ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ପାକିସ୍ତାନ…
ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ ପାଇଁ ବୁମେରାଂ ପାଲଟିଛି। ପାକିସ୍ତାନର ଖାଇବର ପସ୍ତୁନଖ୍ବା ଅଞ୍ଚଳର ଦକ୍ଷିଣରେ ଥିବା ଓ୍ବଜିରସ୍ତାନ...
ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…
ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି।...
ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ
ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ (ଜେଇଏମ୍) ଭଳି ୫ଟି ସଂଗଠନର ଟାର୍ଗେଟରେ ଭାରତ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର...
ବନ୍ୟାରେ ଉବୁଟୁବୁ ଥାଇଲାଣ୍ଡ
ବ୍ୟାଙ୍କକ୍, ୨୯ା୯: ଝଡ଼ ଡାଇନାମୁ ଏବଂ ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଥାଇଲାଣ୍ଡରେ ବନ୍ୟା ଆସିଛି। ଏଥିରେ ଦେଶର ୭୬ ପ୍ରଦେଶ ମଧ୍ୟରୁ କେନ୍ଦ୍ର, ଉତ୍ତର ଏବଂ ଉତ୍ତରପୂର୍ବରେ ଥିବା ପ୍ରାୟ ୩୦ ରାଜ୍ୟ ପ୍ରଭାବିତ ହୋଇଛି। ୭୦ ହଜାରରୁ...
ପାକିସ୍ତାନରେ ଗୋଟିଏ ପିଅନ ପଦବୀ ପାଇଁ ଲକ୍ଷ ଲକ୍ଷ ଆବେଦନ
ଇସ୍ଲାମାବାଦ, ୨୮।୯: ପାକିସ୍ତାନର ଏକ ହାଇକୋର୍ଟରେ ଗୋଟିଏ ପିଅନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଏମ୍ଫିଲ୍ ଡିଗ୍ରୀଧାରୀଙ୍କ ସମେତ ୧୫ ଲକ୍ଷ ଆଶାୟୀ ଆବେଦନ କରିଛନ୍ତି। ଏହା ଦର୍ଶାଉଛି ପାକିସ୍ତାନରେ ବେରୋଜଗାରୀର ସ୍ଥିତି କେମିତି। ଦେଶର ଶିକ୍ଷିତ...
ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର
ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି। ୧୯୮୧ ମସିହା ମାର୍ଚ୍ଚ ୩୧ ତାରିଖରେ ଓ୍ବାଶିଂଟନର ଏକ ହୋଟେଲ ବାହାରେ...
ପାକିସ୍ତାନର ୧୫୦ ଆଣବିକ ବୋମା ତାଲିବାନ୍ କବ୍ଜାକୁ ଯିବା ଆଶଙ୍କା…
ଓ୍ବାଶିଂଟନ,୨୮।୯: ପାକିସ୍ତାନ ପାଖରେ ଥିବା ୧୫୦ ଆଣବିକ ବୋମାକୁ ତାଲିବାନ୍ ନିଜ କବ୍ଜାକୁ ନେବାର ଆଶଙ୍କା ରହିଛି। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିବା ପରେ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଧିକ ଥିବା ପୂର୍ବତନ ରାଷ୍ଟ୍ରପତି...
ଚାଇନାରେ ବିଜୁଳି ସଙ୍କଟ: ଫ୍ୟାକ୍ଟ୍ରିରେ କାମ ବନ୍ଦ, ପାଣି ଗରମ କରିବାକୁ ମନା
ବେଜିଂ,୨୮ ।୯: ଚାଇନାରେ ଏବେ ଉତ୍କଟ ବିଜୁଳି ସଙ୍କଟ ଦେଖାଯାଇଛି । ଚାଇନାର ପୂର୍ବୋତ୍ତର ବନ୍ଦ ହୋଇଯାଇଛି । ଲୋକଙ୍କୁ ଅଧିକ ପାଣି ଗରମ କରିବାକୁ ବାରଣ କରାଯାଇଥିବା ବେଳେ ଅଧିକ ପାୱାର ବାଲା ଗେଜେଟ୍ସର ବ୍ୟବହାର କରିବାକୁ ମନା...
ପିଅନ ପଦବୀ ପାଇଁ ୧୫ ଲକ୍ଷ ଆବେଦନ,ଏମ୍ଫିଲ୍ ଡିଗ୍ରୀ ଥିବା ଯୁବବର୍ଗ ବି ସାମିଲ୍…
ଲାହୋର,୨୮।୯: ପାକିସ୍ତାନରେ ଏବେ ବେକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ବେକାରଙ୍କ ସଂଖ୍ୟା ୬.୫ ପ୍ରତିଶତ ରହିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହୁଥିବାବେଳେ ପ୍ରକୃତ ତଥ୍ୟ କିନ୍ତୁ ଏହାର ଓଲଟା ହୋଇଛି। ଦେଶରେ ୧୬ ପ୍ରତିଶତ ବେକାର ରହିଛନ୍ତି। ଧୀରେଧୀରେ...
ଜାତିସଂଘକୁ ମଧ୍ୟ ବେଖାତିର, ଏକଛତ୍ରବାଦୀ ଶାସକ କଲେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା…
ପୋୟଙ୍ଗୟାଙ୍ଗ୍,୨୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ବହୁ ଅନ୍ତର୍ଜାତୀୟ ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଜାରି ରଖିଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ଜାଗାଙ୍ଗ ପ୍ରଦେଶର ଉପକୂଳ ଅଞ୍ଚଳର ସମୁଦ୍ରରେ ଶର୍ଟ ରେଞ୍ଜ୍ ବାଲାଷ୍ଟିକ୍ ମିଜାଇଲ୍...
ମର୍କେଲଙ୍କ ପାର୍ଟିର ପରାଜୟ
ବର୍ଲିନ୍, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ ଥର ଚାନ୍ସେଲର ପଦରେ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଭୋଟରଙ୍କ...
ବ୍ରିଟେନରେ ତୈଳ ସଙ୍କଟ
ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି।...
Archives


