ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ
ଇସଲାମାବାଦ୍, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍ ଏବଂ ଝେଲମ୍ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ଜଳବିଦ୍ୟୁତ୍ ଯୋଜନାକୁ ଲୋକେ ବିରୋଧ କରିଛନ୍ତି। ଏନେଇ ପ୍ରଦର୍ଶନ ଜାରି...
୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ
ଓ୍ବାଶିଂଟନ, ୭।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଆମେରିକା ଛାଡ଼ିବାକୁ ୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଲାଇନ୍ରେ କ୍ଲାସ୍ କରୁଥିବା ଛାତ୍ରୀଛାତ୍ର ଆମେରିକାରେ...
ଚାଇନା ସହିତ ଲଢ଼େଇ ହେଲେ ଭାରତ ପଟେ ରହିବେ ଆମେରିକା ସୈନ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୭: ଭାରତ ଚାଇନା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ସହିତ ଲଢ଼େଇ ହେଲେ ଆମେରିକା ସୈନ୍ୟ ଭାରତ ପଟେ ରହିବ ବୋଲି ହ୍ବାଇଟ୍ ହାଉସ୍ ସଙ୍କେତ ଦେଇଛି। ଚାଇନା ମଧ୍ୟରେ ଯୁଦ୍ଧ ଲାଗିଲେ ଆମେରିକା...
ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରୁଛି ଚାଇନା
କାଠମାଣ୍ଡୁ, ୭।୭: ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରିବା ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନାର ସ୍ବୟଂସେବୀ ଶିକ୍ଷକ ନେପାଳୀ ପିଲାଙ୍କ ମନରେ ଭାରତ ବିରୋଧୀ ବିଷମଞ୍ଜି ବୁଣୁଛନ୍ତି। ନେପାଳର ୧୩୬ ସ୍କୁଲରେ...
ଜାପାନ ବନ୍ୟାରେ ୪୦ ମୃତ
ଟୋକିଓ,୭ା୭: ଜାପାନର ଦକ୍ଷିଣ ଭାଗରେ ତିନିଦିନ ଧରି ପ୍ରବଳ ବର୍ଷା ସହ ବନ୍ୟା ଆସିବା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ନିଖୋଜ ଅଛନ୍ତି। ନଦୀ ପାର୍ଶ୍ୱରେ ଥିବା ଏକ ନର୍ସିଂହୋମ୍ର ୧୪ ଜଣ ବନ୍ୟାଜଳରେ...
ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା
ଇସ୍ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ଆଇସୋଲେଶନରେ ରହିଥିଲେ। ଗତ ଶୁକ୍ରବାର ପାକ୍ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍...
ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା
ଓ୍ବାଶିଂଟନ୍,୬।୭: କରୋନା ଭାଇରସ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା କରି କରୋନା ଭାଇରସ୍କୁ ‘ଚାଇନିଜ୍ ଭାଇରସ୍’ ବୋଲି କହିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି...
କୁଏତ୍ର ନୂଆ ବିଲ୍: ୮ଲକ୍ଷ ଭାରତୀୟ ଚାକିରି ହରାଇବା ଆଶଙ୍କା
କୁଏତ୍ ସିଟି,୬।୭: କୁଏତ୍ ସରକାର ନୂଆ ଅପ୍ରବାସୀ ବିଲ୍ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଏଠାରେ ବାସ କରୁଥିବା ୮ଲକ୍ଷରୁ ଅଧିକ ଭାରତୀୟ ଚାକିରି ହରାଇବାର ଆଶଙ୍କା ସୃଷ୍ଟି। ସମ୍ପୃକ୍ତ ଭାରତୀୟଙ୍କୁ ବାଧ୍ୟ ହୋଇ ସ୍ବଦେଶ ଫେରିବାକୁ ହିଁ ପଡ଼ିପାରେ...
ଚାଇନାରେ ବ୍ୟୁବୋନିକ୍ ପ୍ଲେଗ୍ ଆତଙ୍କ: ୨ ଆକ୍ରାନ୍ତ ଚିହ୍ନଟ
ବେଜିଂ,୬।୭: ଚାଇନାରେ ଗୋଟିଏ ପରେ ଗୋଟିଏ ସଂକ୍ରମଣ ଆରମ୍ଭ ହେବାରେ ଲାଗିଛି। ସାରା ପୃଥିବୀରେ ଉହାନ ସହରରୁ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିବାର ଇତିମଧ୍ୟରେ ୬ ମାସ ବିତିଛି। ଚାଇନାରେ ଏବେ ବ୍ୟୁବୋନିକ୍ ପ୍ଲେଗ୍ ସଂକ୍ରମଣ ଆରମ୍ଭ ହୋଇଛି।...
ପୁଣି ଘନେଇଲା ବିପଦ: ବାୟୁରେ ବି ବ୍ୟାପି ପାରେ କରୋନା
ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି...
ଭେଣ୍ଟିଲେଟରରେ ଥିଲେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଉପହାର ଯାହା ଜାଣି ହେବେ ଆଶ୍ଚର୍ଯ୍ୟ
ଲଣ୍ଡନ: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। କରୋନାରେ ସମ୍ପର୍କୀୟଙ୍କୁ ହରାଇ ଅନେକ ଲୋକ ଭାଙ୍ଗି ମଧ୍ୟ ପଡିଛନ୍ତି। ସେମିତି ଜଣେ ମହିଳା ହେଉଛନ୍ତି କାନନ ପଟେଲ। ବ୍ରିଟେନରେ...
ପ୍ରଥମେ ଚାଇନାରେ କେମିତି ବ୍ୟାପିଥିଲା କରୋନା, ଡବ୍ଲୁଏଚ୍ଓ ଯାଞ୍ଚ୍ ପୂର୍ବରୁ ହେଲା ଖୁଲାସା
ବେଜିଂ,୫।୭: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ୨୧୩ଟି ଏବେ କାୟା ବିସ୍ତାର କରିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ୭ ବର୍ଷ ପୂର୍ବେ ଚାଇନାରେ ଏକ ଭାଇରସ ଚିହ୍ନଟ ହୋଇଥିଲା ଯାହା ବର୍ତ୍ତମାନ କରୋନା ଜୀବାଣୁ ଭଳି...
Archives


