ଲାଇଙ୍ଗ୍‌-ଇନ୍‌-ଷ୍ଟେଟ୍‌ ପାଇଁ ଚାଇନାକୁ ବାରଣ

ଲଣ୍ଡନ,୧୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ସୋମବାର ସମ୍ପନ୍ନ କରାଯିବ । ମହାରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ସାମିଲ ହେବାକୁଥିବାବେଳେ ଚାଇନା ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରିଟେନ୍‌ରେ ପହଞ୍ଚିଛି।

ବ୍ରିଟେନ୍‌ ପାର୍ଲାମେଣ୍ଟରେ ମହାରାଣୀଙ୍କ କଫିନ୍‌ ରଖି ସେଠାରେ ହେବାକୁ ଥିବା ରାତ୍ରୀଜାଗରଣ କାର୍ଯ୍ୟକ୍ରମରେ ଚାଇନାକୁ ସାମିଲ କରାଯିବ ନାହିଁ ବୋଲି କୁହାଯାଇଛି। ଶିନ୍‌ଜିଆଙ୍ଗରେ ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରିବା ନେଇ କତେଜଣ ବ୍ରିଟିଶ ସାଂସଦଙ୍କ ଉପରେ ଚାଇନା କଟକଣା ଲଗାଇଥିଲା। ତେବେ ମହାରାଣୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଚାଇନାକୁ ଡକାଯିବା ନେଇ କେତେଜଣ ବ୍ରିଟିଶ୍‌ ସାଂସଦ ଚିନ୍ତା ପ୍ରକଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ...

ଶ୍ରୀଲଙ୍କାରେ ଆଳୁ କିଲୋ ୮୦୦, ଟମାଟୋ ୧୦୦୦, କାଠ ଚୁଲି ଜାଳୁଛନ୍ତି ଲୋକେ

କଲମ୍ବୋ,୧୧ ।୭: ଏବେ ସାରା ବିଶ୍ୱ ଦେଖି ସାରିଛି ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତିର ଭୟାବହତା । ସାଧାରଣ ଜନତା କିଭଳି ଭାବେ ରାଷ୍ଟ୍ରପତି ଭବନ କବଜା...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

କରତାର୍‌ପୁର ଭିଡ଼ିଓ ଜାରି କଲା ପାକିସ୍ତାନ: ୩ ଖଲିସ୍ତାନୀଙ୍କ ଫଟୋ

ଇସଲାମାବାଦ୍‌,୬।୧୧: ପାକିସ୍ତାନ ପକ୍ଷରୁ କରତାର୍‌ପୁର ସମ୍ପର୍କିତ ଏକ ଭିଡ଼ିଓ ଜାରି କରିଛି। ଏଥିରେ ୧୯୮୪ ଜୁନରେ ଅମୃତସରଠାରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନରେ ମୃତ୍ୟୁ...

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍‌ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍‌...

ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ପୁଟିନଙ୍କ ହେବ କ୍ୟାନସର ଅପରେଶନ

କ୍ୱିଭ୍‌,୧ା୫: ରୁଷିଆ ରାଷ୍ଟ୍ରପତି ଭାଦିମିର ପୁଟିନ କ୍ୟାନସର ଅପରେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁକ୍ରେନ ସହ ଯୁଦ୍ଧ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଖବର ମୁତାବକ,...

Advertisement
Archives

Model This Week