ଅନ୍ତର୍ଜାତୀୟ

ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଦେଖାଯାଇଥିବା ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର କିଛି ଘଣ୍ଟା ଭିତରେ ମହିନ୍ଦା ରାଜପାକ୍‌ସେଙ୍କ ସମର୍ଥକଙ୍କ ଦ୍ୱାରା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେଙ୍କ କାର୍ଯ୍ୟାଳୟ…

ଶ୍ରୀଲଙ୍କା ସ୍ଥିତିକୁ ନେଇ ଟୁଇଟ୍ କଲା ଆମେରିକା

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ କାରଣରୁ ସ୍ଥିତି ଏକଦମ ବିଗିଡି ଯାଇଛି । ଦେଶବ୍ୟାପି ଏବେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଇସ୍ତଫା ଦେବା ପରେ ବି ପ୍ରଦର୍ଶନକାରୀ ମନ୍ତ୍ରୀଙ୍କ…

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ: ଏମ୍‌ପି ସମେତ ୫ ଜଣଙ୍କ ମୃତ୍ୟୁ

କଲମ୍ବୋ,୧୦।୫: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ରାଜପାକ୍‌ସେଙ୍କ ସମର୍ଥକ ଓ ସରକାରଙ୍କୁ ବିରୋଧ କରୁଥିବା…

ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ: ମାର୍କୋସ୍‌ ଜୁନିୟର ଆଗରେ

ମାନିଲା,୧୦।୫: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇ ଭୋଟଗଣତି ଜାରି ରହିଛି। ସ୍ଥାନୀୟ ସମୟରାତି ରାତି ୧ଟା ୪୭ ସୁଦ୍ଧା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ଗଣତି ହୋଇଥିବାବେଳେ ଫର୍ଡିନାଣ୍ଡ ମାର୍କୋସ ଜୁନିୟର ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର…

ନିକଟରେ ଶେଷ ହୋଇ ନ ପାରେ ଯୁଦ୍ଧ

ମସ୍କୋ,୧୦।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏଟ୍‌ ୟୁନିୟନ ବିଜୟର ୭୭ତମ ବାର୍ଷିକୀ ଅବସରରେ ସୋମବାର ରୁଷିଆ ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ରେଡ୍‌ ସ୍କୋୟାରରେ ଅନୁଷ୍ଠିତ ବାର୍ଷିକ ବିଜୟ ଦିବସ ପରେଡ୍‌ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌…

ଘୋଷଣା ହେଲା ପୁଲିତ୍‌ଜର ପୁରସ୍କାର, ସାମିଲ ଅଛନ୍ତି ତିନି ଭାରତୀୟ ଖବରଦାତା

ୱାଶିଂଟନ,୧୦ ।୫: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ପୁଲିତ୍‌ଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ ଭାରତୀୟ ରହିଛନ୍ତି । ଏମାନେ ହେଲେ ଅଦନାନ ଆବିଦି, ସନା ଇରସାଦ ମଟ୍ଟୁ…

ରୁଷିଆର ୨୫ ଶହରୁ ଅଧିକ ସେନାଙ୍କୁ ନିହତ କଲାଣି ୟୁକ୍ରେନ୍‌!

କ୍ୱିଭ,୯ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସରୁ ଅଧିକ ସମୟ ହୋଇଥିଲେ ବି ଅନୁମାନ କରାଯାଉଥିଲା ରୁଷିଆ ମେ’ ୯ରେ ଯୁଦ୍ଧ ସମାପ୍ତି ଘୋଷଣା କରିବ । ହେଲେ ସେମିତି କିଛି ଘଟିଲା ନାହିଁ । ସେପଟେ ୟୁକ୍ରେନ୍ ଏବେ ଦାବି…

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୯।୫: ଦେଶରେ ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେ ସୋମବାର ଇସ୍ତଫା ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ବିରୋଧୀଙ୍କ ଦାବିରେ ରାଜପାକ୍‌ସେ ମୁଣ୍ଡ ନୁଆଁଇ ଏହି ପଦକ୍ଷେପ ନେଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ସ୍ବାର୍ଥ ପାଇଁ…

ଟୁଇଟ୍‌ ଦେଖି ରାଗିଗଲେ ଏଲନ ମସ୍କଙ୍କ ମା’

କାଲିଫର୍ଣ୍ଣିଆ,୯।୫: ଟେସଲା କମ୍ପାନୀର ସିଇଓ ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋମବାର ସେ ମୃତ୍ୟୁ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ଖୁବ୍‌ ଆଲୋଚନା ହେଉଛି। ତାଙ୍କ ମା’ ମାୟେ ମସ୍କ ଏହି ଟୁଇଟ୍‌କୁ ଆଦୌ…

ୟୁକ୍ରେନରେ ଆମେ ଜମି ପାଇଁ ଲଢୁଛୁ: ପୁଟିନ

ମସ୍କୋ,୯।୫: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ୭୭ତମ ବିଜୟ ଦିବସ ପାଳନ କରୁଛି। ଏହି ଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟ ଘୋଷଣା କରିଥିଲା। ସୋମବାର ୭୭ତମ ବିଜୟ ଦିବସକୁ ସମ୍ବୋଧିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ…

ୟୁକ୍ରେନ୍‌ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…

କ୍ୱିଭ୍‌, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେଇଛି। ୟୁକ୍ରେନ୍‌ର ବ୍ରହ୍ମାସ୍ତ୍ର ମାଡ଼ରେ ୟୁକ୍ରେନ ଏଭଳି ଘଟିଛି। ୟୁକ୍ରେନ୍‌…

ବାପା ହେବେ ପୁଟିନ୍‌, ଗର୍ଲଫ୍ରେଣ୍ଡ୍‌ ଆଲିନା ପୁଣି ଗର୍ଭବତୀ…

ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା ଗର୍ଲଫ୍ରେଣ୍ଡ ଆଲିନା କବାବା ପୁଣି ଥରେ ଗର୍ଭବତୀ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri