ଜୋର୍ଡାନ ଯୁବରାଜ ଗୃହବନ୍ଦୀ
ଅମନ, ୫।୪: ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାଙ୍କ ସାବତ ଭାଇ ଯୁବରାଜ ହାମ୍ଜା ବିନ୍ ହୁସେନଙ୍କୁ ଗୃହବନ୍ଦୀ କରାଯାଇଛି। ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ତାଙ୍କ...
କିଲ୍ ଦି ବିଲ୍ ସଂଘର୍ଷ: ୧୦୭ ଗିରଫ
ଲଣ୍ଡନ, ୫।୪(ପି.ଟି.): କେନ୍ଦ୍ରୀୟ ଲଣ୍ଡନରେ ଶନିବାର ‘କିଲ୍ ଦି ବିଲ୍’ ବିକ୍ଷୋଭବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୧୦୭ ଜଣଙ୍କୁ ଗିରଫ କରାଯାଇଛି। ମେଟ୍ରୋପଲିଟାନ ପୋଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିତ୍ବାବେଳେ ସେମାନଙ୍କ...
୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ
ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍ବୁକ୍। ଏହି ସୋସିଆଲ ସାଇଟ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍ରେ ଘୂରି ବୁଲୁଥିବା ସାମ୍ନାକୁ ଆସିଛି। ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଫେସ୍ବୁକ୍ ଆଇଡିଠାରୁ ଆରମ୍ଭ କରି...
ପାକିସ୍ତାନକୁ ନିମନ୍ତ୍ରଣ ଦେଲା ନାହିଁ ଆମେରିକା: ରାଗିଗଲେ ଇମ୍ରାନ
ନ୍ୟୁୟର୍କ,୪।୪: ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ଆମନ୍ତ୍ରଣ କରିନାହାଁନ୍ତି। ଏହି ସମ୍ମିଳନୀ ଏପ୍ରିଲ ୨୨-୨୩ରୁ ଅନଲାଇନରେ ଅନୁଷ୍ଠିତ ହେବ। ଆମେରିକାର ଏହି ପଦକ୍ଷେପକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନର...
କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ
ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍କୁ କ୍ୟାପିଟୋଲ କମ୍ପ୍ଲେକ୍ସ ବ୍ୟାରିକେଡ୍ରେ ଧକ୍କା ଦେବାରୁ ଜଣେ ପୋଲିସ ଅଧିକାରୀ ନିହତ ହୋଇଥିବାବେଳେ ଅନ୍ୟ...
ଖେତରୁ ମିଳିଲା ସ୍ପେସ୍ଏକ୍ସ ରକେଟ୍
ଇଫର୍ତ୍ତା, ୪ା୪: ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପେସ୍ଏକ୍ସ ରକେଟ ଫାଲ୍କନ୍-୯ ଆମେରିକାର ପୂର୍ବ ଓ୍ବାଶିଂଟନ୍ ରାଜ୍ୟର ଏକ ଖେତରେ ପଡ଼ିଥିବା ଜଣାଯାଇଛି। ଆମେରିକା ଉଦ୍ୟୋଗପତି ଏଲନ୍ମସ୍କଙ୍କ ସ୍ପେସ୍ଏକ୍ସ ରକେଟ ଉତ୍କ୍ଷୀପଣ କରାଯାଇଥିବାବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହା...
ଆକ୍ରମଣରେ ୨୩ ମୃତ
ମୋଗାଦିଶୁ, ୪ା୪: ସୋମାଲିଆର ୨ ମିଲିଟାରୀ ବେସ୍ରେ ଇସ୍ଲାମୀୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ସୈନ୍ୟ ଅଛନ୍ତି। ୨ଟି କାର୍ରେ ଉଗ୍ରପନ୍ଥୀମାନେ ମିଲିଟାରି ବେସ୍ରେ ପଶିଯାଇ ବୋମାମାଡ଼ କରିଥିଲେ। ସେମାନଙ୍କୁ ଅଟକାଇବାକୁ ସେନା...
୩୫ ଆତଙ୍କବାଦୀ ନିହତ
କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍ୟାବ ଓ ବାଘ୍ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୩୩ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।...
ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଠିକ୍ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ...
ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର
ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍ରେ ୫୦ ଘଣ୍ଟା ରହିଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଖ୍ୟାତି...
କବର ଦେବାକୁ ସ୍ଥାନର ଅଭାବ: ପୁରୁଣା କବରସ୍ତାନରୁ ବାହାର କରାଯାଉଛି କଙ୍କାଳ
ବ୍ରାସିଲିଆ,୩।୪: କରୋନା ଆତଙ୍କ ଥମିବାର ନା ଧରୁନି। ଦକ୍ଷିଣ ଆମେରିକାର ବ୍ରାଜିଲରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଲୋକଙ୍କୁ କବର ଦେବାକୁ ସ୍ଥାନର ଅଭାବ ଦେଖାଦେଇଛି। ସ୍ଥାନୀୟ ସାଓ ପାଉଲୋ ସହରରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେଣୁ...
ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର
ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ...
Archives


