ଟିକ୍ଟକ୍ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା
ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍ ଟିକ୍ଟକ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଟ୍ରମ୍ପ୍ କହିଛନ୍ତି ଯେ, ଟିକ୍ ଟକ୍ ସେପ୍ଟେମ୍ବର ୧୫ ସୁଦ୍ଧା ବିକ୍ରି ହେବ।...
୧୬ ବର୍ଷ ଧରି ପ୍ରେମ କରିବା ପରେ ବିବାହ କଲେ ପ୍ରଧାନମନ୍ତ୍ରୀ, ଅଛି ଗୋଟିଏ ସନ୍ତାନ
ହେଲସିନିକ୍,୪।୮: ବିଶ୍ୱର ସବୁଠୁ କମ୍ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ସନା ମାରିନ୍(୩୪) ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ସନା ଦୀର୍ଘ ଦିନର ପ୍ରେମିକ ମାର୍କ୍ସ ରାଇକୋନେନଙ୍କୁ ବିବାହ କରିଛନ୍ତି। ରାଇକୋନେନ୍ ପୂର୍ବତନ ଫୁଟବଲ୍ ଖେଳାଳି...
ମଞ୍ଜି ପ୍ୟାକେଟରେ କରୋନା ଭୂତାଣୁ: ଲୋକେ ଆତଙ୍କିତ !
ଓ୍ବାଶିଂଟନ, ୪।୮: ଚାଇନା କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିତ୍ବାବେଳେ ଏବେ ଏହାର ପ୍ରତିଟି କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ସମ୍ପ୍ରତି ଚାଇନା ଆମେରିକାକୁ କିଛି ମଞ୍ଜିି ପ୍ୟାକେଟ ପଠାଇଛି। ଏସବୁ ସାଧାରଣ ମଞ୍ଜିଠାରୁ...
ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍ ଜାରି ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କ’ଣ ଧନୀ ଦେଶ ଗୁଡ଼ିକରେ...
୪୦ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନରେ ଲୁଚି ବସିଛନ୍ତି
ଜେନେଭା, ୪।୮: ଭାରତରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ପାକିସ୍ତାନରେ ଏନେଇ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍.ତିରୁମୂର୍ତ୍ତି ସୂଚନା ଦେଇଛନ୍ତି।...
ଦେବାଳିଆ ଅବସ୍ଥାରେ ଏହି ଦେଶ, ଉପାସରେ ସୈନିକ
ବେରୁଟ୍,୪।୮: ଦେବାଳିଆ ଅବସ୍ଥାରେ ଲେବାନନ। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେଠାରେ ଥିବା ସୈନିକମାନଙ୍କୁ ମଧ୍ୟ ଭୋକରେ ରହିବାକୁ ପଡୁଛି। ଲେବାନନର ଅର୍ଥନୈତିକ ଦେବାଳିଆ ଏବଂ ଅବ୍ୟବସ୍ଥା ଆଡକୁ ଗତି କରୁଛି। ଏଠାରେ ଅଧିକାଂଶ ଅଞ୍ଚଳରେ ୨୦-୨୦ ଘଣ୍ଟା...
ଡବ୍ଲ୍ୟୁଏଚ୍ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !
ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଅଧୋନୋମ୍ ଗେବ୍ରିଏସସ୍ଙ୍କ ମନ୍ତବ୍ୟ ଲୋକଙ୍କୁ ଅଧିକ ଆତଙ୍କିତ କରିଦେଇଛି। ଗେବ୍ରିଏସସ୍ କହିଛନ୍ତି...
କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି
ଇସ୍ଲାମାବାଦ, ୪ା୮: ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅଦାଲତ ଶୁଣାଣି ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ତାଙ୍କ ପାଇଁ...
କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ
ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ ଅଧିକ ଲୋକଙ୍କୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ପିଆଜରେ ଥିବା ସୈଲମୋନେଲା...
କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି
ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ...
ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ହ୍ୟାକ୍: ଟିଭି ସ୍କ୍ରିନ୍ରେ ତ୍ରିରଙ୍ଗା
ଇସଲାମାବାଦ, ୩।୮: ରବିବାର ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡ୍ରୋନ୍ ନ୍ୟୁଜ୍ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍ ଟିଭି ସ୍କ୍ରିନ୍ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଏହା ସହିତ ସ୍କ୍ରିନ୍ରେ ହ୍ୟାପି ଇଣ୍ଡିପେଡେନ୍ସ୍ ଡେ ମଧ୍ୟ ଲେଖା...
ନେପାଳ ପାଣି ଛାଡ଼ିବାରୁ ୬୧ ଗାଁ ବୁଡ଼ିଗଲା
ବାହରିଚ୍ ୩ା୮(ପି.ଟି.): ନେପାଳ ଏହାର ତିନୋଟି ବ୍ୟାରେଜରୁ ନଦୀକୁ ଜଳ ଛାଡ଼ିଦେବାରୁ ରବିବାର ଉତ୍ତରପ୍ରଦେଶ ବାହରିଚ୍ ଜିଲାସ୍ଥିତ ୬୧ଟି ଗାଁ ଜଳମଗ୍ନ ହୋଇଯାଇଛି। ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧୭୧ ଘର କ୍ଷତିଗ୍ରସ୍ତ ହୋଇଛି। ଘାଘରା...
Archives


