ଖାଶୋଗୀ ହତ୍ୟାରେ ଏମ୍ବିଏସ୍ଙ୍କ ବିମାନ
ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ (ଏମ୍ବିଏସ୍) ସମ୍ପୃକ୍ତ ଥିବା ନେଇ ନୂଆ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଉଦି…
ଲିଜିଆ ୟୁଏନ୍ଇପି ମୁଖ୍ୟ
ଜାତିସଂଘ, ୨୭।୨: ଭାରତୀୟ ଅର୍ଥନୀତିଜ୍ଞ ଲିଜିଆ ନୋରୋନ୍ହାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍ଇପି)ସହକାରୀ ମହାସଚିବ ଏବଂ ନ୍ୟୁୟର୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା…
ପଡ଼ୋଶିନୀଙ୍କୁ ବିଭତ୍ସ ହତ୍ୟା ପରେ ….
ଆମେରିକାର ଓକଲାହୋମା ରାଜ୍ୟର ଚିକାଶା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ନୃସଂଶ ଘଟଣା। ଜଣେ ବ୍ୟକ୍ତି ପଡ଼ୋଶିନୀଙ୍କୁ ହତ୍ୟା କରିବା ପରେ କଲିଜାକୁ ରୋଷେଇ କରି ଖାଇଦେଇଛନ୍ତି। କେବଳ ଏତିକି ନୁହେଁ ନିଜ ପରିବାର ସଦସ୍ୟଙ୍କୁ ମଣିଷ କଲିଜା ଖୁଆଇବା ପରେ…
ଅସ୍ତ୍ରବିରତି ପାଇଁ ଭାରତ-ପାକ ରାଜି ଘଟଣାକୁ ସ୍ୱାଗତ କଲା ଆମେରିକା
ୱାଶିଂଟନ,୨୬ ।୨: ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡାକଡି ପାଳନ କରିବା ଲାଗି ଭାରତ-ପାକିସ୍ତାନ ସହମତ ହୋଇଥିବା ବିବୃତିକୁ ସ୍ୱାଗତ କରିଛି ଆମେରିକା । ଆମେରିକା କହିଛି ଏହା ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତାର ଦେଶ…
ବାଇଡେନ୍ ପ୍ରଶାସନର ପ୍ରଥମ ଏୟାରଷ୍ଟାଇକ୍
ୱାଶିଂଟନ,୨୬।୨: ପୂର୍ବ ସିରିଆରେ ଥିବା ଆତଙ୍କବାଦୀ ଗଡରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାରଷ୍ଟାଇକ୍ କରାଯାଇଛି। ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଆମେରିକା…
ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା
ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି ଦମ୍ପତି ଦୁଇ ସନ୍ତାନ ପରିବର୍ତ୍ତେ ୭ ସନ୍ତାନ ଜନ୍ମ କରିଥିବାରୁ ୧ ଲକ୍ଷ ୫୫…
ଲେଡି ଗାଗାଙ୍କ ୨ କୁକୁର ଚୋରି, ୩.୬୫ ପୁରସ୍କାର କଲେ ଘୋଷଣା
ଲସ ଆଞ୍ଜେଲସ,୨୬।୨: ଆମେରିକାର ଲସ ଆଞ୍ଜେଲସରେ ରହୁଥିବା ପପ ଗାୟିକା ଲେଡି ଗାଗାଙ୍କ କୁକୁର ପାଳକ ରୟାନ ଫିସରଙ୍କୁ ଗୁଳି କରି ତାଙ୍କର ଦୁଇଟି ଫ୍ରେଞ୍ଚ ବୁଲଡଗକୁ ମଧ୍ୟ ଚୋରି କରିନିଆଯାଇଛି। ଲସ ଆଞ୍ଜେଲସ ପୋଲିସ କହିଛି ଯେ, ୩୦ ବର୍ଷ…
ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍ପି
ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଦସ୍ୟ ଆମିର ଲିଆକତ ହୁସେନ ବିରୋଧୀ ଦଳର ନେତା ତଥା…
ମୁଣ୍ଡରେ ଭୁଲ୍ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…
କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମହିଳାଙ୍କ ହାତ ଜଳି ଯାଇଥିଲା। ମାତ୍ର ଝିଅର କୌଣସି…
କାରଖାନାରେ ବିସ୍ଫୋରଣ: ୩ ଶ୍ରମିକଙ୍କ ଜୀବନଗଲା
ସିଙ୍ଗାପୁର,୨୫।୨: ସିଙ୍ଗାପୁରର ଏକ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶରୀରର ପ୍ରାୟ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ…
ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ
ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଉଛି। କେନ୍ଦ୍ରୀୟ ସୁଲା ଓ୍ବେସି ପ୍ରଦେଶର ପାରିଗି ମୌଟୋଙ୍ଗ ଜିଲାର ବୁରାଙ୍ଗା…
ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ
ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍ ସାଢ଼େ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ବେଜିଂ କୋର୍ଟ କହିବା ଅନୁଯାୟୀ, ଗତ ୫ ବର୍ଷ…
Archives


