ଲକ୍ଡାଉନ୍ରେ ଗର୍ଭବତୀ ନାବାଳିକାଙ୍କ ସଂଖ୍ୟା ବୃଦ୍ଧି, ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବଢ଼ିଲା…
ହରାରେ, ୨୮।୫ : ଜିମ୍ବାୱେରେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୬ ବର୍ଷ ବୟସ ଥିଲା। ମାତ୍ର ଏବେ ଏହାକୁ ଅସାମ୍ବିଧାନିକ ଘୋଷିତ କରାଯାଇଛି। ଜିମ୍ବାୱେର ସାମ୍ବିଧାନିକ କୋର୍ଟ କହିଛନ୍ତି ଯେ…
ଇମ୍ରାନ ହତାଶ
ଇସଲାମାବାଦ,୨୮ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ବି ରାଜନୈତିକ ଉତ୍ତେଜନା ଲାଗି ରହିଛି। ପାକିସ୍ତାନର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅସନ୍ତୋଷ ଜଳ ଜଳ ଦେଖାଯାଉଛି। ଗତ ବୁଧବାର ଇମ୍ରାନଙ୍କ ନେତୃତ୍ୱରେ ଇସଲାମାବାଦରେ ଏକ ବିରୋଧ ପ୍ରଦର୍ଶନ…
ଜୁନ୍ ୨୪ରେ ମୋଦି-ପୁଟିନ୍-ଜିନ୍ପିଙ୍ଗ ଭେଟ…
ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବ୍ରିକ୍ସ…
ୟୁକ୍ରେନର ଲିମାନ ସହରକୁ କବ୍ଜା କଲା ରୁଷିଆ
ମସ୍କୋ,୨୮ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘଦିନ ଧରି ଲାଗିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି। ଏହି ସମୟରେ ପୁଟିନଙ୍କ ସୈନ୍ୟବାହିନୀ ୟୁକ୍ରେନର ଲିମାନ ସହରକୁ ମଧ୍ୟ କବ୍ଜା କରି ନେଇଛନ୍ତି।…
ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…
ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆ ପକ୍ଷରୁ କୁହାଯାଇଛି ଯେ ୱୁପିଙ୍ଗ ଜିଲାର ସୂଚନା କାର୍ଯ୍ୟାଳୟର ସୂତ୍ର…
ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଉ ନଅଟି ଦ୍ୱୀପ ଦେଶ ଉପରେ ନଜର ପକାଇଲା ଚାଇନା: ବଢିଲା ଶୀତଳ ଯୁଦ୍ଧ, ବିଶ୍ୱଯୁଦ୍ଧ ଆଶଙ୍କା
ବେଜିଂ,୨୮ ।୫: ଚାଇନା ସୋଲେମନ ଆଇସଲ୍ୟାଣ୍ଡ ସହ ଏପ୍ରିଲ ମାସରେ ସୁରକ୍ଷା ଚୁକ୍ତି କରିବା ପରେ ଆମେରିକା ଓ ସହଯୋଗୀ ଦେଶର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ପରମ୍ପରାଗତ ଭାବେ ଆମେରିକା ନୌସେନାର ପ୍ରଭାବ…
ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ
ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ଏହାର ଜରିଆ କରାଯାଇଛି । ଦେଶକୁ ସମ୍ବୋଧନ ଦେବା ଅବସରରେ ସେ…
ଶ୍ରୀଲଙ୍କା ଆର୍ଥିକ ସଙ୍କଟ: ଭାରତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ
କଲମ୍ବୋ,୨୮ ।୫: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ କିଛି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଥିବା ବେଳେ ପଡୋଶୀ ଦେଶ ଭାବେ ଭାରତ ବି ଶ୍ରୀଲଙ୍କାକୁ ସହଯୋଗ କରିଛି । ଆଉ…
‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ବୁକର
ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍ର ପ୍ରାଇଜ୍ ପାଇଛି। ଲଣ୍ଡନରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଔପନ୍ୟାସିକା ଗୀତାଞ୍ଜଳି ଓ ଇଂଲିଶ୍ ଅନୁବାଦିକା ଡେଜି…
ଶ୍ରୀଲଙ୍କା-ପାକିସ୍ତାନ ପରେ ଭାରତର ଏହି ପଡ଼ୋଶୀ ଦେଶରେ ଉପୁଜୁଛି ଖାଦ୍ୟ ସଙ୍କଟ
ଥିମ୍ଫୁ,୨୭।୫: ଇନ୍ଧନ ଆମଦାନୀ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଖାଦ୍ୟ ଶସ୍ୟର ଘରୋଇ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଯୋଗୁ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନ ଭୟଙ୍କର ଖାଦ୍ୟାଭାବ ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ…
‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’
କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍ବେରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି।…
ଭୂକମ୍ପରେ ଥରିଲା ପେରୁ
ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ…
Archives


