ଜର୍ମାନୀର ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକରରେ ହେଲା ସାମୁହିକ ନମାଜ ପାଠ

ବର୍ଲିନ,୧୫ ।୧୦: ଜର୍ମାନୀର କୋଲୋନରେ ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାକୁ ଆସିଥିବା ଲୋକଙ୍କ ଚେହେରାରେ ଖୁସିର ଝଲକ ସ୍ପଷ୍ଟ ବାରି ହୋଇ ପଡିଛି । ପ୍ରଶାସନ ପକ୍ଷରୁ ଏଠାରେ ଲାଉଡ ସ୍ପିକରରେ ନମାଜ ପଢିବାର ଅନୁମତି ମିଳିବା ପରେ ଶୁକ୍ରବାର ପ୍ରଥମଥର ସାର୍ବଜନିକ ଭାବେ ଲୋକେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ସୀମିତ ସଂଖ୍ୟାରେ ଲୋକେ ନମାଜ ପଢିବା ପାଇଁ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ଜର୍ମାନୀର ଚତୁର୍ଥ ସବୁଠାରୁ ବଡ ସହରରେ ଅଧିକାରୀମାନେ ଗତ ବର୍ଷ ମସଜିଦରେ ଦ୍ୱିପ୍ରହର ୩ଟା ମଧ୍ୟରେ ସର୍ବାଧିକ ୫ ମିନିଟ ପର୍ଯ୍ୟନ୍ତ ଲାଉଡ ସ୍ପିକରରେ ନମାଜ ପଢିବାର ଅନୁମତି ମିଳିଥିଲା । ଏହାପରେ କରୋନା ମହାମାରୀ କାରଣରୁ ଏହାକୁ ବି ବନ୍ଦ କରି ଦିଆଯାଇଥିଲା । ହେଲେ ଏବେ ପରିସ୍ଥିତି ସୁଧୁରିବାରୁ ଶୁକ୍ରବାର ପୁଣିଥରେ ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାର ଅନୁମତି ମିଳି ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍ ଗେଟ୍ସ-ମିଲିଣ୍ଡା ଗେଟ୍ସ ଅଲଗା ହେଲେ

ୱାଶିଂଟନ, ୪ ।୫: ମାଇକ୍ରୋସଫ୍ଟ କର୍ପୋରେଶନର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍ସ ଙ୍କ ଦୀର୍ଘ ୨୭ ବର୍ଷର ଦାମ୍ପତ୍ୟ...

କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍‌ଡିସିଭିର୍‌ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା...

ତୁର୍କୀ ଲୋକଙ୍କର ଜୀବନ ବଞ୍ଚାଉଛନ୍ତି ଭାରତର ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ରୋମିଓ-ଜୁଲି-ହନି-ରାମ୍ବୋ…

ଇସ୍ତାନବୁଲ,୮।୨ : ତୁର୍କୀରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକେ ଏବେ ବି ମାଟିଗଦା ତଳେ ଦବି ରହିଛନ୍ତି।...

ଦ୍ୱିତୀୟ ଦିନରେ ରାଜଧାନୀ ଉପରେ ମିସାଇଲ ବର୍ଷା

ନୂଆଦିଲ୍ଲୀ,୨୫।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟନୁଷ୍ଠାନ ଦେଖୁଛି ୟୁରୋପ। ପୂର୍ବତନ ସୋଭିଏଟ୍‌ ରାଜ୍ୟ ଉପରେ ରୁଷିଆର ସ୍ଥଳ, ସମୂଦ୍ର ଓ ବାୟୁ...

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

ଟ୍ରମ୍ପଙ୍କ ଆୟକରକୁ ନେଇ ଉଠିଲା ବିବାଦ

ୱାଶିଂଟନ,୨୮ ।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଭରଣା କରାଯାଇଥିବା ଆୟକରକୁ...

ମହିଳାଙ୍କ ଡ୍ରାଇଭିଂ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୫।୫:ଆଫଗାନିସ୍ତାନରେ ତାଲିବାନୀ ଶାସନ ପରେ ସବୁଠାରୁ ଅଧିକ କ୍ଷତି ମହିଳାମାନେ ସହୁଛନ୍ତି। ମହିଳାଙ୍କ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ସେମାନଙ୍କ ବିରୋଧରେ ଆଉ...

ଖେରସନ୍‌ ସହରକୁ ଦଖଲ କଲା ରୁଷିଆ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବୁଧବାର ହେଉଛି ସପ୍ତମ ଦିନ। ରୁଷିଆ ସେନା ଲଗାତର ଭାବେ ୟୁକ୍ରେନର ରାଜଧାନୀ କ୍ୱିଭରେ ବୋମାମାଡ଼...

Advertisement
Archives

Model This Week