ଚାଇନା ସହିତ ଲଢ଼େଇ ହେଲେ ଭାରତ ପଟେ ରହିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୭: ଭାରତ ଚାଇନା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ସହିତ ଲଢ଼େଇ ହେଲେ ଆମେରିକା ସୈନ୍ୟ ଭାରତ ପଟେ ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ସଙ୍କେତ ଦେଇଛି। ଚାଇନା ମଧ୍ୟରେ ଯୁଦ୍ଧ ଲାଗିଲେ ଆମେରିକା ଭାରତ ସହିତ ଛିଡ଼ା ହେବ। ଚାଇନା ଉପରେ ଚାପ ପକାଇବା ଲାଗି ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ମାର୍କ ମେଡୋସ୍‌ ସୂଚନା ଦେଇଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷିଣ ଚାଇନା ସାଗରରେ ଆମେରିକା ୨ଟି ଯୁଦ୍ଧପୋତ ମୁତୟନ କରିଛି। ଆମେରିକା କେବେ ମଧ୍ୟ ଦୂରରେ ରହି ନୀରବ ଦ୍ରଷ୍ଟା ସାଜିବନି। ଚାଇନା ହାତରେ ସ୍ଥିିତିକୁ ଆମେରିକା ଛାଡ଼ିଦେବ ନାହିଁ ବୋଲି ମେଡୋସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ...

ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ...

ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ

ଓ୍ବାଶିଂଟନ୍‌,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ...

୯/୧୧ରେ ହୋଇପାରେ ଶପଥ ପାଠ

କାବୁଲ,୯।୯: ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌। କିଛି...

ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ...

ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ଆଉ ଜଣେ ଭାରତୀୟ-ଆମେରିକୀୟ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଟିମ୍‌ରେ ଅଧିକରୁ ଅଧିକ ଭାରତୀୟ ମୂଳ ବାସିନ୍ଦାଙ୍କୁ ସାମିଲ କରୁଥିବା ଲକ୍ଷ୍ୟ କରାଯାଉଛି...

ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ଆମେରିକା: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭୂତାଣୁ...

ଜେଲ୍‌ରୁ ଫେରାର ହେବା ପାଇଁ ଝିଅ ବେଶ ଧାରଣ କରି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର

ବ୍ରାସିଲିଆ,୬।୮: ଫିଲ୍ମରେ ଚେହେରା ଉପରେ ଅନ୍ୟ ଚେହେରା ଲଗାଇ ସମସ୍ତଙ୍କୁ ଚକିତ କରୁଥିବା ନାୟିକା ନାୟକଙ୍କୁ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ରିଅଲ ଲାଇଫ୍‌ରେ ଏଭଳି...

Advertisement
Archives

Model This Week