‘କେବଳ କୂଟନୀତି ୟୁକ୍ରେନ ଯୁଦ୍ଧକୁ ଶେଷ କରିବ’

କିଭ୍‌,୨୧ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ତ ଶାନ୍ତି ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର୍‌ ଜେଲେନ୍‌ସ୍କି ଶନିବାର କିଭ୍‌ ଏବଂ ମସ୍କୋ କଥାବାର୍ତ୍ତା ମଧ୍ୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧ କେବଳ କୂଟନୈତିକ ମାଧ୍ୟମରେ ସମାଧାନ ହୋଇପାରିବ। ସେ କହିଛନ୍ତି ଯୁଦ୍ଧ ରକ୍ତାକ୍ତ ହେବ, ଲଢ଼େଇ ହେବ, କିନ୍ତୁ ଏହା ନିଶ୍ଚିତ ଭାବେ କେବଳ କୂଟନୈତିକ ମାଧ୍ୟମରେ ହିଁ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍‌ ପଦବୀରେ କାର୍ଯ୍ୟ କରୁଛନ୍ତି।...

ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…

ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍‌ ଟେଷ୍ଟ’ ଷ୍ଟଣ୍ଟ୍‌ ସମୟରେ ପ୍ରେମିକ...

ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି ।...

ଶ୍ରୀଲଙ୍କା ରାଜନୀତିରେ ପରିବାରବାଦର ଝଲକ୍‌

କଲମ୍ବୋ,୨୨।୧୧: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଶୁକ୍ରବାର ଅନ୍ତରୀଣ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବା। ତାଙ୍କ...

ପିଲା ଅପରାଧ କଲେ ମା’ବାପାଙ୍କୁ ମିଳିବ ଦଣ୍ଡ

ବେଜିଂ,୧୯ ।୧୦: ଚାଇନା ସଂସଦ ଏଭଳି ଏକ ଆଇନ ପ୍ରଣୟନ ଉପରେ ବିଚାର କରୁଛି, ଯେଉଁଥିରେ ପିଲାମାନଙ୍କର ମାତାପିତାଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିବ...

ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା...

‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି...

ଝିଅମାନଙ୍କୁ ଜହର ଦେଇଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଆୟତୋଲ୍ଲା ଖୋମେନି…

ତେହେରାନ,୮।୩ : ଇରାନର ପ୍ରାୟ ୨୩୦ ଟି ବିଦ୍ୟାଳୟରେ ପାଞ୍ଚ ହଜାରରୁ ଅଧିକ ଛାତ୍ରୀଙ୍କୁ ଜହର ଦିଆଯାଇଥିବା ଅଭିଯୋଗ ନେଇ ଦେଶର ପ୍ରଭାବଶାଳୀ ନେତା ଆୟତୋଲ୍ଲା...

Advertisement
Archives

Model This Week