ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା
ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସଂଘର୍ଷ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି। ଶନିବାର…
ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା
ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାରିବିୟନ ଦେଶରେ ରାଜନୈତୀକ ଅସ୍ଥିରତା ସୃଷ୍ଟି କରିବା ଏଭଳି କାଣ୍ଡ ପଛର…
ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ସକାଳେ ଦିଲୀପଙ୍କ ପରଲୋକ ଘଟିଛି।…
ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର, ଚେତାବନୀ ଦେଲା ମାଲେସିଆ …
କୁଆଲାଲ୍ମ୍ପୁର,୭।୭: ପେରୁରେ ଦେଖାଦେଇଥିବା ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର। ଏନେଇ ମାଲେସିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି। ଇତିମଧ୍ୟରେ ବ୍ରିଟେନରେ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲାମ୍ବ୍ଡା ଭାରିଆଣ୍ଟ୍ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଦେଶକୁ…
ଯୁଦ୍ଧ ପାଇଁ ପ୍ରସ୍ତୁତ ଏହି କୁକୁର, ୧୩୦୦୦ ଫୁଟ ଉଚ୍ଚରୁ ଦେଲା ଲମ୍ଫ
ମସ୍କୋ,୭ା୭: ରୁଷିଆ ପ୍ରଶାସନ କେବଳ ସୈନିକ ନୁହନ୍ତି, କୁକୁରମାନଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଉଛି। ଏବେ କୁକୁରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଉଛି। ରୁଷିଆର…
ଗଲଓ୍ବାନ ଘାଟି ମାଷ୍ଟରମାଇଣ୍ଡ୍ଙ୍କୁ ପଦୋନ୍ନତି ଦେଲା ଡ୍ରାଗନ…
ବେଜିଂ,୭।୭: ଚାଇନା ସୈନ୍ୟ ବାହିନୀ ଉତ୍ତରପୂର୍ବ ଲଦାଖରେ ଭାରତୀୟ ସେନା ସହିତ ଲଗାତାର ଉତ୍ତେଜନା ଜାରି ରଖିଛି। ଏପରେସ୍ଥଳେ ଡ୍ରାଗନ୍ ସୈନ୍ୟ ବିଭାଗ ପକ୍ଷରୁ ଗଲଓ୍ବାନ ଘାଟିର ମାଷ୍ଟରମାଇଣ୍ଡ୍ ଶୁ କ୍ଲିଙ୍ଗ୍ଙ୍କୁ ପଦୋନ୍ନତି ଦେଇଛି। କ୍ଲିଙ୍ଗ୍ଙ୍କୁ ଓ୍ବେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ…
ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍ନାଲ୍, ପଠାଉଛନ୍ତି କି ଏଲିଅନ୍…
ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍ନାଲ୍ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍ ଏହି ସିଗ୍ନାଲ୍ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ…
ସମୁଦ୍ରରେ ଖସିଲା ରୁଷିଆ ବିମାନ
ମସ୍କୋ, ୭ା୭: ରୁଷିଆର ଏକ ବିମାନ ଆଣ୍ଟୋନଭ୍ ଏଏନ୍-୨୬ ପେଟ୍ରୋପାଭ୍ଲୋଭସ୍କ-କାମ୍ଚାଟସ୍କାଏରୁ ଉତ୍ତର କାମ୍ଚାଟ୍ସ୍କାଏର ପାଲାନା ଗ୍ରାମ ଅଭିମୁଖେ ଯାଉଥିବାବେଳେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାମ୍ଚାଟ୍କା ଉପଦ୍ୱୀପଠାରେ ସମୁଦ୍ର ମଧ୍ୟରେ ଖସିପଡ଼ିଥିବା କୁହାଯାଉଛି। ଏଥିରେ ୨୨ ଯାତ୍ରୀ ଏବଂ ୬ ଜଣ…
ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…
ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ ହୋଇପଡ଼ିଥିବା କୁହାଯାଉଛି। ରାଡ଼ାରରୁ ବିମାନର ଯାତ୍ରାକାଳୀନ ରୁଟ୍ ଉଭେଇ ଯିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ…
ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…
ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ ବହୁ…
ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ
ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା ଶିଖିବାକୁ ପ୍ରୟାସ ଜାରି ରଖିଛନ୍ତି । ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି…
ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…
ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ ଥିବାରୁ…
Archives


