ହିଂସ୍ର ହେଉଛି ଇସ୍‌ଲାମୀୟ ଆନ୍ଦୋଳନ

ଇସ୍‌ଲାମାବାଦ/ଲାହୋର, ୧୫।୪: ଇସ୍‌ଲାମୀୟ ନେତାଙ୍କ ଗିରଫଦାରି ପ୍ରତିବାଦରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆନ୍ଦୋଳନ କ୍ରମଶଃ ହିଂସ୍ର ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପାକ୍‌ ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି। ଏଥିସହିତ ହିଂସାକାଣ୍ଡ ପାଇଁ ଦାୟୀ କଠୋରପନ୍ଥୀ ଇସ୍‌ଲାମୀୟ ସଂଗଠନ ତେହରିକ୍‌-ଇ-ଲାବାଇକ୍‌ ପାକିସ୍ତାନ (ଟିଏଲ୍‌ପି)କୁ ଆତଙ୍କବାଦ ଆଇନ ଅନୁଯାୟୀ ବେଆଇନ ଘୋଷଣା କରିବାକୁ ଇସ୍‌ଲାମାବାଦ ନିଷ୍ପତ୍ତି ନେଇଛି। ଲାହୋରରେ ମଙ୍ଗଳବାର ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ପୋଲିସ ଅଧିକାରୀ ନିହତ ହେବା ସହ ୩୦୦ରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଥିଲେ।
ଗତ ସୋମବାର ଇସ୍‌ଲାମୀୟ ନେତା ସାଦ୍‌ ରିଜ୍‌ଭିଙ୍କୁ ଲାହୋରରୁ ଗିରଫ କରାଯାଇଥିଲା। ଏହାର ପ୍ରତିବାଦରେ ଟିଏଲ୍‌ପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଇସ୍‌ଲାମ ଧର୍ମକୁ ଅପମାନିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଟିଏଲ୍‌ପି ଅଭିଯୋଗ କରିଥିଲା। ବିକ୍ଷୋଭକାରୀ ଟିଏଲ୍‌ପି ସମର୍ଥକମାନଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି...

ରୋଜଗାର ତାଲିକାରେ ପ୍ରଥମ ସ୍ଥାନରେ କୋହଲି; ଦ୍ୱିତୀୟରେ ଅକ୍ଷୟ

ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି।...

ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍‌ ଯୁବକ ଗିରଫ…

କ୍ୱିଭ୍‌, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍‌ର ଯୁବକଙ୍କୁ ଶ୍‌ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ...

ଜାତିସଂଘରେ ହିନ୍ଦୀ…

ନେଜେଭା/ନୂଆଦିଲ୍ଲୀ, ୧୧।୬ : ବହୁଭାଷୀତା ଉପରେ ଭାରତର ସଂକଳ୍ପ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ପାରିତ ହୋଇଛି। ମିଳିତ ଜାତିସଂଘ ଏହାର ଭାଷାରେ ହିନ୍ଦୀକୁ...

ଗୁଗଲକୁ ୨୩ ବର୍ଷ…

ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍‌...

ଶକ୍ତି ପରୀକ୍ଷାରେ ବିଜୟୀ ହେଲେ ଇମ୍ରାନ୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ...

ଥରିଲା ତାଇଓ୍ବାନ

ତାଇପେଇ,୨୩।୩: ତାଇଓ୍ବାନର ରାଜଧାନୀ ତାଇପେଇରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ...

ପାକ୍‌ର ଓଆଇସି ଗୋଷ୍ଠୀ ଗଠନ ଉଦ୍ୟମ ପଣ୍ଡ

ଜାତିସଂଘ,୩୦ା୫: ଜାତିସଂଘରେ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ପ୍ରତିନିଧିମାନଙ୍କୁ ନେଇ ଇସ୍‌ଲାମଫୋବିଆ ଉପରେ ଏକ ଅନୌପଚାରିକ ଗୋଷ୍ଠୀ ଗଠନ ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ପଣ୍ଡ...

Advertisement
Archives

Model This Week