ଅନ୍ତର୍ଜାତୀୟ

ବିପଦ ଆସୁଛି ମାଡ଼ି, ୯ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ଏସିଆର ୭ ବଡ଼ ସହର…

ଆମଷ୍ଟେରଡାମ୍‌,୧୨।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ଥିବା ହିମ ପାହାଡ଼ ତରଳିବା ଧାରା ଜାରି ରହିଛି। ଏହାଯୋଗୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଆସନ୍ତା ୯ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା…

ଜଣଙ୍କ ଶରୀରରେ ୨ ଭାରିଆଣ୍ଟ

ବ୍ରସେଲ୍ସ, ୧୨ା୭: ଏକା ଥରକରେ କରୋନା ଭୂତାଣୁର ଆଲ୍‌ଫା ଏବଂ ବିଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଲ୍‌ଜିୟମର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଶନିବାର ଜଣାପଡ଼ିଛି। ମାର୍ଚ୍ଚ ୩ରେ ସେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…

ମହାକାଶ ଯାତ୍ରା କରିବାରେ ବ୍ରାନ୍‌ସନ୍‌ ପ୍ରଥମ ବିଲିୟନେୟାର

ଓ୍ବାଶିଂଟନ୍‌, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ ପାଇଲଟ୍‌ ଡେଭ୍‌ ମାକେ, ମାଇକେଲ ମାସୁକି ଏବଂ ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସିରିଶା ବନ୍ଦାଲା,…

ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଦାବି କଲେ ୩୦୦ରୁ ଅଧିକ ମହିଳା-ପୁରୁଷ…

ଲଣ୍ଡନ,୧୧।୭: ୟୁଏଫ୍‌ଓ ଏବଂ ଏଲିଅନ୍‌ଙ୍କ  ଉପସ୍ଥିତି ନେଇ ବହୁ ଲୋକଙ୍କ ମଧ୍ୟରେ ବିଶ୍ୱାସ ନାହିଁ। ତେବେ କେତେକ ଲୋକ ଏଲିଅନ୍‌ ଏବଂ ୟୁଏଫ୍‌ଓକୁ ଭେଟିଥିବା ସମ୍ପର୍କରେ କହିଥାନ୍ତି। ଏବେ ବିଟ୍ରେନ୍‌ରେ ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ନାନା ଚର୍ଚ୍ଚା…

ତାଲିବାନ୍‌ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…

କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବା ସହିତ ଉଗ୍ର ହେବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା…

ଆଜି ସିରିଶାଙ୍କ ମହାକାଶ ଯାତ୍ରା

ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା ରବିବାର ଆମେରିକୀୟ ବିଲିୟନେୟାର ତଥା ଭର୍ଜିନ ଗାଲାକ୍ଟିକ୍‌ ମାଲିକ ରିଚାର୍ଡ ବ୍ରାନସନ୍‌ଙ୍କ ସହ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମିତ ୩୪ ବର୍ଷୀୟ ଏରୋନଟିକାଲ ଇଞ୍ଜିନିୟର ସିରିଶା ଟେକ୍‌ାସ୍‌ ହ୍ୟୁଷ୍ଟନରେ…

ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବେଳେ ଏହି ପଦରେ ଥିବା କେନେଥ୍‌ ଜଷ୍ଟରଙ୍କ ସ୍ଥାନରେ ୫୦ ବର୍ଷୀୟ ଏରିକ୍‌…

ତାଲିବାନ୍‌ ବିରୋଧରେ ଅସ୍ତ୍ର ଧରିଲେ ମହିଳା

କାବୁଲ, ୧୧।୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେମାନେ ଦେଶର ୮୫ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଲେଣି ବୋଲି ଦାବି କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନରେ ତାଲିବାନର ମୁକାବିଲା…

ସେନା ପାରାଚ୍ୟୁଟ ଟ୍ରେନିଂ ନେଉଛି କୁକୁର

ମସ୍କୋ,୧୦।୭: ବିମାନ ଅବତରଣ କରିପାରୁ ନ ଥିବା ସ୍ଥାନରେ ସାମରିକ ସେନାରେ ନିଯୁକ୍ତ କୁକୁରଙ୍କୁ ସାଥିରେ ନେବା ପାଇଁ ନୂଆ ପାରାଚ୍ୟୁଟ୍‌ ବ୍ୟବସ୍ଥା କରିଛି ରୁଷ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏହି ନୂଆ ଯନ୍ତ୍ରର ପରୀକ୍ଷା। ସ୍ବତନ୍ତ୍ର ପାରାଚ୍ୟୁଟ ବିକଶିତ କରିଥିବା…

ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି ଦେଶରେ କରୋନାର ଚତୁର୍ଥ ଲହର ଆସି ସାରିଛି । ସେ ଟୁଇଟ୍ କରି…

ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି। ଏକ ଭୟଙ୍କର ସୌରଝଡ଼ ପୃଥିବୀ ମୁହାଁ ହୋଇଛି। ଏହା  ପୃଥିବୀରେ ମାଡ଼ ହେବାର…

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ ବୈଜ୍ଞାନିକ ବ୍ରାୟମ୍‌ ଭାରତିନେସିସ୍‌ ଭାବେ ନାମିତ କରାଯାଇଛି। ହିନ୍ଦୁ ଦେବୀ ସରସ୍ବତୀଙ୍କୁ ଭାରତୀ କୁହାଯାଇଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri