ଚାଇନା ସହିତ ଲଢ଼େଇ ହେଲେ ଭାରତ ପଟେ ରହିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୭: ଭାରତ ଚାଇନା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ସହିତ ଲଢ଼େଇ ହେଲେ ଆମେରିକା ସୈନ୍ୟ ଭାରତ ପଟେ ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ସଙ୍କେତ ଦେଇଛି। ଚାଇନା ମଧ୍ୟରେ ଯୁଦ୍ଧ ଲାଗିଲେ ଆମେରିକା ଭାରତ ସହିତ ଛିଡ଼ା ହେବ। ଚାଇନା ଉପରେ ଚାପ ପକାଇବା ଲାଗି ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ମାର୍କ ମେଡୋସ୍‌ ସୂଚନା ଦେଇଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷିଣ ଚାଇନା ସାଗରରେ ଆମେରିକା ୨ଟି ଯୁଦ୍ଧପୋତ ମୁତୟନ କରିଛି। ଆମେରିକା କେବେ ମଧ୍ୟ ଦୂରରେ ରହି ନୀରବ ଦ୍ରଷ୍ଟା ସାଜିବନି। ଚାଇନା ହାତରେ ସ୍ଥିିତିକୁ ଆମେରିକା ଛାଡ଼ିଦେବ ନାହିଁ ବୋଲି ମେଡୋସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରେ ଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୮।୯:  ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଉଠିଥିବା ଗୁଜବ ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଉଜ୍‌ବେକିସ୍ତାନର ସମରକନ୍ଦ ଏସ୍‌ସିଓ ସମ୍ମିଳନୀରୁ ଗତ ୧୬ ତାରିଖରେ...

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ...

ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ, ଦ୍ୱିତୀୟରେ ବିବେକ ରାମସ୍ବାମୀ

ଓ୍ବାଶିଂଟନ୍‌,୨୧।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ...

ଭୂସ୍ଖଳନରେ ଚାଲିଗଲା ୩୬ ଜୀବନ

ଲିମା,୭।୨: ଦକ୍ଷିଣ ପେରୁର ଏକ ଭୂସ୍ଖଳନରେ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନ ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।...

ଇଟାଲୀ ଡଙ୍ଗା ଦୁର୍ଘଟଣାରେ ପାକିସ୍ତାନର ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି: ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋମବାର କହିଛନ୍ତି, ଇଟାଲୀରେ ଏକ ଡଙ୍ଗା ଦୁର୍ଘଟଣାରେ ୨୪ରୁ ଅଧିକ ପାକିସ୍ତାନୀଙ୍କ ସମେତ ୫୯ ଜଣଙ୍କର ମୃତ୍ୟୁ ଘଟିଛି।...

ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା

ବେଜିଂ,୭ା୯: କମଳା ଜୁସ୍‌ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ...

ଭାରତ-ପାକିସ୍ତାନ ବିବାଦ ସମାଧାନର କୌଣସି ସମ୍ଭାବନା ନାହିଁ

ଇସଲାମା ବାଦ,୨୫ା୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନେଇ କୌଣସି ସମ୍ଭାବନା ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ଆଗାମୀ...

ସ୍ପେନରେ ସାଞ୍ଚେଜ ସରକାର

ମାଡ୍ରିଡ୍‌,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା...

Advertisement
Archives

Model This Week