୩୫୦୦ ରୁଷିଆ ସୈନ୍ୟଙ୍କ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ରୁଷିଆ ମଧ୍ୟ ସ୍ବୀକାର କରିଛି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକୋଭ କହିଛନ୍ତି ଯେ ଆମର କିଛି ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ କେତେକ ଆହତ ହୋଇଛନ୍ତି। ତେବେ ସେ ମୃତ ଓ ଆହତଙ୍କ ସଂଖ୍ୟା ସେ ପ୍ରକାଶ କରିନାହାଁନ୍ତି। ମେଜର ଜେନେରାଲ କୋନାଶେନକୋଭ କହିଛନ୍ତି ଯେ ୟୁକ୍ରେନ ସୈନ୍ୟଙ୍କ ଅପେକ୍ଷା ରୁଷିଆର କ୍ଷତି କମ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରୁଷର ସୈନ୍ୟବାହିନୀ ୟୁକ୍ରେନ୍‌ର ୧,୦୬୭ ସାମରିକ ଶିବିରକୁ ଧ୍ୱଂସ କରିଛନ୍ତି।

କୋନାଶେନକୋଭ ଏହା ମଧ୍ୟ କହିଛନ୍ତି ଯେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ରୁଷିଆର ସୈନ୍ୟବାହିନୀ ୟୁକ୍ରେନ୍‌ର ୧୭ଟି କମାଣ୍ଡ ପୋଷ୍ଟ ଏବଂ କଣ୍ଟାକ୍ଟ ସେଣ୍ଟର, ୩୮ ଟି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏବଂ ୫୬ ଟି ରାଡାର ସିଷ୍ଟମକୁ ଧ୍ୱଂସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଉଡ଼ିଲା କାର

ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର  ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର...

ଭାରତକୁ ବାଇଡେନ ପ୍ରଶାସନ ଦେବ ଏଫ୍‌-୧୬ଇଏକ୍ସ ବିମାନ!

ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍‌ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର...

ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗି ରହିଲେ ବଢ଼ିବ ଆଣବିକ ଆକ୍ରମଣ ବିପଦ

ଓ୍ବାଶିଂଟନ,୧୭ା୩: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ହେବାର ତିନି ସପ୍ତାହ ବିତିଗଲାଣି।  ଯୁଦ୍ଧର ପରିଣାମ ମଧ୍ୟ ଭୟଙ୍କର ରହିଛି। ଯଦି ପରମାଣୁ ବୋମା ବ୍ୟବହୃତ ହୁଏ,...

ଋଣ ଜାଲରେ ଶ୍ରୀଲଙ୍କା

କଲମ୍ବୋ, ୧୩ା୧: ‘ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏଭଳି ଆର୍ଥିକ ସଙ୍କଟ ଜାରି ରହିଲେ ଆମଦାନୀ ସମ୍ପୂର୍ଣ୍ଣ...

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ...

ପାକ୍‌ ଆକାଶରେ ଉଡ଼ିବନି ରାଷ୍ଟ୍ରପତିଙ୍କ ବିମାନ

ଇସ୍‌ଲାମାବାଦ, ୮।୯(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଠାରୁ ଆଇସ୍‌ଲାଣ୍ଡ, ସୁଇଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବାକୁ ଥିବାବେଳେ ତାଙ୍କ ବିମାନ ପାକିସ୍ତାନ ଆକାଶରେ ଉଡ଼ିପାରିବ ନାହିଁ।...

ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ।...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

Advertisement
Archives

Model This Week