ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି। ଦେଶର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି।

ତେବେ ଏହାର ପ୍ରଭାବ କାର୍‌ଠାରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ଉପରେ ପଡ଼ିବାରେ ଲାଗିଛି।

ଚାଇନାରେ କୋଇଲା ଯୋଗାଣ ବାଧାପ୍ରାପ୍ତ ହେବାରୁ ଆବଶ୍ୟକ ଅନୁସାରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭବ ହୋଇ ପାରୁନାହିଁ। ଦେଶର କେତେକ ବନ୍ଦର ବନ୍ଦ ରହିଥିବାରୁ ପାଓ୍ବାର ପ୍ଲାଣ୍ଟକୁ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହାର ସମାଧାନ ଶୀଘ୍ର ନ ହେଲେ ଚାଇନାର ଜିଡ଼ିପି ହାର କମିବାରେ ଲାଗିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କାନ୍‌ବେରା,୧୭ା୨: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ଜଣେ ମହିଳାଙ୍କୁ କ୍ଷମା ମାଗିଛନ୍ତି, ଯାହାଙ୍କୁ ଦେଶର ପାର୍ଲାମେଣ୍ଟରେ ଜଣେ ସହକର୍ମୀ ବଳାତ୍କାର କରିଥିଲେ। ସରକାରୀ କାର୍ଯ୍ୟସ୍ଥଳରେ...

ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ, ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା…

ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଭାରତରେ ଲୋକେ ଏହି ଭୂତାଣୁ...

ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଗୁଳି: ୭ ନିହତ

ହାମ୍‌ବର୍ଗ,୧୧ା୩: ଜର୍ମାନୀର ହାମ୍‌ବର୍ଗସ୍ଥିତ ଏକ ଜେହୋଭା ଓ୍ବିଟ୍‌ନେସ୍‌ ହଲ୍‌ରେ ଜଣେ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୮ ଆହତ ହୋଇଛନ୍ତି,...

ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ...

କରୋନାରେ ଆକ୍ରାନ୍ତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୮।୬: ପାକିସ୍ତାନରେ କରୋନା କବଳରୁ ସାଧାରଣ ଜନତାଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‌ଏଲ୍‌-ଏନ୍‌ ନେତା...

ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌...

ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ

ବାର୍ସିଲୋନା,୩୦।୭: ଖ୍ୟାତନାମା ପପ୍‌ ସିଙ୍ଗର ଶକିରାଙ୍କ ବିରୋଧରେ ଟାକ୍ସ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସେ ୧୪.୫ ମିଲିୟନ୍‌ ୟୁରୋ (୧,୧୭,୩୮,...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ, ରୁଷିଆର ୨୦ ହଜାର ସେନାଙ୍କର ହେଲାଣି ମୃତ୍ୟୁ: ଜେଲେନ୍‌ସ୍କି

କ୍ୱିଭ,୧୭ ।୬: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଛି । ଏହାରି ଭିତରେ ଉଭୟ ଦେଶ ବହୁ କ୍ଷତି ସହିଲାଣି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର...

Advertisement
Archives

Model This Week