ଅନ୍ତର୍ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ…

କରାଚି,୧୯।୭: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁଠାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସିନ୍ଧୁ ହାଇଓ୍ବେରେ ଏକ ଯାତ୍ରୀବାହୀ ବସ୍‌ ସହିତ ଟ୍ରକ୍‌ର ଧକ୍କା ହୋଇଛି। ଏହି ଘଟଣାରେ ୪୦ ଜଣ ଆହତ...

ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ...

ଯୁଦ୍ଧପୋତର ୨୪୭ ସଦସ୍ୟ କରୋନାରେ ଆକ୍ରାନ୍ତ, କରାଯିବ ଏୟାରଲିଫ୍ଟ୍‌…

ସିଓଲ,୧୯।୭: ଦକ୍ଷିଣ କୋରିଆ ଯୁଦ୍ଧପୋତରେ କରୋନା ସଂକ୍ରମଣ ହୋଇଛି। ଯୁଦ୍ଧପୋତର ୨୪୭ ସଦସ୍ୟଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଯୁଦ୍ଧପୋତ ମୁନ୍‌ମୁ ଦ ଗ୍ରେଟ୍‌ରେ ସମ୍ପ୍ରତି ୩୦୧ ଜଣ ସଦସ୍ୟ ରହିଛନ୍ତି। ସେମାନଙ୍କୁ ଏୟାରଲିଫ୍ଟ କରିବା ଲାଗି ବାୟୁସେନା...

ଚାଇନାରେ ଆଉ ଏକ ଭାଇରସ୍‌କୁ ବଢିଲା ଚିନ୍ତା

ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍‌ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍‌ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ରବିବାର...

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ, ନେଇ ସାରିଥିଲେ ଟିକା

ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ ହାଲକା ଲକ୍ଷଣ ଥିବା ସେ କହିଛନ୍ତି । ସୌଭାଗ୍ୟ ବଶତଃ ସେ ଟିକା...

ଲଶ୍କର-ଜୈଶ୍‌ ସହିତ କୌଣସି ସମ୍ପର୍କ ନ ଥିବା କହିଲା ତାଲିବାନ…

କାବୁଲ୍‌,୧୮।୭: ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ସହିତ ତାଲିବାନର କୌଣସି ସମ୍ପର୍କ ନାହିଁ। ଏସମ୍ପର୍କରେ ତାଲିବାନ ପ୍ରବକ୍ତା ସୁହୈଲ ଶାହିନ୍‌ କହିଛନ୍ତି। ଆଫଗାନିସ୍ତାନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ଭଳି ସଂଗଠନକୁ ଅନ୍ୟ ଦେଶରେ ଅଶାନ୍ତି...

ତାଲିବାନର ନୂଆ ରଣନୀତି, କାବୁଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ଯୋଜନା…

କାବୁଲ,୧୮।୭: ଆଫଗାନିସ୍ତାନରେ ବିଭିନ୍ନ ଅଞ୍ଚଳରେ ଧୀରେଧୀରେ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହେବାରେ ଲାଗିଛି। ଦେଶର ସୀମାକୁ ତାଲିବାନ ଜବର ଦଖଲ କରିବାରେ ଲାଗିଛି। ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ଲାଗି ତାଲିବାନ ଯୋଜନା କରିଛି। ଇତିମଧ୍ୟରେ ତାଲିବାନ...

ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଲଗାତାର ୨ ଦିନରେ ୩ ଜଣଙ୍କ ନମୁନା ରିପୋର୍ଟ...

ଚତୁର୍ଥ ଥର ରାଷ୍ଟ୍ରପତି ହେଲେ ଅସାଦ

ଡମାସକସ୍‌, ୧୮ା୭: ଯୁଦ୍ଧ ପ୍ରଭାବିତ ସିରିଆର ରାଷ୍ଟ୍ରପତି ଭାବେ ଚତୁର୍ଥ ଥର ପାଇଁ ଶନିବାର ଶପଥ ଗ୍ରହଣ କରିଛନ୍ତି ବଶାର ଅଲ୍‌ ଅସାଦ। ଗତ ମେ’ରେ ହୋଇଥିବା ନିର୍ବାଚନକୁ ବିରୋଧୀ ଦଳ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବେଆଇନ ବୋଲି ଦର୍ଶାଇଥିଲେ...

ଜର୍ମାନୀ, ବେଲ୍‌ଜିୟମ୍‌ ବନ୍ୟା ମୃତ୍ୟୁସଂଖ୍ୟା ୧୫୭

ଓ୍ବାସେନ୍‌ବର୍ଗ, ୧୮।୭: ଜର୍ମାନୀ ଓ ବେଲ୍‌ଜିୟମରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ପଶ୍ଚିମ ଜର୍ମାନୀରେ ୧୩୩ ଜଣଙ୍କ ଜୀବନ ଯାଇଛି। ଏହା ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଜର୍ମାନୀରେ ସବୁଠୁ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ...

ଖରା, ପବନରେ ମିଳାଇଯିବ ପ୍ଲାଷ୍ଟିକ୍‌

ବେଜିଂ, ୧୮ା୭: ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି ପ୍ଲାଷ୍ଟିକ୍‌ ସାମଗ୍ରୀର ବହୁଳ ବ୍ୟବହାର। ନଷ୍ଟ ହେବା ପାଇଁ ଶହ ଶହ ବର୍ଷ ଲାଗିଯାଉଥିବାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସମଗ୍ର ଜୀବଜଗତକୁ ବିପଦମୁହଁକୁ ଠେଲି ଦେଇଛି। ଏହା ଭିତରେ ପ୍ଲାଷ୍ଟିକ୍‌ ଓ୍ବେଷ୍ଟେଜ୍‌...

ରୁମ୍‌ ଭିତରକୁ ଶୋଇବାକୁ ଗଲେ ମହିଳା, ବେଡ୍‌ ତଳେ ଥିଲେ ୧୮ ସାପ; ଆଉ ତା’ ପରେ…

ଓ୍ବାଶିଂଟନ୍‌: ଭାବିଲେ ଆପଣ ରାତିରେ ସବୁ କାମ ସାରି ଶୋଇବାକୁ ବେଡ୍‌କୁ ଯିବେ। ଆଉ ବେଡ୍‌ ତଳେ ଦେଖିବେ ଗୋଟିଏ କି ଦୁଇଟି ନୁହେ, ଏକାବେଳକେ ୧୮ ସାପ। ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ… ସେମିତି ଏକ ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri