Advertisement

ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ୧୮୦ ଯୁଦ୍ଧ ବିମାନ

ସିଓଲ,୪ା୧୧: ଉତ୍ତର ସୀମାରେ ପ୍ରାୟ ୧୮୦ ଉତ୍ତର କୋରିଆ ଯୁଦ୍ଧ ବିମାନ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ଦକ୍ଷିଣ କୋରିଆ ସତର୍କ ହୋଇଯାଇଛି। ଏଠାରେ ଥିବା ସେନା ତୁରନ୍ତ ଏହାର ଜେଟ୍‌ ପଠାଇଥିଲେ। ଏହି ସୂଚନା ଦକ୍ଷିଣ କୋରିଆ ସେନା ଦ୍ୱାରା ଦିଆଯାଇଛି। ଶୁକ୍ରବାର ଉତ୍ତର କୋରିଆର ଯୁଦ୍ଧ ବିମାନ ୪ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ତର କୋରିଆର ଯୁଦ୍ଧ ବିମାନ ଉଡ଼ାଣ କରୁଥିବା ଜାଣିବା ମାତ୍ରେ ତୁରନ୍ତ ସଜାଗ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ...

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର...

ବାଇଡେନ୍‌, ହାରିସ୍‌

ଓ୍ବାଶିଂଟନ,୨୧ା୧: ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍‌ ଓ ୪୯ତମ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ...

ଚାଇନାକୁ ବାଇଡେନ୍‌ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍‌

ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ସେ...

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ...

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରୀ

ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର...

ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ

କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର...

Advertisement
Archives

Model This Week