ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍‌ ବୁଲିବାକୁ ଗଲେ ମୋଦି

ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବା ଅବସରରେ ସେ ରୋମର ଐହିହ୍ୟ ଉପଭୋଗ କରୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଅନ୍ୟ ବିଶ୍ୱ ନେତାଙ୍କ ସହ ଏଠାରେ ଅବସ୍ଥିତ ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ ପରିଦର୍ଶନ କରିଥିଲେ। ଏହା ଇଟାଲୀର ସବୁଠାରୁ ପ୍ରସିଦ୍ଧ ଦର୍ଶନୀୟ ସ୍ମାରକୀ ମଧ୍ୟରୁ ଅନ୍ୟତମ । ଏହି ସ୍ମାରକୀରେ ଅନେକ ଚଳଚ୍ଚିତ୍ର ନିର୍ମାତା ପ୍ରେମର ପ୍ରତୀକ ଭାବରେ ବଡ ପରଦାରେ ଉପସ୍ଥାପନ କରିଛନ୍ତି ।
ଜି-୨୦ ଇଟାଲୀର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ରବିବାର ଏହି ପ୍ରସଙ୍ଗରେ ଏକ ଟୁଇଟ କରାଯାଇଛି। ଟୁଇଟରେ ଲେଖାଥିଲା, ଜି -୨୦ ପ୍ରତିନିଧି ଦଳର ଅଧ୍ୟକ୍ଷମାନେ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ ସହରର ଆଇକନିକ ଲ୍ୟାଣ୍ଡମାର୍କ ଟ୍ରେଭି ଫାଉଣ୍ଟେନ୍‌କୁ ଯାଇଛନ୍ତି॥ ଏହା ଦୁନିଆର ସବୁଠାରୁ ସୁନ୍ଦର ଫାଉଣ୍ଟେନ ଏବଂ ଏହାର ଟସ୍‌ ପଡିବା ପରମ୍ପରା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ।
ଏହି ବିଷୟରେ ଜି -୨୦ ଇଟାଲୀ ଦ୍ୱାରା ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଭିଡିଓରେ, ଫାଉଣ୍ଟେନକୁ ଯାଇଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ଟସ୍‌ ପକାଉଥିବା ନଜର ଆସିଛନ୍ତି। ଟସ୍‌ ପକାଇବାର ଅର୍ଥ ହେଉଛି ତୁମେ ନିଶ୍ଚିତ ଭାବରେ ପୁଣି ଥରେ ରୋମକୁ ଫେରିବ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ନେପାଳରେ ନିର୍ବାଚନ, ବିରୋଧ କରୁଥିବା କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଗିରଫ…

କାଠମାଣ୍ଡୁ,୧୯।୧୧ : ନେପାଳରେ ରବିବାର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟି (କାନ୍ତିକାରୀ ମାଓବାଦୀ)ର ୬ଜଣ ସଦସ୍ୟଙ୍କୁ ପୋଲିସ ଗିରଫ...

୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…

ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି...

ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ...

ସଂସଦୀୟ ନିର୍ବାଚନର ବହିଷ୍କାର କଲେ ଟ୍ୟୁନିସିୟା ମତଦାତା

ଟ୍ୟୁନିସିୟା,୩୧ ।୧: ଟ୍ୟୁନିସିୟାରେ ବହୁ ସଂଖ୍ୟାରେ ମତଦାତା ସଂସଦୀୟ ନିର୍ବାଚନକୁ ବହିଷ୍କାର କରିଛନ୍ତି । ଏହି ନିର୍ବାଚନକୁ ସେମାନଙ୍କ ରାଷ୍ଟ୍ରପତି ତଥା ଦେଶର ସଙ୍କଟଗ୍ରସ୍ତ ଗଣତନ୍ତ୍ର...

ତାଲିବାନ ଆକ୍ରମଣରେ ୨୬ ଆଫ୍‌ଗାନ ସୈନ୍ୟ ନିହତ

କାବୁଲ,୨ା୧: ଉତ୍ତର ଆଫଗାନିସ୍ତାନରେ ତାଲିବାନମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଆକ୍ରମଣ କରିଥିବାବେଳେ ଏଥିରେ ୨୬ ଜଣ ଆଫ୍‌ଗାନ ସୈନ୍ୟ ପ୍ରାଣ ହରାଇଥିବା...

ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି...

ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…

ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା,...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୭।୬; ପୂର୍ବ ଇଣ୍ଡୋନେସିଆରେ ସୋମବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୨। ହେଲେ ଏଥିରେ କ୍ଷୟକ୍ଷତିର ପରିମାଣ...

Advertisement
Archives

Model This Week