ମାସ୍କ ପିନ୍ଧିବାକୁ ରାଜି ନ ଥିବା ମେକ୍ସିକୋ ରାଷ୍ଟ୍ରପତି କରୋନା ପଜିଟିଭ

ମେକ୍ସିକୋ ସିଟି,୨୫ ।୧: ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମେନୁୟଲ ଲୋପେଜ ଓବ୍ରାଡର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସକୁ ଦୂରେଇ ଦେବାକୁ ନେଇ ଓବ୍ରାଡରଙ୍କର ବହୁ ସମାଲୋଚନା କରାଯାଇଥିଲା । ଏମିତିକି ସେ କରୋନା ମହାମାରୀ ସମୟରେ ନିଜେ ମାସ୍କ ପିନ୍ଧିବାକୁ ରାଜି ହୋଇ ନ ଥିଲେ । ଆଉ ଏବେ ସେ କରୋନାରେ ସଂକ୍ରମିତ ହେବା ପରେ ଚିନ୍ତାରେ ପଡି ଯାଇଛନ୍ତି । ଏହି ସୂଚନା ନିଜେ ରାଷ୍ଟ୍ରପତି ଟୁଇଟ୍ କରି ଜଣାଇଛନ୍ତି । ଟୁଇଟରରେ ସେ ଲେଖିଛନ୍ତି ଯେ ମୋ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା । ଯାଞ୍ଚ ପରେ ମୁଁ କରୋନାରେ ପୀଡ଼ିତ ଥିବା ଜଣାପଡିଛି । ଏବେ ଡାକ୍ତରୀ ଟିମ୍ ମୋର ଚିକିତ୍ସା କରୁଥିବା ବେଳେ ସବୁଥର ପରି ଏଥର ବି ମୁଁ ଆଶାବାଦୀ ଅଛି । ହେଲେ କରୋନାରେ ପୀଡ଼ିତ ହୋଇଥିବାରୁ ଦୁଃଖିତ ।


Enter your email to get our daily news in your inbox.

All Right Reserved By Dharitri.Com

ଖେରସାନ ସହରକୁ କବଜା କଲା ରୁଷିଆ

କ୍ୱିଭ,୩ ।୩: ଲଗାତାର ଅଷ୍ଟମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ...

ୟୁକ୍ରେନର ଦାବି ରୁଷିଆ ହରାଇଛି ୪୩୦୦ ସେନା, ୧୪୬ ଟ୍ୟାଙ୍କ

କ୍ୱିଭ,୨୭ ।୨: ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍ । ହେଲେ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା...

ୟୁକ୍ରେନ୍‌ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…

କ୍ୱିଭ୍‌, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ...

ସେନା ମୁଖ୍ୟ ନିଯୁକ୍ତି ନେଇ ପାକିସ୍ତାନ ସରକାରରେ ମତଭେଦ

ଇସଲାମାବାଦ,୧୯ା୧୧: ପାକିସ୍ତାନ ସରକାରରେ ନୂତନ ସେନା ମୁଖ୍ୟ ନିଯୁକ୍ତିକୁ ନେଇ ମତଭେଦ ତୀବ୍ର ହୋଇଛି। ଶାସକ ମିଳିତ ମଞ୍ଚର ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗରେ ବିରୋଧୀ...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

ଢାକା/ପ୍ୟାରିସ,୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩...

ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ

ଓ୍ବାଶିଂଟନ୍‌, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ...

ଅବଶିଷ୍ଟ ବୋର୍ଡ ପରୀକ୍ଷା ବାତିଲ ପାଇଁ କେନ୍ଦ୍ର, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୨୭ା୬(ପି.ଟି.): କରୋନା ମହାମାରୀ ଯୋଗୁ ବାକି ରହିଥିବା ବୋର୍ଡ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ...

ଦିନେ କମିଲେ ପୁଣି ବଢୁଛି, ଅନ୍‌ଲକ୍‌ ଯୋଗୁ ବଢୁଛି ଭିଡ଼…

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

Advertisement
Archives

Model This Week