ଅନ୍ତର୍ଜାତୀୟ

‘କ୍ୱିଭ ସ୍ଥିତି ଗମ୍ଭୀର, କିନ୍ତୁ ନିୟନ୍ତ୍ରଣରେ ଅଛି’

ନୂଆଦିଲ୍ଲୀ,୩।୩: ୟୁକ୍ରେନର ରାଜଧାନୀ କ୍ୱିଭର ସ୍ଥିତି ଗମ୍ଭୀର ଅଛି, କିନ୍ତୁ ନିୟନ୍ତ୍ରଣରେ ଅଛି। ରାତିଅଧିଆ ଆକ୍ରମଣରେ କୌଣସି ମୃତାହତ ହୋଇନାହିଁ। ରାତିରେ ଘଟିଥିବା ବିସ୍ଫୋରଣ ରୁଷିଆ ମିସାଇଲକୁ ନଷ୍ଟ କରିବା ପାଇଁ ୟୁକ୍ରେନ ବାୟୁ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକ...

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ...

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚେତାବନୀ: ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭକୁ ଘେରି ରହିଛନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ୟୁକ୍ରେନରୁ ରୁଷିଆର ସୈନ୍ୟ...

‘ରୁଷିଆର ଏବେ କେବଳ ୪ ବନ୍ଧୁ ଅଛନ୍ତି’

କ୍ୱିଭ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆ ଦିନକୁ ଦିନ ଆକ୍ରୋଶମୂଳକ ହୋଇପଡ଼ିଛି। ଏସବୁ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷିଆକୁପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,...

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନର ବାହାରେ ଥିବା ଲୋକମାନେ...

ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ କରି ରୁଷିଆର ସୈନିକମାନଙ୍କୁ ୟୁକ୍ରେନରୁ...

ଖାଦ୍ୟ ପାଇଁ ଲାଗିଛି ଧାଡ଼ି, ମହାକାଶରୁ ଦେଖି ହେଉଛି

ନୂଆଦିଲ୍ଲୀ,୩।୩: ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନର କିଛି ନୂଆ ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଓ ଜଳୁଥିବା ବିଲ୍ଡିଂ ଦେଖିବାକୁ ମିଳୁଛି। ରାଜଧାନୀ କ୍ୱିଭ ଏବଂ ଚେରନିହିବର ସୁପରମାର୍କେଟ୍ସରେ ଖାଦ୍ୟ...

ପାର୍ଲାମେଣ୍ଟ ଭିତରେ ବସି ଶପିଂ କରୁଥିଲେ ମହିଳା ଏମ୍‌ପି

କ୍ୱାଲାଲମପୁର୍‌,୩।୩: ଗଣତାନ୍ତ୍ରିକ ଦେଶଗୁଡିକରେ ସରକାର ନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ଦ୍ୱାରା ପରିଚାଳିତ ହୁଏ। ସଂସଦରେ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ଅଟେ। ଲୋକଙ୍କ ସମସ୍ୟା ସଂସଦରେ ଉପସ୍ଥାପନ କରିବା ଏମ୍‌ପିଙ୍କ କାର୍ଯ୍ୟ। କିନ୍ତୁ ଅନେକ...

‘ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦେଖି ଚାଇନା ଖୁସ୍‌’

ଓ୍ବାଶିଂଟନ୍‌,୩।୨: ୟୁକ୍ରେନ ଉପରେ ରୁଷିଆର ସେନାର ଆକ୍ରମଣର ଆଜି ହେଉଛି ଅଷ୍ଟମ ଦିନ। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସି...

୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷିଆ

କ୍ୱିଭ୍‌,୩ା୩: ଗୁରୁବାର ହେଉଛି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏଥିପାଇଁ ବାୟୁସେନାର ସାହାଯ୍ୟ...

‘ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆସିନାହିଁ’

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତୀୟ ସରାକର। ଫସିଥିବା ଭାରତୀୟ ନାଗରିକଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଯୋଗାଯୋଗ ରଖିଥିବା କୁହାଯାଇଛି। “କୌଣସି ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ...

ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଘୋଷଣା ଭାବେ ବ୍ୟାଖ୍ୟା କରାଯାଇପାରେ ବୋଲି ଏଜେନ୍ସି କହିଛି। ଯାହା ଯୁଦ୍ଧ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri