ଅନ୍ତର୍ଜାତୀୟ

ଦକ୍ଷିଣ ଆଫ୍ରିକାରେ ବଡ ଧରଣର ସଡ଼କ ଦୁର୍ଘଟଣା, ୧୯ ଛାତ୍ରଙ୍କ ସମେତ ୨୧ ମୃତ

କେପ ଟାଉନ,୧୮ ।୯: ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନତାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧୯ସ୍କୁଲ ଛାତ୍ରଙ୍କ ସମେତ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶର ଆପାତକାଳୀନ ଚିକିତ୍ସା ସେବାର ସୂଚନା ଅନୁଯାୟୀ, ଘଟଣା…

୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତିମ ସଂସ୍କାର ସାରା ଦେଶରେ…

ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇନାହିଁ। ତେବେ ଆମେରିକାର…

୨୦୨୭ ସୁଦ୍ଧା ତାଇଓ୍ବାନକୁ ଦଖଲ କରିବା ଚାଇନାର ଲକ୍ଷ୍ୟ…

ବେଜିଂ, ୧୭।୯ : ନିକଟରେ ଚାଇନ ଏବଂ ତାଇୱାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ପରିସ୍ଥିତି ଯୁଦ୍ଧରେ ପହଞ୍ଚିଥିଲା କିନ୍ତୁ ଉଭୟ ପକ୍ଷ ନିଜର ଧୈର୍ଯ୍ୟ ହରାଇ ନଥିଲେ। ଫଳରେ ଯୁଦ୍ଧ ସ୍ଥିତି ସାମୟିକ ଟଳି ଯାଇଥିଲା। ଆମେରିକା ତାଇୱାନକୁ…

ପାକିସ୍ତାନକୁ ମିଳିବ ନୂଆ ସେନାମୁଖ୍ୟ

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ଶନିବାର କହିଛନ୍ତି ଯେ, ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ନୂଆ ସେନା ମୁଖ୍ୟ ନିଯୁକ୍ତ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ପରେ ନୂତନ ସରକାରଙ୍କ ଦ୍ୱାରା ଦେଶର…

ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରାରେ ଗିରଫ ହେଲେ ଜଣେ ବ୍ୟକ୍ତି

ଲଣ୍ଡନ,୧୭ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଲଣ୍ଡନର ଓ୍ବେଷ୍ଟମିନଷ୍ଟର ହଲରେ ସ୍ବର୍ଗତ ରାଣୀଙ୍କ କଫିନ ରଖାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ରାଣୀଙ୍କୁ ସମ୍ମାନ ଜଣାଇବାକୁ ଆସିଥିଲେ। ଏହି ସମୟରେ କଫିନ…

‘ଭାରତକୁ ଉପକୃତ କରୁଛନ୍ତି ଇମ୍ରାନ’

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ପାକିସ୍ତାନ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ ବନ୍ଦ କରିବାକୁ ସେ ଇମ୍ରାନଙ୍କୁ କହିଛନ୍ତି। କାରଣ ଭାରତ ଏହାର ଫାଇଦା ନେଉଛି। ପ୍ରତିରକ୍ଷା ମନ୍ତ୍ରୀ…

ପାକିସ୍ତାନ ବନ୍ୟା ୧.୬୦ କୋଟି ଶିଶୁ ପ୍ରଭାବିତ..

ଇସଲାମାବାଦ/ଜେନେଭା, ୧୭।୯ : ନିକଟରେ ପାକିସ୍ତାନରେ ଘଟିଥିବା ଭୟଙ୍କର ସୁପର ବନ୍ୟା ଦ୍ୱାରା ଦେଶର ୧.୬୦ କୋଟି ଶିଶୁ ପ୍ରଭାବିତ ହୋଇଛନ୍ତି। ମିଳିତ ଜାତିସଂଘ କହିଛି ଯେ ବନ୍ୟା ଯୋଗୁ ୩୪ ଲକ୍ଷ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀ ସହାୟତାର…

ନେପାଳରେ ଭୂସ୍ଖଳନ: ୧୭ ମୃତ…

କାଠମାଣ୍ଡୁ, ୧୭।୯ : ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ମାଟି ତଳେ ଦବି ୧୦…

ଲାଇଙ୍ଗ୍‌-ଇନ୍‌-ଷ୍ଟେଟ୍‌ ପାଇଁ ଚାଇନାକୁ ବାରଣ

ଲଣ୍ଡନ,୧୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ସୋମବାର ସମ୍ପନ୍ନ କରାଯିବ । ମହାରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ସାମିଲ ହେବାକୁଥିବାବେଳେ ଚାଇନା ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରିଟେନ୍‌ରେ ପହଞ୍ଚିଛି। ବ୍ରିଟେନ୍‌ ପାର୍ଲାମେଣ୍ଟରେ ମହାରାଣୀଙ୍କ କଫିନ୍‌…

ଏହା ଯୁଦ୍ଧର ଯୁଗ ନୁହେଁ

ସମରକନ୍ଦ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲ୍କ ରୋଡ୍‌ ସିଟି ସମରକନ୍ଦରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ମୋଦି ପୁଟିନ୍‌ଙ୍କୁ କହିଛନ୍ତି, ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ବୈଶ୍ୱିକ ଖାଦ୍ୟ…

‘ଭାରତ ହେବ ନିର୍ମାଣ ହବ୍‌’

ସମରକନ୍ଦ,୧୭।୯: କୋଭିଡ୍‌-୧୯ ମହାମାରୀ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଯୋଗାଣଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତକୁ ଏକ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?