ଲିଜ୍‌ ଟ୍ରସ୍‌ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨।୯: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍‌ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରାୟ ଏକ ଡଜନ ବିତର୍କ ଏବଂ ତିନୋଟି ଟିଭି ବିତର୍କ ପରେ ପ୍ରତିଦ୍ୱନ୍ଦ୍ୱୀ ଲିଜ ଟ୍ରସ ସୁନକଙ୍କଠାରୁ ଆଗରେ ଅଛନ୍ତି। କଞ୍ଜରଭେଟିଭ୍‌ ପାର୍ଟି ସଦସ୍ୟଙ୍କ ପାଇଁ ମତଦାନ ଶୁକ୍ରବାର ଶେଷ ହୋଇଛି।
ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ତାର ଫଳାଫଳ ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ। ପରଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିକଟରେ ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ।
ଜନସନଙ୍କ ଇସ୍ତଫା ଘୋଷଣା ହେବାର ଏକ ମାସ ପରେ, ପ୍ରାୟ ୨୦୦,୦୦୦ ଟୋରୀ ସଦସ୍ୟ (କଞ୍ଜରଭେଟିଭ୍‌ ପାର୍ଟିର ସମର୍ଥକ କିମ୍ବା ସଦସ୍ୟ)ଙ୍କ ଦ୍ୱାରା ମେଲ ଏବଂ ଅନଲାଇନ ଭୋଟ ଅଗଷ୍ଟ ମାସ ଆରମ୍ଭ ହୋଇ ଶୁକ୍ରବାର ୫ଟାରେ ଶେଷ ହୋଇଥିଲା। ଏଥିରେ ଲିଜ୍‌ ଟ୍ରସ୍‌ ଆଗରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ

ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ...

ଏଲନ୍‌ ମସ୍କଙ୍କ ତିନି ବର୍ଷୀୟା ସାବତ ଭଉଣୀ

ଓ୍ବାଶିଂଟନ୍‌, ୧୬ା୭: ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମାଲିକ ଏଲନ୍‌ ମସ୍କଙ୍କର ଜଣେ ୩ ବର୍ଷୀୟା ଭଉଣୀ ଅଛନ୍ତି। ଏଲନଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କଙ୍କ...

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ,...

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ୨୦୨୦ ବର୍ଷର ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୯ ।୧୦: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ(ଡପ୍ଲୁଏଫ୍‌ପି)କୁ ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଛି ।...

ନେପାଳ-ଭାରତ ମଧ୍ୟରେ ୭ ସୂତ୍ରୀୟ ଜଳ ସମାଧାନ ଚୁକ୍ତି

କାଠମାଣ୍ଡୁ,୨୪ା୯: ଜଳସମ୍ପଦ ସହ ଜଡ଼ିତ ନେପାଳ ଏବଂ ଭାରତର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭ ସୂତ୍ରୀୟ ଚୁକ୍ତି ହୋଇଛି। ଜଳ ସମ୍ପଦ ମିଳିତ କମିଟିର ନବମ...

ତିବ୍ବତରେ ସମରାଭ୍ୟାସ କରୁଛି ଚାଇନା

ବେଜିଂ,୬।୧: ଚାଇନା ସେନା ଭାରତ ସୀମାକୁ ଲାଗି ରହିଥିବା ଉଚ୍ଚସ୍ଥାନ ତିବ୍ବତରେ ବଡ ଧରଣର ସମରାଭ୍ୟାସ କରୁଥିବା ସୂଚନା ମିଳିଛି। ସେଠାରେ ଚାଇନା ସେନା ପକ୍ଷରୁ...

ଫ୍ରିଜର ଟ୍ରକ୍‌ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…

ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର...

ସିନୋଭାକ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍‌ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...

Advertisement
Archives

Model This Week