପିଲାଙ୍କ ସଂଖ୍ୟା ୮.୬ କୋଟି (୧୫%) ବୃଦ୍ଧି ହୋଇ ୬୭.୨…
ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ପହଞ୍ଚାଇଲା ସ୍ପେସ୍ଏକ୍ସ
ଓ୍ବାଶିଂଟନ,୧ା୬: ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ଘରୋଇ ବ୍ୟବସାୟିକ ସଂସ୍ଥା ସ୍ପେସ୍ଏକ୍ସର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ…
ଜି ୧୧ରେ ସାମିଲ ହେବ ଭାରତ
ଓ୍ବାଶିଂଟନ, ୧।୬(ପି.ଟି/ଆଇଏଏନ୍ ଏସ୍): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜି ୭ ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି। ଏହାସହ ସେ ଏହି ପୁରୁଣା ବ୍ଲକ୍କୁ ଜି ୧୦ କିମ୍ବା ଜି ୧୧ ଯାଏ ବିସ୍ତାର କରି ଭାରତ ସମେତ ଆଉ ୩ଟି…
ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍ଏକ୍ସ
ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚାଇଛି। ପାଖାପାଖି…
ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା
ବୁକାରେଷ୍ଟ୍,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ କରି ରୋମାନିଆ ପ୍ରଧାନମନ୍ତ୍ରୀ ଲୁଡୋଭିକ୍ ଓର୍ବାନ୍ଙ୍କୁ ୬୦୦ ଡଲାର ଜରିମାନା ଦେବାକୁ ପଡ଼ିଛି। ସ୍ଥାନୀୟ…
ନିଜ ହାତ ତିଆରି ସିଙ୍ଗଡା ମୋଦିଙ୍କ ସହ ଶେୟାର କରିବାକୁ ଚାହିଁଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/କାନବେରା,୩୧।୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନ ରବିବାର ସିଙ୍ଗଡାର ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ସିଙ୍ଗଡାକୁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେୟାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମ୍ବ ଚଟଣି ସହ…
Archives


