ଅନ୍ତର୍ଜାତୀୟ

ଜେଲରେ ଗଲା ମ୍ୟାଡ୍‌ଅଫ୍‌ଙ୍କ ଜୀବନ

ଓ୍ବାଶିଂଟନ୍‌, ୧୬ା୪: ହଜାର ହଜାର ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିଲେ ବର୍ନାଡ ମ୍ୟାଡ୍‌ଅଫ୍‌। ତାଙ୍କ ନିକଟରେ ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍‌ ବେକନ, କାଏରା ସେଜଓ୍ବିକ୍‌ଙ୍କ ସମେତ ବହୁ ବ୍ୟାଙ୍କ,...

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ ଝାଡୁରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦକ୍ଷିଣ ଚାଇନାର ଏକ...

ଏମ୍‌ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….

ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା କାନାଡ଼ାରେ ଘଟିଛି। ବୁଧବାର ସଂସଦର ବୈଠକ...

ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମାଗିଲେ ଅନୁମତି

ନ୍ୟୁୟର୍କ, ୧୫।୪: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆଇନର ସହାୟତା ଲୋଡିଛନ୍ତି। ଅଦାଲତରେ ଏକ ମାମଲା ଦାୟର କରି ସେ କହିଛନ୍ତି,...

ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…

ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ ସ୍ବାମୀ ତାଙ୍କୁ ନିଜର ସମ୍ପତ୍ତି ବୋଲି ଭାବିଥାନ୍ତି।...

ବଳାତ୍କାରୀଙ୍କଠାରୁ ରକ୍ଷା ପାଇବା ପାଇଁ ୩୦ ଫୁଟ ଉଚ୍ଚରୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୧୫।୪: ଋଷିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ୩୦ ଫୁଟ ଉପରୁ ଡେଇଁ ପଡ଼ିଛନ୍ତି। ଏହି ଯୁବତୀଙ୍କ ବଞ୍ଚାଇବା ବହୁତ କଷ୍ଟକର ଥିଲା। ମାତ୍ର ତାଙ୍କର ଭାଗ୍ୟ ଜୋର୍‌ ଥିବାରୁ ତଳେ...

ଜଣାପଡ଼ିଲା ସତକଥା: ୪ ବର୍ଷ ତଳେ ଚାଇନାରେ ହୋଇଥିଲା କରୋନା ସଂକ୍ରମଣ…

ବେଜିଂ,୧୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଏବେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଏକ ରିପୋର୍ଟ ଅନୁସାରେ ଚାଇନାରେ ୪ ବର୍ଷ ତଳେ...

ବେକାର ଯାଇନି ଜୀବନ

ଓ୍ବାଶିଂଟନ,୧୫ା୪: ୧୯୭୭ ଫେବୃୟାରୀ ୨୦ରେ ଜର୍ମାନୀର ଅଗ୍ସବର୍ଗରେ କ୍ରିଷ୍ଟିନ୍‌ ଡେନାଇସ୍‌ ସ୍ମାର୍ଟଙ୍କ ଜନ୍ମ। ବଞ୍ଚତ୍ଥିଲେ ଏବେ ତାଙ୍କୁ ୪୪ ବର୍ଷ ହୋଇଥାଆନ୍ତା। ହେଲେ ୨୫ ବର୍ଷ ତଳେ ଆମେରିକାର କାଲିଫର୍ନିଆରେ ରହସ୍ୟମୟ ଭାବେ ହଠାତ୍‌ ନିଖୋଜ ହୋଇଯାଇଥିଲେ ଷ୍ଟକ୍‌ଟନର ଏଇ...

କାଟଛାଣ୍ଟ ହେବ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ/ଲଣ୍ଡନ, ୧୫।୪(ଆଇଏଏନ୍‌ଏସ୍‌): ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ତାଙ୍କ ନୂଆଦିଲ୍ଲୀ ଗସ୍ତକୁ କାଟଛାଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ରେ ଜନ୍‌ସନ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।...

୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ ମଧ୍ୟରେ ବୁଝାମଣା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଜାତିସଂଘ ପକ୍ଷରୁ ତୁର୍କୀରେ ପରବର୍ତ୍ତୀ ବୈଠକ...

ହାଇତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ପୋର୍ଟ- ଅଉ-ପ୍ରିନ୍ସ, ୧୫।୪ : ହାଇତି ପ୍ରଧାନମନ୍ତ୍ରୀ ଯୋସେଫ୍‌ ଜୌଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବୁଧବାର ଘୋଷଣା କରିଛନ୍ତି। ଦେଶରେ ଅପହରଣ, ହତ୍ୟାକାଣ୍ଡ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଥିବାବେଳେ ଏହି କାରଣରୁ ସେ ତାଙ୍କ ପଦ ଛାଡ଼ିଥିବା କୁହାଯାଉଛି।...

ହିଂସ୍ର ହେଉଛି ଇସ୍‌ଲାମୀୟ ଆନ୍ଦୋଳନ

ଇସ୍‌ଲାମାବାଦ/ଲାହୋର, ୧୫।୪: ଇସ୍‌ଲାମୀୟ ନେତାଙ୍କ ଗିରଫଦାରି ପ୍ରତିବାଦରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆନ୍ଦୋଳନ କ୍ରମଶଃ ହିଂସ୍ର ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପାକ୍‌ ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି। ଏଥିସହିତ ହିଂସାକାଣ୍ଡ ପାଇଁ ଦାୟୀ କଠୋରପନ୍ଥୀ ଇସ୍‌ଲାମୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri