ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…
କ୍ୱିଭ୍, ୬।୩ : ଯେତେବେଳେ ୟୁକ୍ରେନ୍ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କି। ଫାଷ୍ଟ ଲେଡି ଓଲେନା ଜେଲେନସ୍କିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆହୋଇ...
୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…
କ୍ୱିଭ୍, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ କରୁଛନ୍ତି। ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ରୁଷିଆ ସୈନ୍ୟଙ୍କ ପାଇଁ ବଡ଼ ସମସ୍ୟା...
ପୁଣି ସ୍ପାଏ ସାଟେଲାଇଟ୍ ସିଷ୍ଟମ୍ର ପରୀକ୍ଷା କଲେ କିମ୍…
ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ...
ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!
କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ...
ଅସ୍ତ୍ରବିରତି ପରେ ବି ଚାଲିଛି ଗୁଳିମାଡ
କ୍ୱିଭ,୬ ।୩: ଶନିବାର ରୁଷିଆ ୟୁକ୍ରେନର ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା । ହେଲେ ଏହା ପରେ ବି ରୁଷିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦାବି କରିଛି ୟୁକ୍ରେନ୍ । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି...
ପିସୋଚିନ ପହଞ୍ଚିଲା ଭାରତ ସରକାରଙ୍କ ବସ
କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନର ପିସୋଚିନରେ ଫସି ରହିଥିବା ପ୍ରାୟ ୨୯୮ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପିସୋଚିନରୁ ଭାରତୀୟ ଛାତ୍ରଙ୍କୁ...
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ
କ୍ୱିଭ୍,୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୧ଦିନରେ ପହଞ୍ଚିଲାଣି । ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରୁ ନ ଥିବା ବେଳେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଲଗାତାର ଜାରି ରହିଛି । ଇତିମଧ୍ୟରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ...
ଜାଣିଶୁଣି ବଡ଼ ଭୁଲ୍…
କ୍ୱିଭ୍/ଓ୍ବାଶିଂଟନ/ମସ୍କୋ, ୫।୩ : ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାଣିଶୁଣି ବଡ଼ ଭୁଲ୍ କରିଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ନାଟୋ ଏବଂ ରୁଷିଆ ମଧ୍ୟରେ ୟୁକ୍ରେନ୍ କେବଳ ବଳିର ଛେଳି ହୋଇ ରହି ଯାଇଛି। ନାଟୋର ସହାୟତା ମିଳିବା...
ନୋ ଫ୍ଲାଏ ଜୋନ୍କୁ ନେଇ ପୁଟିନଙ୍କ ଚେତାବନୀ
କ୍ୱିଭ୍,୫ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୦ ଦିନରେ ପହଞ୍ଚିଛି। ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନ ବ୍ରସେଲ୍ସରେ ୟୁରୋପୀୟ କାଉନସିଲର ସଭାପତି...
ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ
କ୍ୱିଭ୍,୫।୩: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଦେଶ ଛାଡ଼ି ପଳାୟନ କରିଥିବା ନେଇ ରୁଷିଆ ପକ୍ଷରୁ ଗୁଜବ ସୃଷ୍ଟି କରାଯାଇଥିବାବେଳେ ଏହାକୁ କ୍ୱିଭ୍ ପକ୍ଷରୁ ଖଣ୍ଡନ କରାଯାଇଛି । ଜେଲେନ୍ସ୍କି ଶୁକ୍ରବାର ପୋଲାଣ୍ଡକୁ ପଳାୟନ କରିଛନ୍ତି ବୋଲି ରୁଷିଆ ପାର୍ଲାମେଣ୍ଟ...
ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…
କ୍ୱିଭ୍, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍ ହାର୍ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। ସେ ହିରୋ ନା ଜିରୋ ଅବା ଅସଫଳ ରାଷ୍ଟ୍ରପତି?...
କୁଳଭୂଷଣ ଯାଦବ ମାମଲା: ଏପ୍ରିଲ ୧୩ ସୁଦ୍ଧା ଓକିଲ ନିଯୁକ୍ତି ପାଇଁ ଭାରତକୁ କହିଲା ପାକିସ୍ତାନ
ଇସଲାମାବାଦ,୫ା୩: ପାକିସ୍ତାନୀ ହାଇକୋର୍ଟ ଭାରତକୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କହିଛନ୍ତି। ଗୁପ୍ତଚର ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ୱାରା ୫୧ ବର୍ଷୀୟ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ...
Archives


