‘କ୍ୱିଭ ସ୍ଥିତି ଗମ୍ଭୀର, କିନ୍ତୁ ନିୟନ୍ତ୍ରଣରେ ଅଛି’

ନୂଆଦିଲ୍ଲୀ,୩।୩: ୟୁକ୍ରେନର ରାଜଧାନୀ କ୍ୱିଭର ସ୍ଥିତି ଗମ୍ଭୀର ଅଛି, କିନ୍ତୁ ନିୟନ୍ତ୍ରଣରେ ଅଛି। ରାତିଅଧିଆ ଆକ୍ରମଣରେ କୌଣସି ମୃତାହତ ହୋଇନାହିଁ। ରାତିରେ ଘଟିଥିବା ବିସ୍ଫୋରଣ ରୁଷିଆ ମିସାଇଲକୁ ନଷ୍ଟ କରିବା ପାଇଁ ୟୁକ୍ରେନ ବାୟୁ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକ ଯୋଗୁ ଘଟିଥିଲା ବୋଲି ମେୟର ଭିଟାଲି କ୍ଲିତ୍‌ସ୍କକୋ କହିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗୁରୁବାର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, “ମୋ ଦେଶ ଉପରେ ସାମରିକ ଆକ୍ରମଣ ପାଇଁ ରୁଷିଆକୁ ପରିଣାମ ଭୋଗିବାକୁ ପଡ଼ିବ। ମିସାଇଲ ଓ ରକେଟ୍‌ ଆକ୍ରମଣର ସମର୍ଥନ ଯୋଗୁ ରୁଷିଆ ସେନା ୟୁକ୍ରେନର କିଛି ମୁଖ୍ୟ ସହରକୁ ଦଖଲକୁ ନେଇଛି। ଆମ ପାଖରେ ସ୍ବାଧୀନତା ଛଡ଼ା ହରାଇବାକୁ କିଛି ନାହିଁ। ଆମେ ପୁଣି ଥରେ ପ୍ରତ୍ୟେକ ଘର, ରାସ୍ତା, ସହର ଛିଡ଼ା କରିବୁ। ଆମେ ରୁଷିଆକୁ କହୁଛୁ, କ୍ଷତିପୂରଣ ଓ ଯୋଗଦାନର ଶବ୍ଦର ଅର୍ଥ ଶିକ୍ଷାକର। ତୁମେ ଆମ ଦେଶ ଏବଂ ପ୍ରତ୍ୟେକ ନାଗରିକଙ୍କ ସହ ଯାହା କରିଛ, ତୁମକୁ ତାହା ଫେରାଇବାକୁ ପଡ଼ିବ”।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି...

୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର...

ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା

ବୁକାରେଷ୍ଟ୍‌,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ...

ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା

ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି।...

ପାକିସ୍ତାନ ବୋମା ବିସ୍ଫୋରଣ: ୩ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୧୯ ।୮: ପାକିସ୍ତାନର ବହୱଲନଗରରେ ଗୁରୁବାର ଶିୟା ମୁସଲମାନଙ୍କ ଏକ ଯାତ୍ରାରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟ, ଶିୟା ମୁସଲମାନଙ୍କର ଅଶୁରା...

ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ...

ଏବେ ‘ତୁର୍କିୟେ’ ନାମରେ ଜଣାଯିବ ‘ତୁର୍କି’

ନୂଆଦିଲ୍ଲୀ, ୩ା୬: ବଦଳିଛି ତୁର୍କୀର ନାମ। ଏବେ ଏହି ଦେଶ ‘ତୁର୍କିୟେ’ ନାମରେ ଜଣାଯିବ। ମିଳିତ ଜାତିସଂଘ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଗତ...

ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା...

Advertisement
Archives

Model This Week