ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ପ୍ରଥମ ସ୍ବାସ୍ଥ୍ୟ ସମସ୍ୟା, ଆଗକୁ ନୂଆ ବିପଦ…

ଓଟଓ୍ବା,୯।୧୧: ଜଳବାୟୁ ପରିବର୍ତ୍ତନ ଯେ କେତେଦୂର ଭୟାବହ ତାହାର ପ୍ରମାଣ ଏବେ ଦେଖାଯିବା ଆରମ୍ଭ ହେଲାଣି। କାନାଡାର ଜଣେ ୭୦ ବର୍ଷ ବୟସ୍କା ଜଣେ ମହିଳା ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି। ଏହା ପୃଥିବୀର ପ୍ରଥମ ଜଳବାୟୁ ପ୍ରଭାବିତ ମାମଲା ବୋଲି କୁହାଯାଉଛି।

ଆଗକୁ ସଚେତନ ନ ହେଲେ ନୂଆ ନୂଆ ବିପଦ ମାଡ଼ି ଆସିବା ସହିତ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଥିବା ପରିବେଶବିତ୍‌ମାନେ ମତପୋଷଣ କରିଛନ୍ତି। ମହିଳାଙ୍କୁ କାନାଡ଼ାର କୁଟନାୟ ଲେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର କାଇଲ୍‌ ମେରିଟ୍‌ ମହିଳାଙ୍କର ଚିକିତ୍ସା କରୁଛନ୍ତି। ସ୍ଥାନୀୟ ଖବରକାଗଜ ଟାଇମ୍ସ୍‌ କଲମନିଷ୍ଟ୍‌ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଅତ୍ୟଧିକ ଗରମ ଏବଂ ଲୁ ଯୋଗୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବା ଡାକ୍ତର ମେରିଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର...

ଭାରତ ଡରରେ ନାଭିଗେଶନ ସିଷ୍ଟମ ବନ୍ଦ କଲା ଚାଇନା…

ବେଜିଂ,୩୦।୧୦: ଭାରତ ଡରରେ ଚାଇନା ଏହାର ନାଭିଗେଶନ ସିଷ୍ଟମ୍‌କୁ ବନ୍ଦ କରି ଦେଇଛି। ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ହଠାତ୍‌ ଏହାର ନାଭିଗେଶନ ସିଷ୍ଟମ...

ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!

ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି...

୫୬୦୦ ଆଫଗାନିସ୍ତାନ ନାଗରିକଙ୍କୁ ନିଜ ଦେଶରୁ ବିଦାକଲା ଇରାନ

ତେହେରାନ,୨୯ା୭: ନିଜ ଦେଶରେ ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟାକୁ ନେଇ ଇରାନ ଆଫଗାନିସ୍ତାନ ନାଗରିକମାନଙ୍କୁ ବିଦାକରିଛି। କାବୁଲରେ ତାଲିବାନ ନେତୃତ୍ୱାଧୀନ ସରକାର କହିଛନ୍ତି, ଗତ କିଛି ସପ୍ତାହ...

ସାଇକେଲ୍‌ରୁ ପଡ଼ିଗଲେ ବାଇଡେନ୍‌, ଭଡିଓ ଭାଇରାଲ

ଓ୍ବାଶିଂଟନ,୧୮ା୬: ଶନିବାର ସକାଳେ ଡେଲାଓ୍ବେର୍‌ସ୍ଥିତ ବେଳାଭୂମି ଘର ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସାଇକେଲରେ ଯାଉଥିବା ବେଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ...

ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ...

ସୋମବାର ସୂର୍ଯ୍ୟକୁ ଅତିକ୍ରମ କରିବ ବୁଧ: ଭାରତରେ ହେବ ନାହିଁ ଦୃଶ୍ୟମାନ

ଓ୍ବାଶିଂଟନ,୧୦।୧୧: ସୋମବାର ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ...

Advertisement
Archives

Model This Week