ଅନ୍ତର୍ଜାତୀୟ

ୟୁକ୍ରେନ ଡ୍ୟାମ ଉପରେ ରୁଷିଆର ମିଶାଇଲ ମାଡ, ସାମୁହିକ କବରରୁ ମିଳିଲା ୪୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୯: ଦୀର୍ଘ ପ୍ରାୟ ୭ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଉଭୟ ଉଭୟଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏବେ ରୁଷିଆ ସେନାଙ୍କ ହାତରୁ କିଛି ଅଞ୍ଚଳକୁ ୟୁକ୍ରେନ୍ ସେନା ଫେରାଇ ଆଣୁଥିବା ବେଳେ ରୁଷିଆ…

ଶେଫାଳି ନେଦରଲାଣ୍ଡ୍‌ସରେ ଆମେରିକା ରାଷ୍ଟ୍ରଦୂତ

ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଦୁଗଲ୍‌ଙ୍କୁ ୟୁଏସ୍‌ ସିନେଟ୍‌ ନେଦରଲାଣ୍ଡ୍‌ସ ପାଇଁ ରାଷ୍ଟ୍ରଦୂତ ଚୟନ କରିଛି। ୫୦ ବର୍ଷୀୟା ଶେଫାଳିଙ୍କ ପ୍ରାର୍ଥୀତ୍ୱ ଧ୍ୱନିମତରେ ଆମେରିକା ସିନେଟ୍‌ରେ ପାରିତ ହୋଇଥିଲା। ଶେଫାଳୀ ଜଣେ କଶ୍ମୀରୀ ପଣ୍ଡିତ। ହରିଦ୍ୱାରରେ…

ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେଲିଙ୍କ ସହର ଶିକାଗୋସ୍ଥିତ ଏକ ଫେଡେରାଲ କୋର୍ଟରେ ପ୍ରାୟ ମାସେ ଧରି ଶୁଣାଣି ଚାଲିବା…

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନାହିଁ ଏସବୁ ଦେଶର କୌଣସି ପ୍ରତିନିଧି

ଲଣ୍ଡନ,୧୫ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତେଷ୍ଟି ପ୍ରକ୍ରିୟା ସୋମବାର ଅର୍ଥାତ୍ ୧୯ ସେପ୍ଟେମ୍ବରରେ କରାଯିବ । ବ୍ରିଟେନରେ ଦଶକ ପରେ ଏମିତି ଏକ ସୁଯୋଗ ଆସିଛି ଯେଉଁଠି ଏତେ ବଡ ସଂଖ୍ୟାରେ ରାଜ ପରିବାର ଓ ସାରା ବିଶ୍ୱର…

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ନିକଟରେ ବେହୋସ ହୋଇ ପଡ଼ିଗଲେ ଅଙ୍ଗରକ୍ଷୀ, ଭିଡିଓ ଦେଖିଲେ…

ଲଣ୍ଡନ,୧୫ା୯: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବୁଧବାର ଲଣ୍ଡନର ବକିଂହାମ୍‌ ପ୍ୟାଲେସରୁ ଶେଷ ଦର୍ଶନ ପରେ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍‌କୁ ଅଣାଯାଇଥିଲା। ଅନ୍ତିମ ସଂସ୍କାର ପୂର୍ବରୁ ସୋମବାର ପର୍ଯ୍ୟନ୍ତ ଏଲିଜାବେଥ୍‌ଙ୍କ କଫିନ ଏଠାରେ ରହିବ। ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା…

ପୁଟିନ୍‌ଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର…

ମସ୍କୋ, ୧୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଲାଗି ଏକ ଷଡ଼ଯନ୍ତ୍ର କରାଯାଇଥିବା ଦାବି ହୋଇଛି। ଦାବି କରାଯାଇଛି ଯେ ତାଙ୍କ…

ବନ୍ୟା ପରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୯ ଜଣଙ୍କ ଜୀବନ ଗଲାଣି

ଇସଲାମାବାଦ,୧୫ା୯: ପାକିସ୍ତାନରେ ପ୍ରବଳ ବନ୍ୟା ପରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଯେ, ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ବନ୍ୟା ପରି ବିପର୍ଯ୍ୟୟ ସମସ୍ୟାର ସମ୍ମୁଖୀନ ହେବା ପରେ…

ଗୁରୁ ଗ୍ରନ୍ଥ ସାହେବ ନେଇ ଭାରତ ଫେରୁଥିବା ଭାରତୀୟଙ୍କୁ ରୋକିଲା ତାଲିବାନ, ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଅପିଲ୍‌…

କାବୁଲ, ୧୫।୯ : ତାଲିବାନ ୧୧ ସେପ୍ଟେମ୍ବରରେ ଭାରତ ଅଭିମୁଖେ ଫେରୁଥିବା ଏକ ଶିଖ ଦଳଙ୍କୁ ଅଟକାଇଛି। ସେମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ନେଇ ଭାରତ ଫେରୁଥିଲେ। ଏହି ଧାର୍ମିକ ଗ୍ରନ୍ଥ ଆଫଗାନିସ୍ତାନର ଐତିହ୍ୟର ଏକ ଅଂଶ ଭାବରେ ବିବେଚନା…

ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍‌…

ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଶାସନ ଏଭଳି ଲୋକଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ…

ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ ପବନ…

ଗ୍ରହାଣୁ ପିଣ୍ଡ ସହ ଧକ୍କା ହୋଇ ନଷ୍ଟ କରିବ ନାସାର ଡାର୍ଟ ମିଶନ ମହାକାଶ ଯାନ…

ଓ୍ବାଶିଂଟନ, ୧୫।୯ : ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ମାସ ଶେଷରେ ଏହାର ଡାର୍ଟ (ଡବଲ ଆଷ୍ଟେରଏଡ ରିଡାଇରେକଶନ ଟେଷ୍ଟ) ମିଶନ ଆରମ୍ଭ କରିବାକୁ ଯାଉଛି। ଯାହା ଅଧୀନରେ ନାସା ଜାଣିଶୁଣି ଗ୍ରହାଣୁପିଣ୍ଡ ସହ ମହାକାଶଯାନର ଧକ୍କା କରି ଏସବୁକୁ…

ବାଇଡେନଙ୍କ ସରକାରରେ ୧୩୦ ପଦବୀରେ ଭାରତୀୟ…

ଓ୍ବାଶିଂଟନ, ୧୫।୯ : ଆମେରିକା ସରକାର ଭାରତୀୟମାନଙ୍କର ବୌଦ୍ଧିକ ଏବଂ ପ୍ରଶାସନିକ ଦକ୍ଷତାକୁ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ତାଙ୍କ ଶାସନରେ ୧୩୦ ଜଣ ଭାରତୀୟଙ୍କୁ ନିଯୁକ୍ତ କରିଛନ୍ତି। ଭାରତୀୟ ମୂଳ ଜନସଂଖ୍ୟା ଆମେରିକୀୟ ଜନସଂଖ୍ୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?