ଦୀପାବଳିରେ ଝଲସିଲା ଆମେରିକାର ଏମ୍ପାୟର୍ସ ଷ୍ଟେଟ ବିଲଡିଂ
ନ୍ୟୁୟର୍କ,୧୪ ।୧୧: ଆଲୋକର ପର୍ବ ଦୀପାବଳିର ଝଲକ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ନ୍ୟୁୟର୍କ ସହରରେ ଆକାଶକୁ ଛୁଇଁବା ଭଳି ଠିଆ ହୋଇଥିବା ବିରାଟ ବିଲଡିଂ ବା ‘ଏମ୍ପାୟର୍ସ ଷ୍ଟେଟ ବିଲଡିଂ’କୁ କମଳା ରଙ୍ଗର ଆଲୋକରେ ସଜା ଯାଇଛି...
ଆମେରିକାରେ କରୋନାର ଦୋହରା ମାଡ଼: ୨୪ ଘଣ୍ଟାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ
ଓ୍ବାଶିଂଟନ,୧୪।୧୧: ଆମେରିକାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଲିନୋଇସ୍, ଲୋଓ୍ବା, କାନସାସ୍ ଏବଂ ଓହିଓ ଆଦି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ଗିଲ୍ଗିଟ୍-ବଲ୍ଟିସ୍ତାନ ନିର୍ବାଚନ ଫଳାଫଳ ଫିକ୍ସିଂ କରି ସାରିଛନ୍ତି ଇମ୍ରାନ୍ ସରକାର
ଖାଇବରପସ୍ତୁନଖ୍ବା,୧୪।୧୧: ଗିଲ୍ଗିଟ୍-ବଲ୍ଟିସ୍ତାନରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଫିକ୍ସିଂ କରି ସାରିଛନ୍ତି। ଏଠାରେ କେବଳ ନିର୍ବାଚନ ହେବ। କିନ୍ତୁ ଫଳାଫଳ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ବୋଲି ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ ମୁଖ୍ୟ ମୌଲାନା ଫଜଲୁର୍...
ନିର୍ବାଚନ ଫଳାଫଳ ପରେ ପ୍ରଥମଥର ସାମ୍ନାକୁ ଆସିଲେ ଟ୍ରମ୍ପ
ୱାଶିଂଟନ,୧୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଥମଥର ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍ମ୍ପ ସାମ୍ନାକୁ ଆସିଛନ୍ତି । ଏକ ଉଦ୍ବୋଧନରେ ଟ୍ରମ୍ପ କହିଛନ୍ତି ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଆମେରିକାକୁ କରୋନା ଟିକା ମିଳିଯିବ...
ଫ୍ରାନ୍ସ୍ ପୁଣି କଲା ଏୟାର ଷ୍ଟ୍ରାଇକ୍: ଅଲ୍କାଇଦା କମାଣ୍ଡର ମୃତ
ବାମାକୋ,୧୪।୧୧: ମାଲିରେ ଫ୍ରାନ୍ସ୍ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଫ୍ରାନ୍ସ୍ ସୈନ୍ୟ ବାହିନୀର ହେଲିକପ୍ଟରରୁ ଅଲ୍କାଇଦା ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ କମାଣ୍ଡରଙ୍କ ସମେତ ୧୨ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଫ୍ରାନ୍ସ୍ ସୈନ୍ୟ ବାହିନୀ...
ବାଇଡେନ୍ଙ୍କୁ ଅଭିନନ୍ଦନ ଜଣାଇଲା ଚାଇନା
ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି। ଆମେରିକୀୟଙ୍କ ପସନ୍ଦକୁ ବେଜିଂ ସମ୍ମାନ ଦିଏ ବୋଲି ଶୁକ୍ରବାର କହିଛି। ଆମେରିକା ନିର୍ବାଚନକୁ...
‘ରାହୁଲ ଭୟାଳୁ ଛାତ୍ର’
ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ୍’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ଶିକ୍ଷକମାନଙ୍କୁ...
ନିଜ ପସନ୍ଦ କୁକୁରର ସୁନାର ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି
ଅସଗାବଟ,୧୪ ।୧୧: ରାସ୍ତା କଡ଼ରେ ସାଧାରଣତଃ ବଡ ବଡ ନେତାଙ୍କ ପ୍ରତିମୂର୍ତ୍ତି ଲାଗିଥିବା ସମସ୍ତେ ଦେଖିଥିବେ । ହେଲେ ରାସ୍ତା କଡରେ କୌଣସି ପଶୁଜନ୍ତୁଙ୍କ ପ୍ରତିମୂର୍ତ୍ତି କଥା ଚିନ୍ତା କଲେ ଟିକେ ଅଡୁଆ ଲାଗିପାରେ । ହେଲେ ତୁର୍କମେନିସ୍ତାନ ଶାସନରେ...
ମରିୟମଙ୍କ ସଙ୍ଗିନ ଅଭିଯୋଗ
ଇସ୍ଲାମାବାଦ,୧୩ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନ ଖାଁ ସରକାରଙ୍କ ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଜେଲ୍ରେ ବନ୍ଦି ଥିଲେ ସେତେବେଳେ ତାଙ୍କ ବାରାକର ବାଥରୁମରେ...
ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର
ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ। ଯାହାର ମୂଲ୍ୟ କିଲୋ ପିଛା ପାଞ୍ଚରୁ ଛଅ ହଜାର ଟଙ୍କା ହେବ। ମାତ୍ର...
ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ
ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି।...
ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ
ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯାଉଥିବେ ନିଶ୍ଚୟ। ବେଲଜିୟମର ଆଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି ଏହି ଭଳି...
Archives


