ମୃତ୍ୟୁଦଣ୍ଡକୁ ବିରୋଧ କରିପାରିବେ କୁଳଭୂଷଣ
ନୂଆଦିଲ୍ଲୀ, ୧୮।୧୧: ପାକିସ୍ତାନ ଜେଲରେ କଏଦ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଳିବାକୁ ଯାଉଛି ମୃତ୍ୟୁଦଣ୍ଡକୁ ବିରୋଧ କରିବାର ଅଧିକାର। ବୁଧବାର ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଏହି ସମ୍ପର୍କିତ ଏକ ବିଲ୍ ଗୃହୀତ ହୋଇଛି। ମୃତ୍ୟୁ...
୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ବ୍ରାସିଲିଆ,୧୭ା୧୧: ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍-୧୯ ଏକ ବୁଷ୍ଟର୍ ଡୋଜ୍ ଦିଆଯିବ। ଏକ ରିପୋର୍ଟ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ...
କ୍ରିସ୍ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…
ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍ ହୋଇ ରାସ୍ତାକ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା...
ବିପଦ ମାଡ଼ି ଆସୁଛି, ପୃଥିବୀ ମୁହାଁ ବିରାଟ ଗ୍ରହାଣୁ ପିଣ୍ଡ …
ଓ୍ବାଶିଂଟନ,୧୭।୧୧: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ବିଗ୍ ବେନ୍ ଘଣ୍ଟା ଆକାରଠାରୁ ତିନି ଗୁଣା ବଡ଼ ଏକ ଗ୍ରହାଣୁ ପିଣ୍ଡ ପୃଥିବୀ ମୁହାଁ ହୋଇଥିବା ନେଇ ଆମେରିକାର...
ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…
ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ପାକିସ୍ତାନ ଆତଙ୍କବାଦୀମାନେ ଖୋଲା ବୁଲୁଛନ୍ତି ବୋଲି...
ଭାରତ ସହ ସୀମା ଯୁଦ୍ଧ କରୁଛି ଚାଇନା, ପଡ଼ୋଶୀଙ୍କ ପାଇଁ ବଢୁଛି ବିପଦ…
ଓ୍ବାଶିଂଟନ,୧୭।୧୧: ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ଗସ୍ତରୁ ଆମେରିକା ଫେରି ଆସିଥିବା ରିପବ୍ଲିକାନ୍ ପାର୍ଟିର ସାଂସଦ ଜନ କର୍ନିନ ଆମେରିକା ସଂସଦ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି। ସଂସଦରେ ନିଜର ରିପୋର୍ଟ ଉପସ୍ଥାପନ କରି ସେ କହିଛନ୍ତି...
କିପରି କମିବ କାର୍ବନ ନିର୍ଗମନ
ଓ୍ବାଶିଂଟନ୍, ୧୭ା୧୧: ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ ଡାଇଅକ୍ସସାଇଡ୍ ବା ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ଶିଳ୍ପ ବିପ୍ଳବ ପୂର୍ବରୁ ମାନବର...
ପୁଣି ପୃଥିବୀ ପାଇଁ ବିପଦ ଆଶଙ୍କା, ଚାଇନାରୁ ଠାବ ହେଲା ୧୮ ନୂଆ ଭାଇରସ୍
ବେଜିଂ, ୧୬ା୧୧: ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ ପାଇଁ ଏହି ଭୂତାଣୁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଉହାନର...
ଆମେରିକାକୁ ପଛରେ ପକାଇଲା ଚାଇନା
ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି ବୋଲି ମ୍ୟାନେଜମେଣ୍ଟ କନସୋଲେଟ୍ ମ୍ୟାକେଞ୍ଜି ଆଣ୍ଡ କମ୍ପାନୀ ରିପୋର୍ଟରେ ଦର୍ଶାଯାଇଛି। ଗତ ୨...
କାମ୍ପାଲା ସହରକୁ ଥରାଇଲା ସିରିଜ ବିସ୍ଫୋରଣ
କାମ୍ପାଲା,୧୬।୧୧: ଆଫ୍ରିକୀୟ ଦେଶ ଉଗାଣ୍ଡାର ରାଜଧାନୀ କାମ୍ପାଲା ସହରର ସଂସଦ ଭବନ ନିକଟରେ ସୋମବାର ସିରିଏଲ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ସ୍ଥଳଠାରୁ ୧୦୦ମିଟର୍ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍। ତେବେ...
ଆମେରିକାକୁ ଚେତାବନୀ ଦେଲା ଚାଇନା: ନିଆଁ ସହ ଖେଳିଲେ ଜଳିଯିବ
ଓ୍ବାଶିଂଟନ୍,୧୬।୧୧: ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଆମେରିକାକୁ ପୁଣିଥରେ ଧମକ ଦେଇଛି ଚାଇନା। ହ୍ବାଇଟ ହାଉସରେ ଚାଲିଥିବା ଭର୍ଚୁଆଲ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେତାବନୀ ଦେଇଛନ୍ତି ଯେ ତାଇୱାନର ସ୍ବାଧୀନତାକୁ ସମର୍ଥନ କରିବା ଆମେରିକା ପାଇଁ...
ମହାତ୍ମାଙ୍କ ପ୍ରତିମା ଭାଙ୍ଗିଲେ…
ସିଡ୍ନୀ,୧୬।୧୧: ଅଷ୍ଟ୍ରେଲିଆର ମେଲବୋର୍ନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗା ଯାଇଛି। ଲୋକାର୍ପିତ ହେବାର ଗୋଟିଏ ଦିନ ପରେ କେତେକ ଅଜଣା ଲୋକ ଏଭଳି କରିଥିବା କୁହାଯାଉଛି। ଏହାକୁ ନେଇ ଅଷ୍ଟ୍ରେଲିଆରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ନୈରାଶ ଖେଳି...
Archives


