କଶ୍ମୀର ସମସ୍ୟାର ସମାଧାନ ବିନା ଦକ୍ଷିଣ ଏସିଆରେ ଶାନ୍ତି ଅସମ୍ଭବ: ପାକିସ୍ତାନ
ଇସଲାମାବାଦ,୧୩ ।୧୦: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶି ପୁଣିଥରେ କଶ୍ମୀରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ମଙ୍ଗଳବାର କୁରୈଶି କାଜାକିସ୍ତାନରେ ଏକ ବହୁପାକ୍ଷିକ ବୈଠକରେ କଶ୍ମୀର ପ୍ରସଙ୍ଗକୁ ଉଠାଇ କହିଛନ୍ତି ଭାରତ ସହ କଶ୍ମୀର...
କାବୁଲରେ ନବରାତ୍ରୀ ପାଳନ
କାବୁଲ,୧୩ ।୧୦: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ଏଠାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା କଥା ସାରା ବିଶ୍ୱକୁ ଜଣା । ତାଲିବାନ ଶାସନରେ ଅତିଷ୍ଠ ହୋଇ ପଡିଛନ୍ତି ଆଫଗାନବାସୀ । ହେଲେ ନବରାତ୍ରୀ ଅବସରରେ...
ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ
ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ, ତା’ ଇଚ୍ଛାରେ ସୀମା ନିର୍ଦ୍ଧାରଣ କରାଯିବ ନାହିଁ। ଯଦି ଭାରତ ଯୁଦ୍ଧ କରେ,...
ଡ୍ରୋନ୍ରେ ସହରର ସମସ୍ତଙ୍କ ପାଇଁ ପହଞ୍ଚିଲା ଆଇସ୍କ୍ରିମ୍-ବିୟର…
ତେଲ୍ ଅଭିବ୍,୧୨।୧୦: ଇସ୍ରାଏଲ୍ ଡ୍ରୋନ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଏକ ଇତିହାସ ସୃଷ୍ଟି କରିଛି। ତେଲ୍ ଅଭିବ୍ ସହରରେ ସମସ୍ତଙ୍କ ପାଇଁ ଡ୍ରୋନ୍ରେ ଆଇସ୍କ୍ରିମ୍-ବିୟର ପହଞ୍ଚିଛି। ଏହା ସହିତ ସହରବାସୀ ଚାଉଳରେ ପ୍ରସ୍ତୁତ ହୋଇଥିବା ସୁସ୍ବାଦୁ ଖାଦ୍ୟ ସୁଶି ମଧ୍ୟ...
୧୨ ହଜାର ବର୍ଷ ପୂର୍ବେ ବି ମଣିଷ ବ୍ୟବହାର କରୁଥିଲା ତମାଖୁ…
ଓ୍ବାଶିଂଟନ,୧୨।୧୦: ମଣିଷ ସହିତ ତମାଖୁର ସମ୍ପର୍କ ଏବେକାର ନୁହେଁ। ୧୨ ହଜାର ୩୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ତମାଖୁ ବ୍ୟବହାର କରୁଥିଲା। ଏନେଇ ଉତ୍ତର ଆମେରିକାର ଉଟାହରୁ ପ୍ରମାଣ ମିଳିଛି। ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଗ୍ରେଟ୍ ସଲ୍ଟ ଲେକ୍...
କରୋନା ଭାଇରସ: ତୁର୍କିରେ ସର୍ବାଧିକ ସଂକ୍ରମଣ
ଅଙ୍କାରା,୧୨ ।୧୦: କରୋନା ମହାମାରୀ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା ବେଳେ କେଉଁ କେଉଁ ଦେଶରେ ଏହାର ତୃତୀୟ ଲହର ବି ଦେଖାଦେଇ ସାରିଲାଣି । ତେବେ କରୋନା ସଂକ୍ରମଣରେ ତୁର୍କି ସବୁଠାରୁ ଆଗରେ ରହିଛି । ଏଠାରେ...
ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…
ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସମାନ ସ୍ଥିତି ଯୋଗୁ ପୃଥିବୀରେ ପ୍ରଳୟ ହୋଇ...
ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ୍ !…
ଲଣ୍ଡନ,୧୧।୧୦: ବ୍ରିଟେନ୍ ପକ୍ଷରୁ ରୁଷିଆ ବିରୋଧରେ ଗୁୁରୁତର ଅଭିଯୋଗ ଅଣାଯାଇଛି। ବ୍ରିଟେନ କହିଛି ଯେ, ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ଏବଂ କୋଭିଶିଲ୍ଡ...
ବିଜ୍ଞାନରେ ନୋବେଲ: ମହିଳା ବାଦ୍
ଟକ୍ସନ, ୧୧ା୧୦: ବିଜ୍ଞାନରେ ୨୦୨୧ ବର୍ଷର ନୋବେଲ ବିଜେତା ତାଲିକାରୁ ବାଦ୍ ପଡ଼ିଛନ୍ତି ମହିଳା। ମାତ୍ର କିଛି ବର୍ଷ ଏହି ପୁରସ୍କାର ପାଇଁ ମହିଳାଙ୍କୁ ବଛାଯିବା ପରେ ପୁଣି ଫେରିଛି ପୂର୍ବର ସେହି ପୁରୁଷ ପ୍ରଧାନ ସମାଜ ମନୋଭାବର ଚିରାଚରିତ...
ଆମେ ଜଳବାୟୁ ନ୍ୟାୟ ଚାହୁଁ
ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଅନୁଭୂତ ହେଉଛି। ସବୁଜ ଗୃହ ବାଷ୍ପ ବଢ଼ିବା ସହ...
ମଝି ଆକାଶରେ ଜଳିଗଲା ବିମାନ…
ମସ୍କୋ,୧୦।୧୦: ରୁଷିଆରେ ମଝି ଅକାଶରେ ବିମାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩ ଜଣ ଲୋକ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ସ୍ବଳ୍ପ ଦୂରଗାମୀ ପରିବହନ ବିମାନଟି ତାତାରସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କର...
ପାକିସ୍ତାନ ଆଣବିକ ବୋମା ଜନକ ଅବ୍ଦୁଲ କାଦିରଙ୍କ ପରଲୋକ…
ଇସଲାମାବାଦ୍,୧୦।୧୦: ପାକିସ୍ତାନର ଆଣବିକ ବୋମା ଜନକ ଅବ୍ଦୁଲ୍ କାଦିର ଖାଁଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଛି ଦିନ ତଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ...
Archives


