ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶେହଓ୍ବାଜ
ଇସ୍ଲାମାବାଦ୍,୧୧।୪: ପିଏମ୍ଏଲ୍-ଏନ୍ର ଅଧ୍ୟକ୍ଷ ୭୦ ବର୍ଷୀୟ ଶେହଓ୍ବାଜ ଶରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକାରୀ ରାଷ୍ଟ୍ରପତି ତଥା ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜରାନି ଶେହଓ୍ବାଜଙ୍କୁ ତାଙ୍କ ପଦ...
ଶେହଓ୍ବାଜଙ୍କୁ ଶପଥ ପାଠ କରାଇବେନି ରାଷ୍ଟ୍ରପତି
ଇସ୍ଲାମାବାଦ୍,୧୧।୪: ପାକିସ୍ତାନରେ ମାସକରୁ ଲାଗିରହିଥିବା ରାଜନୈତିକ ସଙ୍କଟର ଏବେ ଅବସାନ ଘଟିଛି। ସୋମବାରରୁ ପାକିସ୍ତାନରେ ଶେହଓ୍ବାଜଙ୍କ ଯୁଗ ଆରମ୍ଭ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍ଏଲ୍-ଏନ୍ର ଅଧ୍ୟକ୍ଷ ଶେହଓ୍ବାଜ ଶରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ...
ଲକ୍ଡାଉନ୍ରେ ଘରେ କଏଦ୍ ଥିବା ଲୋକଙ୍କ ଶୁଭୁଛି ଚିତ୍କାର
ବେଜିଂ,୧୧।୪: ଚାଇନା ବର୍ତ୍ତମାନ ଜିରୋ କୋଭିଡ ପଲିସି ଅନୁସରଣ କରୁଛି। ଚାଇନାର ସବୁଠୁ ବଡ଼ ସହର ସଂଘାଇରେ କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ସମଗ୍ର ସହରରେ କଡ଼ା ଲକ୍ଡାଉନ ଲାଗୁ କରିଛନ୍ତି। ଇତିମଧ୍ୟରେ...
ପାକିସ୍ତାନରେ ଶେହଓ୍ବାଜ ଯୁଗ ଆରମ୍ଭ
ଇସ୍ଲାମାବାଦ୍,୧୧।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ନ୍ୟାଶନାଲ ଆସେମ୍ଲିରେ ଅନାସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ପଦରୁ ଇସ୍ତଫା ଦେବା ସହ ଗୃହତ୍ୟାଗ କରିଛନ୍ତି। ଇମ୍ରାନଙ୍କ ସମେତ ତାଙ୍କ ସାଥୀ ସଦସ୍ୟ ମଧ୍ୟ...
ସଂସଦରୁ ବାହାରି ଆସିଲେ ଇମ୍ରାନ, ଦଳର ସମସ୍ତ ସଦସ୍ୟ ଦେବେ ଇସ୍ତଫା
ଇସଲାମାବାଦ,୧୧ ।୪: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଭାଙ୍ଗିବା ପରେ ଏବେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ପାକିସ୍ତାନୀ ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ନର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଠିକ୍ ଏହା ପୂର୍ବରୁ...
ଚର୍ଚ୍ଚାରେ ଏହି ଷ୍ଟାର୍ ଯୋଡିଙ୍କ ନିର୍ବନ୍ଧ
ହଲିଉଡ ଗାୟିକା ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ ଏବଂ ବେନ ଆଫ୍ଲେକ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ୨୦ ବର୍ଷ ପରେ ପୁଣି ଆଫ୍ଲେକ-ଜେନିଫରଙ୍କ ନିର୍ବନ୍ଧ ଶେଷ ହୋଇଛି। ନିର୍ବନ୍ଧ ପରେ ଜେନିଫର ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ...
ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ
କାଲିଫର୍ଣ୍ଣିଆ,୧୧।୪: ଟେସ୍ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି। ଟୁଇଟର୍ରେ ଶେୟାର କିଣିବା ପରେ ମସ୍କ କମ୍ପାନୀ ବୋର୍ଡରେ ସାମିଲ ହେବେ କୁହାଯାଉଥିଲା।...
ସର୍ବିୟାକୁ ଗୁପ୍ତରେ ଏଚ୍କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଲା ଚାଇନା…
ବେଜିଂ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଚାଇନାର ଏକ ଗୁପ୍ତ କାର୍ଯ୍ୟର ପର୍ଦ୍ଦାଫାଶ୍ ହୋଇଛି। ଚାଇନା ରୁଷିଆର ବନ୍ଧୁ ରାଷ୍ଟ୍ର ସର୍ବିୟାକୁ ଏଚ୍କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଛି। ଚାଇନାର ଏଭଳି କାର୍ଯ୍ୟ ଦ୍ୱାରା...
ଇଦ୍ ପରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ୍
ଇସଲାମାବାଦ,୧୧ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ ଇଦ୍ ପରେ ଆସନ୍ତା ମାସରେ ପାକିସ୍ତାନକୁ ଫେରିପାରନ୍ତି। ଏହି ସୂଚନା ପିଏମ୍ଏଲ୍-ଏନ୍ର ଜଣେ ବରିଷ୍ଠ ନେତା ପ୍ରଦାନ କରିଛନ୍ତି। ଆଜିକାଲି ପାକିସ୍ତାନରେ ଇମ୍ରାନ ଖାନଙ୍କୁ ନେଇ ଅନେକ ରାଜନୈତିକ ଆନ୍ଦୋଳନ ଚାଲିଛି।...
ଇମ୍ରାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ
ଇସଲାମାବାଦ୍,୧୧।୪: ପାକିସ୍ତାନ ତେହରିକ୍-ଏ-ଇନଶାଫ୍(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଅନାସ୍ଥା ଭୋଟ୍ରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଇମ୍ରାନ ଗାଦିଚ୍ୟୁତ ହେବାପରେ ତାଙ୍କ...
ଇମ୍ରାନ ହଟିବା ପରେ ଚାଇନାରେ ଖୁସି
ବେଜିଂ,୧୧।୪: ପାକିସ୍ତାନ ତେହରିକ୍-ଏ-ଇନଶାଫ୍(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଥିବାବେଳେ ଚାଇନା ସହିତ ଅଧିକ ଘନିଷ୍ଠତା ବଢାଇଥିଲେ, ଆଜି ସେହି ଚାଇନା ଇମ୍ରାନଙ୍କ କ୍ଷମତାରୁ ବିଦାୟ ନେଇ ଖୁସି ବ୍ୟକ୍ତ କରୁଛି। ଇମ୍ରାନଙ୍କୁ କ୍ଷମତାରୁ ହଟାଯିବା ପରେ ଶେହଓ୍ବାଜ୍ ଶରିଫଙ୍କ...
ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍ ଯୁବକ ଗିରଫ…
କ୍ୱିଭ୍, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍ର ଯୁବକଙ୍କୁ ଶ୍ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦେଶରେ ମାର୍ଶଲ ଲ’ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ...
Archives


