ଅନ୍ତର୍ଜାତୀୟ

ପୋଲାଣ୍ଡ-ହଙ୍ଗେରିରେ ଶିକ୍ଷକଙ୍କ ଅଭାବ: କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଅମଙ୍ଗ…

ଓ୍ବାରର୍ସ/ବୁଧାପେଷ୍ଟ, ୪।୯ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପୋଲାଣ୍ଡ ଏବଂ ହଙ୍ଗେରିରେ ଅନୁଭୁତ ହେବାରେ ଲାଗିଛି। ଉଭୟ ଦେଶ ୟୁକ୍ରେନ ଶରଣାର୍ଥୀଙ୍କ ସମସ୍ୟା ସହ ମୁକାବିଲା କରୁଥିବାରୁ ଏହି ସମସ୍ୟା ଆହୁରି ଖରାପ ହେବାକୁ…

ତାଇଓ୍ବାନ ଆଣିବ ଘାତକ କ୍ଷେପଣାସ୍ତ୍ର

ଓ୍ବାଶିଂଟନ୍‌, ୪ା୯: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ମାସେ ପୁରିଥିଲେ ହେଁ ବେଜିଂ ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଏହାଭିତରେ ଆମେରିକା-ତାଇଓ୍ବାନ ଯୁଦ୍ଧାସ୍ତ୍ର ଡିଲ୍‌ ଯୋଗୁ ଡ୍ରାଗନ୍‌ ଆହୁରି ଉତ୍ତେଜିତ ହୋଇଛି। ଶକ୍ତିଶାଳୀ…

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) ଅନୁଯାୟୀ,…

ତୁମେ ପରଜୀବୀ,ଭାରତ ଫେରିଯାଅ

ପୋଲାଣ୍ଡରେ ଜଣେ ଭାରତୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେଠାରେ ଜଣେ ଆମେରିକୀୟ ତାଙ୍କୁ ପରଜୀବୀ ଏବଂ ଅନୁପ୍ରବେଶକାରୀ କରିବା ସହ ନିଜ ଦେଶକୁ ଫେରିଯିବା ଲାଗି ଆହ୍ବାନ ଦେଇଥିଲେ। ଭାରତୀୟଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବାବେଳେ ତାଙ୍କ ପ୍ରତି ହୋଇଥିବା…

ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର

ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ ଦଲାଇ ଲାମା ତେନଜିନ ଗ୍ୟାତ୍ସୋର ପରବର୍ତ୍ତି ଉତ୍ତରାଧିକାରୀ ଚୟନ କରିବାର ଏକ ମାତ୍ର ଅଧିକାର…

ସୁରକ୍ଷିତ ଭାବେ ଅବତରଣ କଲା ହାଇଜାକ୍ ହୋଇଥିବା ବିମାନ, ପାଇଲଟ ଗିରଫ

ୱାଶିଂଟନ,୪ ।୯: ଆମେରିକାର ମିସିସିପି ରାଜ୍ୟରେ ଜଣେ ପାଇଲଟ ଏକ ବିମାନକୁ ଜାଣିଶୁଣି ଦୁର୍ଘଟଣା ଘଟାଇବାକୁ ଧମକ ଦେବା ପରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । କିଛି ଘଣ୍ଟା ପରେ ଗଭର୍ନର ଟେଟେ ରିଭସ୍ ଏକ ଆଶ୍ୱସ୍ତିକର ଖବର ଦେଇ କହିଛନ୍ତି,…

ଗାନ୍ଧୀ-ମଣ୍ଡେଲା ଭିତ୍ତି ଚିତ୍ର ଲୋକାର୍ପିତ…

କେପ୍‌ଟାଉନ୍‌, ୩।୯ : ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ, ନେଲସନ୍‌ ମଣ୍ଡେଲା, ଦେଶମଣ୍ଡ୍‌ ଟୁଟୁ, ଅହମଦ କଥରାଡା ଏବଂ ଅନ୍ୟ ନେତାଙ୍କ ଭିତ୍ତି ଚିତ୍ର କାନ୍ଥରେ ଲୋକାର୍ପିତ କରାଯାଇଛି। ଏହାକୁ ମୂଳ ଭାରତୀୟ ଚିତ୍ରକର ନନ୍ଦା ସୋବେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।…

ପ୍ରଳୟଙ୍କରୀ ବନ୍ୟା, ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଲା ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୧,୨୬୫ ଛୁଇଁଲା..

ଇସଲାମାବାଦ, ୩।୯ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପାକିସ୍ତାନ ଶନିବାର ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଛି। ଏହା ସହିତ ପାକିସ୍ତାନ ଆଶା ପ୍ରକାଶ କରିଛି ଯେ, ଅନ୍ତର୍ଜାତୀୟସ୍ତରରୁ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଇତିମଧ୍ୟରେ…

ଦ୍ୱିତୀୟ ଥର ବିଫଳ ହେଲା ନାସାର ଚନ୍ଦ୍ର ମିଶନ…

ଓ୍ବାଶିଂଟନ, ୩।୯ : କ୍ରମାଗତ ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି…

ଚନ୍ଦ୍ରକୁ ମଣିଷ ପଠାଇବ ନାସା

ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’…

ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍‌ ଚାନେଲ

ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍‌ ଚାନେଲ ଏଆର୍‌ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…

ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…

ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା କରାଯାଉଛି। ଚିଲିର ସାମ୍ପ୍ରତିକ ଅର୍ଥନୈତିକ ଏବଂ ସାମାଜିକ ଅସମାନତାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?