ଆଇବିଏମ୍ ରୁଷିଆରେ ସମସ୍ତ କାରବାର ଉପରେ ଲଗାଇଲା ପ୍ରତିବନ୍ଧକ
ୱାଶିଂଟନ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର କୌଣସି ଆଭାସ ମିଳୁ ନ ଥିବା ବେଳେ ରୁଷିଆ ଉପରେ ଆମେରିକା ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛି । ଟେକ କମ୍ପାନୀ ଇଣ୍ଟର ନ୍ୟାଶନାଲ ବିଜନସ ମେଶିନସ୍ କର୍ପୋରେଶନ(ଆବିଏମ୍)...
ରଣକ୍ଷେତ୍ରରେ ବାହାହେଲେ ଦୁଇ ଯବାନ
କ୍ୱିଭ,୮।୩: ରୁଷିଆର ଘନ ଘନ ଆକ୍ରମଣ ପରେ କ୍ୱିଭ୍ର ସ୍ଥିତି ଏକ ପ୍ରକାର ବିଗିଡ଼ି ଯାଇଛି। ଏଭଳି ସଙ୍କଟାପନ୍ନ ପରିସ୍ଥିତି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। କ୍ୱିଭ୍ର ଜନଗହଳିପୂର୍ଣ୍ଣ ଚେକ୍ପଏଣ୍ଟରେ ଦୁଇ ଯବାନ ବିବାହ ବନ୍ଧନରେ...
ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ରାଫିକ ତାରରଙ୍କ ବିୟୋଗ
ଲାହୋର,୮।୩: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ରାଫିକ ତାରର ସୋମବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ ବର୍ଷ ହୋଇଥିଲା। ରାଫିକ ୧୯୯୭ରୁ ୨୦୦୧ ପାକିସ୍ତାନ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ବିଚାରପତି...
ରୁଷିଆ କରିଡରକୁ ୟୁକ୍ରେନ୍ର ପ୍ରତ୍ୟାଖ୍ୟାନ
ମସ୍କୋ/କ୍ୱିଭ୍, ୮ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ରୁ ସାଧାରଣ ନାଗରିକଙ୍କୁ ବାହାର କରିବା ନିମନ୍ତେ ରୁଷିଆ ମାନବୀୟ କରିଡର୍ ନିର୍ମାଣ ପାଇଁ ସୋମବାର ଘୋଷଣା କରିଛି। ଦୁଇ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେବା ପରେ ରୁଷିଆ ୟୁକ୍ରେନ୍ର ଦୁଇ ପ୍ରମୁଖ ସହର...
ଯୁଦ୍ଧ ଶେଷ କରିବାକୁ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଲା ରୁଷିଆ
ମସ୍କୋ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଯୁଦ୍ଧ ଶେଷ କରିବାକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ତେବେ...
ଅଶୋଧିତ ତୈଳ ମହଙ୍ଗା, ଟଙ୍କା ଦୁର୍ବଳ
ନ୍ୟୁୟର୍କ,୮ା୩:ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ନିଅଁା ଲାଗିଛି। ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଏହା ଉପରେ ଦେଖାଯାଉଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରଠାରୁ ସର୍ବୋଚ୍ଚ...
ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ
କ୍ୱିଭ୍,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର ଅଧିକାଂଶ ଅଞ୍ଚଳରେ ଆକ୍ରମଣ କରାଯାଉଛି । ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ତୃତୀୟ...
ଶତ୍ରୁଙ୍କ ତାଲିକା ଜାରି କଲା ରୁଷିଆ: ଆମେରିକା-ୟୁକ୍ରେନ ସମେତ ୩୧ଦେଶ ସାମିଲ
ମସ୍କୋ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୨ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ୨ଥର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଷ୍କସ ବାହାରିପାରିନାହିଁ। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ ଅନେକ ଦେଶମାନଙ୍କର ବିରୋଧର...
ଯୁଦ୍ଧ ଲଢ଼େଇ ମଧ୍ୟରେ ସୀମାରେ ବିବାହ କଲେ ୟୁକ୍ରେନ ଦମ୍ପତି
ୟୁକ୍ରେନ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ୟୁକ୍ରେନର ସହରଗୁଡ଼ିକରେ ଲଗାତର ଭାବେ ରୁଷିଆ ସୈନ୍ୟ ବୋମା ମାଡ଼ କରୁଛନ୍ତି। ଏହି ସଙ୍କଟ ଯୋଗୁ ନିଜ ଘର ଛାଡି ୟୁକ୍ରେନବାସୀଙ୍କୁ ଅନ୍ୟ ଦେଶରେ ଆଶ୍ରୟ...
ଯୁଦ୍ଧ ମଧ୍ୟରେ ହଜାରେ କି.ମି ଯାତ୍ରା କଲେ ୧୧ବର୍ଷର ବାଳକ: ଛୁଟିଲା ପ୍ରଶଂସାର ସୁଅ
ବ୍ରାଟିସ୍ଲାଭା,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିିଥିବା ଯୁଦ୍ଧ ଭିତରେ ଜଣେ ନାବଳକଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ପ୍ରାୟ ୧୦୦୦ କିଲୋମିଟରରୁ ଊର୍ଦ୍ଧ୍ୱ ଏକୁଟିଆ ଯାତ୍ରା କରି ଜଣେ ୧୧ ବର୍ଷର ବାଳକ ୟୁକ୍ରେନରୁ ସୁରକ୍ଷିତ ଭାବେ...
ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା
ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଚାଇନା ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି।...
ଯୁଦ୍ଧ କରି ଫସିଗଲା ରୁଷିଆ
କ୍ୱିଭ୍,୭ା୩: ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ରୁଷିଆ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରୁଷିଆ ଏହି ଅଭିଯୋଗକୁ ଅସ୍ବୀକାର କରିଛି। ଅଭିଯୋଗ ପରେ ରୁଷିଆ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ଅପରାଧିକ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଏଭଳି...
Archives


