ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍ କୋଡ୍ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ...
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହାରାଇଲେଣି ୧୪୩ ଶିଶୁ, ୨୧୬ ଆହତ
କ୍ୱିଭ,୨୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ପୂର୍ବଭଳି ଏଠାରେ ଯୁଦ୍ଧ ଲାଗି ରହିଛି । ରୁଷିଆର ଆକ୍ରମଣ ଫଳରେ ୟୁକ୍ରେନର ବଡ ବଡ ସହର ଧ୍ୱଂସ ହୋଇ ଗଲାଣି । କେବଳ ସେତିକି ନୁହେଁ...
ରୁଷିଆରେ ମିଶିବା ପାଇଁ ଲୁହାନ୍ସ୍କରେ ହୋଇପାରେ ଭୋଟ
କ୍ୱିଭ୍,୨୮ା୩: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ୟୁରୋପୀୟ ଦେଶକୁ ଦୁଇଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍ବାସ୍ ଅଞ୍ଚଳର ଡୋନେସ୍କ ଓ...
ବିବିସି ପ୍ରସାରଣ ଉପରେ ତାଲିବାନର କଟକଣା…
କାବୁଲ୍, ୨୮।୩ : ଆଫଗାନିସ୍ତାନର ତାଲିବାନ ସରକାର ଏବେ ବିବିସି ପ୍ରସାରଣ ଉପରେ କଟକଣା ଲଗାଇଛି। ପାଶ୍ଚାତ୍ୟ, ପାର୍ସି ଏବଂ ଉଜବେକିସ୍ତାନର ବୁଲେଟିନ ଦେଶରୁ ହଟାଇ ଦିଆଯାଇଛି ବୋଲି ବିସିସିଆଇ କହିଛି। ଭଏସ ଅଫ ଆମେରିକାକୁ ମଧ୍ୟ ପ୍ରସାରଣ ବନ୍ଦ...
ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା
କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ବର୍ଗରେ ‘ଦ ସମର୍ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ଓ୍ବିଥ୍ ଫାୟାର୍’ ଏହି ବର୍ଗରେ ମନୋନୀତ...
ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍ଡାଉନ୍…
.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର...
ତୁର୍କିରେ ଯୁଦ୍ଧ ବିରାମକୁ ନେଇ ରୁଷିଆ ସହ କଥା ହେବ ୟୁକ୍ରେନ୍
କ୍ୱିଭ୍,୨୮ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ଏବେବି ପୂର୍ବଭଳି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଏବେ ପର୍ଯ୍ୟନ୍ତ ୪୬ହଜାର ୮୦...
୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…
କ୍ୱିଭ୍, ୨୮।୩ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦ ଶିଶୁଙ୍କୁ ଅପହରଣ କରିଛି। ମାରିୟାପୋଲରୁ ଏହି ଶିଶୁମାନଙ୍କୁ ଅପରହରଣ କରାଯାଇଥିବା ଜେଲେନସ୍କି ରୁଷୀୟ...
ଯଥେଷ୍ଟ ସାହାଯ୍ୟ କରୁନି ଆମେରିକା
କିଭ୍, ୨୮ା୩: ରୁଷିଆ ସହ ଲଢ଼େଇରେ ଆମେରିକା ଯଥେଷ୍ଟ ସହାୟତା ଦେଉନାହିଁ ବୋଲି କହିଛନ୍ତି ୟୁକ୍ରେନ୍ ଏମ୍ପି ଇନା ସୋଭସୁନ। ଏକ ଟୁଇଟ୍ରେ ଇନା ଲେଖିଛନ୍ତି, ‘ୟୁକ୍ରେନୀୟମାନେ ଆମେରିକାଠାରୁ ଯଥେଷ୍ଟ ସହାୟତା ପାଇବା ଭଳି ମନେ କରୁନାହାନ୍ତି। ବାଇଡେନ୍ ଅଧିକ...
ମଣ୍ଡେଲାଙ୍କ ଆରେଷ୍ଟ ଓ୍ବାରେଣ୍ଟ ୧.୩୦ ଲକ୍ଷ ଡଲାରରେ ବିକ୍ରି
କେପ୍ ଟାଉନ, ୨୮ା୩: ବର୍ଣ୍ଣଭେଦ ବିରୋଧୀ କ୍ରାନ୍ତିକାରୀ ନେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍ସନ୍ ମଣ୍ଡେଲାଙ୍କ ଅରିଜିନାଲ ଆରେଷ୍ଟ ଓ୍ବାରେଣ୍ଟର ନନ୍ ଫଞ୍ଜିବଲ ଟୋକନ (ଏନ୍ଏଫ୍ଟି) ୧,୩୦,୦୦୦ ଡଲାର (ପ୍ରାୟ କୋଟିଏ ଟଙ୍କା)ରେ ନିଲାମ ହୋଇଛି। ଗଣତନ୍ତ୍ର...
ଲଭିଭ୍ରେ ଘନଘନ କ୍ଷେପଣାସ୍ତ୍ର ମାଡ଼
ଲଭିଭ୍, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍ର ଲଭିଭ୍ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍ ଘନଘନ ରୁଷୀୟ ମିଶାଇଲର ସାମ୍ନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୋଲାଣ୍ଡ ଗସ୍ତବେଳଠାରୁ ଏହାର ସୀମା...
‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’
ଇସ୍ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଇସ୍ଲାମାବାଦ ପରେଡ୍ ଗ୍ରାଉଣ୍ଡରେ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ରାଲିରେ...
Archives


