କିଛି ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ଟ୍ରମ୍ପ
ଓ୍ବାଶିଂଟନ୍,୨୩।୧୦:ଚୁ ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ପାଇଁ ଦ୍ୱିତୀୟ ତଥା ଶେଷ ବିତର୍କ ଶୁକ୍ରବାର ଦିନ ନାଶଭିଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ରାଷ୍ଟ୍ରପତି...
ଝିଅ ବାହାଘରରେ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଏବେ ଚଳିବାକୁ ଟଙ୍କା ନାହିଁ
ଲଣ୍ଡନ,୨୩।୧୦:ପ୍ରସିଦ୍ଧ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କ ସାନଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅର ବିବାହରେ ପ୍ରାୟ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏବେ ସେ ବ୍ରିଟେନର ସବୁଠୁ ବଡ ଦେବାଳିଆ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ...
ଦୁର୍ଗା ଟୁଇଟ୍କୁ ନେଇ ଫସିଲେ ହାରିସ୍
ଓ୍ବାଶିଂଟନ,୨୩ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋର୍ଦାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍...
ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’
ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା ସାମ୍ନାକୁ ଆସିଥାଏ ଯାହାପରେ ମା’ର ମମତାକୁ ନେଇ ପ୍ରଶ୍ନ ଉଠିଥାଏ। ଏବେ ସୋସିଆଲ...
ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ
ମାଡ୍ରିଡ୍,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସମାନେ ଦିନରାତି କାମ କରି ଚାଲିଛନ୍ତି। ଫଳରେ ଏହି କର୍ମଚାରୀମାନେ ବର୍ତ୍ତମାନ ଅବସାଦର...
ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ
ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ସରକାର ଏହି ଅଭିଯୋଗ ଏଥିପାଇଁ ଲଗାଇଛନ୍ତି କାରଣ ଚାଇନାର ଗାଙ୍ଗ୍ଝୋଉରେ ଆମେରିକାର...
ଧରାପଡିଲା ଚାଇନାର ମିଛ: ଡ୍ରୋନ୍ ନୁହେଁ ବରଂ ଖଚର ସାହାଯ୍ୟରେ ସୀମାକୁ ପଠାଯାଉଛି ବିଭିନ୍ନ ସାମଗ୍ରୀ
ବେଜିଂ,୨୨ ।୧୦: ଚାଇନା ଗଣମାଧ୍ୟମ ଲଗାତାର ଭାବେ ଦାବି କରି ଆସୁଥିଲା ଚାଇନା ସେନା(ପିଏଲ୍ଏ)ଖୁବ୍ ଶକ୍ତିଶାଳୀ ଓ ଏମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ନିକଟରେ ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏହା ପ୍ରକାଶ କରାଯାଇଥିଲା ।...
କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା
ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍ରେ ଥିବା ଦେଖାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ସଦସ୍ୟ ବାରାକ ଓବାମା କରୋନା...
ଅଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନ ପରୀକ୍ଷଣ ପରେ ବ୍ରାଜିଲ ସ୍ୱେସ୍ଥାସେବୀଙ୍କ ମୃତ୍ୟୁ
ବ୍ରାସିଲିୟା,୨୨ ।୧୦: ବ୍ରାଜିଲର ସ୍ୱାସ୍ଥ୍ୟ ପ୍ରାଧିକରଣ ଏନୱିସା ବୁଧବାର ପ୍ରକାଶ କରିଛି ଯେ ଅଷ୍ଟ୍ରାଜେନିକା ଓ ଅକ୍ସୋଫୋର୍ଡ ବଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଥିବା କୋଭିଡ-୧୯ ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି । ହେଲେ...
ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୨୫ ସୁରକ୍ଷାକର୍ମୀ ମୃତ
କାବୁଲ,୨୧।୧୦: ଆଫଗାନସ୍ତାନରେ ବଡ ଧରଣର ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୫ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଆଫଗାନସ୍ତାନ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ପାକିସ୍ତାନରେ ବିସ୍ଫୋରଣ: ୩ ମୃତ, ୧୫ ଆହତ
କରାଚି, ୨୧।୧୦: ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗୁଲଶନ୍-ଇ-ଇକବାଲ୍ ଅଞ୍ଚଳରେ...
ପାକିସ୍ତାନରେ ବିଦ୍ରୋହ ସ୍ଥିତି: ସୈନ୍ୟ ବାହିନୀ-ପୋଲିସ ମୁହାଁମୁହିଁ
ଇସଲାମାବାଦ୍, ୨୧।୧୦: ପାକିସ୍ତାନରେ ଏବେ ବିଦ୍ରୋହ ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ଲାଗି ୧୧ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ଜ୍ୱାଇଁ ମହମ୍ମଦ ସଫଦରଙ୍କୁ ଗିରଫ...
Archives


