ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜାତିସଂଘ ମହାସଚିବ
ଜେନେଭା,୨ ।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତି ଅବସରରେ କେବଳ ଦେଶ ନୁହେଁ ବିଦେଶରେ ବି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏମିତିକି ଅକ୍ଟୋବର ୨କୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ପାଳନ କରାଯାଇଥାଏ ।...
ଚାଇନାର ଦାଦାଗିରି, ତାଇଓ୍ବାନ ସୀମାରେ ଉଡ଼ାଇଲା ୩୮ ଯୁଦ୍ଧ ବିମାନ…
ବେଜିଂ,୨।୧୦: ବାୟୁସେନା ଦିବସ ପାଳନ ଅବସରରେ ଚାଇନା ତାଇଓ୍ବାନ ଉପରେ ଦାଦାଗିରି ଦେଖାଇଛି। ଚାଇନାର ୩୮ଟି ଯୁଦ୍ଧ ବିମାନ ତାଇଓ୍ବାନ ସୀମାରେ ଉଡ଼ାଣ କରିଛି। ତାଇଓ୍ବାନର ପ୍ରତାସ ଦ୍ୱୀପସମୁହର ଆକାଶ ମାର୍ଗରେ ଦୁଇଟି ପର୍ଯ୍ୟାୟରେ ଚାଇନା ବାୟୁସେନା ପକ୍ଷରୁ ଏଭଳି...
ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…
ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛିି। ଏହି ସମୟରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ...
କମୁଛି ପୃଥିବୀର ଉଜ୍ଜ୍ୱଳତା
ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ...
ଗଲଓ୍ବାନରେ ନିହତ ସୈନ୍ୟଙ୍କ ଭିଡିଓ ଶେୟାର କଲା ଚାଇନା
ବେଜିଂ,୨।୧୦: ୨୦୨୦ ଜୁନ୍ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ବେଜିଂ...
ଆସୁଛି ପ୍ରଥମ କୋଭିଡ୍ ବଟିକା
ଓ୍ବାଶିଂଟନ, ୧।୧୦:କୋଭିଡ୍-୧୯ ଚିକିତ୍ସା ପାଇଁ ମର୍କ ଏବଂ ରିଜ୍ବ୍ୟାକ୍ ବାୟୋଥେରାପୁଟିକ୍ସ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଥିବା ଟାବ୍ଲେଟ ମଲନୁପିରାଭିର ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କାକୁ ୫୦ ପ୍ରତିଶତ ହ୍ରାସ କରିପାରୁଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ...
ବହୁ ବିବାଦ ପରେ ଏକାଠି ହେବେ ଜାପାନ ପ୍ରିନ୍ସେସ୍
ଟୋକିଓ,୧।୧୦: ଜାପାନ ପ୍ରିନ୍ସେସ୍ ମାକୋ ଓ ତାଙ୍କ ପୂର୍ବତନ କ୍ଲାସ୍ମେଟ କେଇ କୋମୁରୋ ଆସନ୍ତା ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇମ୍ପେରିଆଲ ହାଉସ୍ ଏଜେନ୍ସି ପକ୍ଷରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି। ଏହି ଯୋଡ଼ି ଏକ...
‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ
ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍ ଭାକ୍ସିନର ଉଭୟ ଡୋଜ ନେଇଥିବା ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ୟୁକେରେ ଭାରତ...
ଟ୍ରେନିଂ ବେଳେ ନିଜକୁ ଉଡାଇଦେଲା ଏଟିଏମ୍ ବମ ଗ୍ୟାଙ୍ଗ
ଦ ହେଗ,୧।୧୦: କ୍ୟାଶ ମେସିନକୁ ବମ୍ରେ ଉଡାଇବା ଲାଗି ଭିଡିଓ ଟ୍ରେନିଂ ଦେଉଥିବା ବେଳେ ବିସ୍ଫୋରଣ ଘଟି ଗ୍ୟାଙ୍ଗର ସଦସ୍ୟକ ମୃତ୍ୟୁ ହୋଇଛି। ଏ ନେଇ ନେଦରଲାଣ୍ଡ ଓ ଜର୍ମାନୀ ପୋଲିସ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ନେଦରଲାଣ୍ଡର ଅଟ୍ରେଚ...
୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…
ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଝରକା ପଟେ ତଳକୁ ଖସି ପଡ଼ିଥିଲେ। ଯାହାଙ୍କୁ...
ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…
କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍ପିଟ୍ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାଇଲଟ ଯେଉଁଭଳି ଗଗନଶ୍ଚୁମ୍ବୀ କୋଠା ମଝିରେ ବିମାନ ଉଡ଼ାଉଥିଲେ, ଯିଏ କେହି ଆଶ୍ଚର୍ଯ୍ୟ...
ମୋବାଇଲରେ ବ୍ୟସ୍ତ ଥିଲେ ମା-ବାପା, ଖଟରୁ ପଡ଼ି ଶିଶୁକନ୍ୟାର ଜୀବନ ଗଲା
ମା-ବାପା ମୋବାଇଲ୍ରେ ଗେମ୍ ଖେଳୁଥିବା ବେଳେ ବିଛଣାରୁ ପଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏପରି ଦୁଃଖଦାୟକ ଘଟଣା ଘଟିଛି ସ୍କଟ୍ଲାଣ୍ଡର ଉତ୍ତର ଲନାର୍କଶେୟାର ସହରରେ। ଏଠାରେ ଜଣେ ୧୯ ମାସର ଶିଶୁକନ୍ୟା ଖଟ ଉପରେ ଶୋଇଥିବା ବେଳେ ଏହି...
Archives


