ମାରିଉପୋଲ ଷ୍ଟିଲ ପ୍ଲାଣ୍ଟରୁ ୧୧ ଶିଶୁଙ୍କ ସମେତ ଉଦ୍ଧାର ହେଲେ ୫୦ ଜଣ
କ୍ୱିଭ,୭ ।୫: ୟୁକ୍ରେନର ମାରିଉପୋଲ ଷ୍ଟିଲ ପ୍ଲାଣ୍ଟ ସୁଡଙ୍ଗରେ ଲୁଚି ରହିଥିବା ୧୧ ଶିଶୁଙ୍କ ସମେତ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ ବିଶାଲ ପରିସରରେ ଲୁଚି ରହି ବନ୍ଦର ସହରକୁ ମସ୍କୋ କବଜାରୁ ରକ୍ଷା କରିବାକୁ…
କ୍ୟାରିନ୍ ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ
ଓ୍ବାଶିଂଟନ,୭ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଭାବେ କୃଷ୍ଣକାୟ କ୍ୟାରିନ୍ ଜିନ୍ପିଏରେଙ୍କ ନାମ ଘୋଷଣା କରିଛନ୍ତି। ଆମେରିକା ଇତିହାସରେ ପ୍ରଥମଥର ପାଇଁ ଜଣେ କୃଷ୍ଣକାୟ ଏବଂ ଏଲ୍ଜିବିଟି ମହିଳାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ମିଳିଛି।…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ
ଜାତିସଂଘ,୭ା୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହେବେନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତ କହିଛି। ଆକ୍ରମଣ ହେଉଥିବା ଅଞ୍ଚଳରୁ ନିରୀହ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବା ଜରୁରୀ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି…
ଆଗରେ ଅନେକ ଆହ୍ବାନ
ମାନିଲା,୭ା୫: ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ମେ’ ୯ରେ ନୂଆ ରାଷ୍ଟ୍ରପତି ବାଛିବ। ୧୯୩୫ ମସିହାରୁ ଚାଲିଥିବା ସାଧାରଣ ନିର୍ବାଚନରେ ଏଥର ସପ୍ତଦଶ ରାଷ୍ଟ୍ରପତି ଓ ଷୋଡ଼ଶ ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ୧୯୮୭ରେ ପ୍ରଣୀତ ଫିଲିପାଇନ୍ସ ସମ୍ବିଧାନ ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି…
ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଶ୍ରୀଲଙ୍କା
କଲମ୍ବୋ,୬।୫: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛି। ରାଷ୍ଟ୍ରପତି ଗୋଟାବାୟା ରାଜାପାକ୍ସେ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…
ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ
ମସ୍କୋ,୬।୫: ୟୁକ୍ରେନ୍ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଲୋଚନା ହୋଇଆସୁଛି। ମସ୍କୋ ୟୁକ୍ରେନ୍…
କ୍ଷମା ମାଗିଲେ ପୁଟିନ୍!
ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି। ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ…
ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ
ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି। ରୁଷିଆ ବିରୋଧରେ ଜାତିସଂଘର ବିଭିନ୍ନ ମଞ୍ଚରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସୁଛି। ଭାରତ ସବୁଥର…
ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ତୈଳ ଦର
ନ୍ୟୁୟର୍କ,୬ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଲାଗିରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ଖାଦ୍ୟ ଏବଂ ଶକ୍ତିର ଅଭାବ ପରିଲକ୍ଷିତ ହେଉଛି। ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ…
ଦୁଇ ଲକ୍ଷ ଶିଶୁଙ୍କୁ ବନ୍ଦୀକରି ରଖିଛି ରୁଷିଆ: ୟୁକ୍ରେନ୍
କ୍ୱିଭ,୬ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧ କିଛିଦିନ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି । ହେଲେ ଏହାରି ଭିତରେ ଉଭୟ ଦେଶର ବହୁ କ୍ଷତି ହାଇଥିଲେ ବି କେହି ମୁଣ୍ଡ ନୁଆଇଁବାକୁ ରାଜି ନୁହେଁ । ରୁଷିଆ ଦ୍ୱାରା ୟୁକ୍ରେନ…
ସମଗ୍ର ବିଶ୍ୱ ପାଇଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବା ଉଚିତ: ଆଣ୍ଟୋନିଓ ଗୁଟେରସ
ୱାଶିଂଟନ,୬ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୨ ମାସରୁ ଅଧିକ ସମୟ ହେଲା ଜାରି ରହିଛି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ନଷ୍ଟ କରି ସାରିଛି । ୭୨ ଦିନ ହେବ ଚାଲିଥିବା ଏହି…
ମସ୍କ ହୋଇପାରନ୍ତି ଟୁଇଟର ସିଇଓ
ଓ୍ବାଶିଂଟନ୍, ୬ା୫: ସ୍ପେସ୍ଏକ୍ସ ମାଲିକ ଏଲନ ମସ୍କ ଟୁଇଟର କିଣିବା ପରେ ଏହାର ସିଇଓ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟୁଇଟର କିଣା ନେଇ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ…
Archives


