ଅନ୍ତର୍ଜାତୀୟ

ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଟାର୍ଗେଟ କଲା ଭାରତ…

ଜେନେଭା,୧୦।୧୧: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ଚାଇନାକୁ ଟାର୍ଗେଟ୍‌ କରିଛି। ଚାଇନାର ନାମ ନ ନେଇ କହିଛି ଯେ, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ପାରସ୍ପରିକ ସହଯୋଗ ଏବଂ ନିଜର ବିକାଶ ଧାରାକୁ ଅବ୍ୟାହତ...

ସ୍କୁଲରେ ଜଳିଗଲେ ୨୦ ଛାତ୍ରୀଛାତ୍ର

ନିଆମେ,୯।୧୧: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାଇଜର ଦ୍ୱିତୀୟ ବୃହତ୍‌ ସହର ମାରାଡି ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ପ୍ରଥମ ସ୍ବାସ୍ଥ୍ୟ ସମସ୍ୟା, ଆଗକୁ ନୂଆ ବିପଦ…

ଓଟଓ୍ବା,୯।୧୧: ଜଳବାୟୁ ପରିବର୍ତ୍ତନ ଯେ କେତେଦୂର ଭୟାବହ ତାହାର ପ୍ରମାଣ ଏବେ ଦେଖାଯିବା ଆରମ୍ଭ ହେଲାଣି। କାନାଡାର ଜଣେ ୭୦ ବର୍ଷ ବୟସ୍କା ଜଣେ ମହିଳା ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି। ଏହା ପୃଥିବୀର ପ୍ରଥମ ଜଳବାୟୁ...

ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା ନେଇଛି। ଏବେ ପାକିସ୍ତାନକୁ ଚାଇନା ଏକ ବିନାଶକାରୀ ଯୁଦ୍ଧ ଜାହାଜ ଦେଇଛି, ଯାହା...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ କରିଛନ୍ତି। ସୂଚନାନୁସାରେ, ସ୍ପେସ ଏକ୍ସ କ୍ରୁର ସମସ୍ତ ଚାରିଜଣ ସଦସ୍ୟ ସ୍ପେସ ଷ୍ଟେସନ...

ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୯ା୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତୃତୀୟ ଥର ପାଇଁ ଶାସନ ମୁଖ୍ୟ ମନୋନୀତ ହେବାକୁ ଯାଉଛନ୍ତି। ଏଥିପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ଶାସକ ଦଳ ସିପିସି ପକ୍ଷରୁ...

କୋଭାକ୍ସିନ ନେଇଥିଲେ ବିନା ବାଧାରେ କରିପାରିବେ ବ୍ରିଟେନ ଯାତ୍ରା

ଲଣ୍ଡନ,୯ ।୧୧: ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ ନେଇଥିବା ଲୋକେ ଏଣିକି ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟିଶ ସରକାର ଘୋଷଣା କରିଛନ୍ତି କି ୨୨ ନଭେମ୍ବରରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ସୂଚିରେ ସାମିଲ କରିବେ...

ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ ବାହାରେ ୬ଘଣ୍ଟାରୁ ଅଧିକ ସମୟ ଅତିବାହିତ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ସୋମବାର...

କରୋନା ଟିକା ନେଇ ଯୁବତୀ ହେଲେ କୋଟିପତି

ସିଡନୀ,୮।୧୧:କରୋନା ମହାମାରୀକୁ ଏଡାଇବା ପାଇଁ ଟିକା ନେବା ଜରୁରୀ। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହାର ନାଗରିକମାନଙ୍କୁ ଏହି ପ୍ରକାରର ବାର୍ତ୍ତା ଦେଉଛନ୍ତି। ଟିକା ନେବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରାଉଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଜଣେ...

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍‌ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେହି ସମୟରେ ଅଲ୍‌-କାଦିମି ଘରେ ଥିଲେ। ତେବେ...

ପ୍ରତିଦିନ ବୁଲେଟିନରେ ପ୍ରସାରିତ ହେବ ପାକିସ୍ତାନର ମ୍ୟାପ୍‌

ଇସଲାମାବାଦ୍‌,୮।୧୧: ପାକିସ୍ତାନରେ ପ୍ରତିଦିନ ରାତି ୯ଟା ବୁଲେଟିନରେ ଜାତୀୟ ଓ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲରେ ଦେଶର ନୂଆ ମ୍ୟାପ୍‌ ପ୍ରଦର୍ଶିତ କରାଯିବ। ଏ ନେଇ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟର ଅଥରିଟି (ପେମରା) ନିର୍ଦ୍ଦେଶ ଜାରି କରିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର...

ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍‌ଲାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri