ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ
କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ…
ଭାରତ-ନେପାଳ ମଧ୍ୟରେ ୬ ଏମ୍ଓୟୁ
କାଠମାଣ୍ଡୁ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ ଅବସରରେ ସୋମବାର ଦୁଇ ଦେଶ ମଧ୍ୟରେ ୬ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର୍ ବାହାଦୁର ଦେଉବାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ…
ରାଷ୍ଟ୍ରପତି..ଆମେ କରି ଦେଖାଇଲୁ
କିଭ୍/ମସ୍କୋ, ୧୭ା୫: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍ ସଫଳ…
ଆଭିମୁଖ୍ୟ ବଦଳାଉଛନ୍ତି ‘ନିରପେକ୍ଷ’
ଲଣ୍ଡନ/ଓ୍ବାଶିଂଟନ୍, ୧୭ା୫: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ସାରା ବିଶ୍ୱରେ ଭୂରାଜନୈତିକ ଦୃଶ୍ୟପଟ ଦ୍ରୁତଗତିରେ ବଦଳିବାରେ ଲାଗିଛି। ରୁଷିଆକୁ ବଳହୀନ କରିବାକୁ ନାଟୋ ଏହାର ସୀମା ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି। ୟୁରୋପ-ଆଟଲାଣ୍ଟିକ୍ ନିରାପତ୍ତା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ…
ଇମ୍ରାନ୍ଙ୍କ ଫୋନ୍ ଚୋରି
ଇସଲାମାବାଦ,୧୭।୫: ପାକିସ୍ତାନ ସିଆଲକୋଟ ବିମାନବନ୍ଦରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ୨ଟି ଫୋନ ଚୋରି ହୋଇଯାଇଛି। ସୋମବାର ଇମ୍ରାନ୍ଙ୍କ ମୁଖପାତ୍ର ଶେହବାଜ ଗିଲ୍ଲ୍ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି। ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍ ଶନିବାର ଏକ ଦଳୀୟ ରାଲିକୁ ସମ୍ବୋଧନ…
ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ
ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ଇସ୍ତଫା ଗ୍ରହଣ କରି ନେଇଛନ୍ତି । ସୂଚନା…
ମସଜିଦ୍ ନିକଟରେ ବଡ଼ ବିସ୍ଫୋରଣ
କରାଚି,୧୭।୫: କରାଚିର ଖରାଦର ଅଞ୍ଚଳରେ ଥିବା ନ୍ୟୁ ମେମୋନ ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି। ଖରାଦାର ଅଞ୍ଚଳରେ ଥିବା ବୋଲ୍ଟନ ମାର୍କେଟ ନିକଟରେ ଏହି…
ରୁଷିଆ ସୀମାରେ ୟୁକ୍ରେନ୍ ସୈନ୍ୟ
କିଭ୍/ମସ୍କୋ, ୧୬ା୫: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍ ସଫଳ…
ମାତ୍ର ଗୋଟିଏ ଦିନର ପେଟ୍ରୋଲ ବାକି
କଲମ୍ବୋ,୧୬।୫: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ…
ଦ୍ରୁତ ଗତିରେ ବଢିଚାଲିଛି କରୋନା, ସହରରେ ଲକ୍ଡାଉନ
ପୋଙ୍ଗାଙ୍ଗ୍,୧୬।୫: କରୋନା ସଂକ୍ରମଣ କାରଣରୁ ଉତ୍ତର କୋରିଆ ସ୍ଥିତି ଦିନିକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ ମୋଟ ୮,୨୦,୬୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୨ ଜଣ କାରୋନାରେ ପ୍ରାଣ ହରାଇଥିବା ବେଳେ ରବିବାର ଏକକାଳିନ ୧୫ ଜଣଙ୍କ ପ୍ରାଣହାନି ଘଟିଛି।…
ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦେଖି ନେପାଳ ଲୋକ ବହୁତ ଖୁସି: ମୋଦି
କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସହଭାଗୀତାରେ ନୂତନ କ୍ଷେତ୍ର ଅନୁସନ୍ଧାନ ଏବଂ…
ଆକ୍ରମଣକାରୀଙ୍କ ଗିରଫ ପାଇଁ ପୋଲିସ ଉପରେ ଚାପ
କଲମ୍ବୋ,୧୬ା୫: ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ରାଜପାକ୍ସେ ପରିବାରର ବିଶ୍ୱସ୍ତବାଦୀଙ୍କୁ ଗିରଫ କରିବା ପାଇଁ ଶ୍ରୀଲଙ୍କାରେ ପୋଲିସ ଉପରେ ସୋମବାର ଚାପ ପଡ଼ିଛି। ଏହି ହିଂସାରେ ୯ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ…
Archives


